ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ୟୁକ୍ରେନ: ବିସ୍ଫୋରଣ କରି ଡ୍ୟାମ୍‌ ଉଡ଼ାଇଦେଲେ

କିବ୍‌: ରୁଷ୍‌ ନିୟନ୍ତ୍ରଣାଧୀନ ୟୁକ୍ରେନର ଖେରସନ ଅଞ୍ଚଳ ଅଧୀନ ନୋଭା କାଖୋବକା ସହରରେ ଥିବା ଏକ ବଡ଼ ଡ୍ୟାମକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। ଏଥିରେ କାଖୋବକା ଜଳବିଦ୍ୟୁତ ଶକ୍ତି ପ୍ରକଳ୍ପ ନଷ୍ଟ ହୋଇଛି। ଏହି ଡ୍ୟାମକୁ ରୁଷ ଉଡ଼ାଇ ଦେଇଥିବା ୟୁକ୍ରେନ ଅଭିଯୋଗ କରିଛି। ୩୦ ମିଟର ଉଚ୍ଚ ଏବଂ…
ଅଧିକ ଖବର ଦେଖନ୍ତୁ...

୨୫ ବର୍ଷର ‌ରେକର୍ଡ ଭାଙ୍ଗିପାରେ କଂଗ୍ରେସ: ରାଜସ୍ଥାନରେ ୫୦୦ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର

ଜୟପୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଏବେ ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସର ଫୋକସ୍‌ । ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକିଥିବାବେଳେ ରାଜସ୍ଥାନରେ ଗେହଲଟ ସରକାର ସୋମବାର ଦିନ ୧୪ ଲକ୍ଷ ପରିବାର ପାଇଁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର…
ଅଧିକ ଖବର ଦେଖନ୍ତୁ...

୩ଟି ‌କ୍ଷେତ୍ରରେ ଭାରତ-ସୁରିନାମ ଏମ୍ଓୟୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦେଶ ଗସ୍ତରେ ଯାଇଛନ୍ତି। ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଗତ ୪ ତାରିଖରେ ସୁରନାମ ଏବଂ ସର୍ବିଆ ଗସ୍ତରେ ଯାଇ ପରମରିବୋରେ ପହଞ୍ଚିଛନ୍ତି। ସେଠାକାର ଜୋହାଲ ଆଡଲଫ ପେଙ୍ଗେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରିନାମର ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ବିପୁଳ ଏଲ୍‌ଏସ୍‌ଡି ଜବତ କଲା ଏନ୍‌ସିବି

ନୂଆଦିଲ୍ଲୀ, ୬/୬: ବିପୁଳ ପରିମାଣର ଏଲ୍‌ଏସ୍‌ଡି (ନିଶାଦ୍ରବ୍ୟ) ଜବତ ସହ ନିଶା ନିୟନ୍ତ୍ରଣ ବ୍ୟୁରୋ (ଏନ୍‌ସିବି) ଦାବି କରିଛି ଯେ ସେମାନେ ସବୁଠୁ ବଡ଼ ନିଶା ସାମ୍ରାଜ୍ୟର ପର୍ଦାଫାସ କରିଛନ୍ତି। ସାରା ଭାରତରେ ସେମାନଙ୍କର ନେଟ୍‌ୱାର୍କ ବିଛାଇ ହୋଇ ରହିଥିଲା। ଅଭିଯୁକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହୋଇଛି। କିଛି ପାକିସ୍ତାନୀ ଆତଙ୍କବାଦୀ ଏହି ଆକ୍ରମଣ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି। ଯାତ୍ରାରେ ବିଭ୍ରାଟ ସୃଷ୍ଟି କରିବାପାଇଁ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଏବଂ ଅମରନାଥ ଯାତ୍ରା ଗାଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ ଧର୍ମାନ୍ତରୀକରଣ ରୢାକେଟ୍‌ର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅନଲାଇନ ଧର୍ମାନ୍ତରୀକରଣ ରୢାକେଟର ପର୍ଦ୍ଦାଫାସ ହୋଇଛି। ଗାଜିଆବାଦ ପୁଲିସ ଏହି ରୢାକେଟର ପର୍ଦ୍ଦାଫାସ କରିଛି ଏବଂ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତ ହେଉଛି ଗା‌ଜିଆବାଦ ବାସିନ୍ଦା ଅବଦୁଲ ରେହମାନ। ପୁଲିସ ଉକ୍ତ ମାମଲାରେ…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ଗୁଳି ବିନିମୟ, ଯବାନ ସହିଦ

ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତ ସପ୍ତାହରେ ମଣିପୁର ଗସ୍ତ କରି ଉଭୟ କୁକି ଏବଂ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟରେ ପୁଣିଥରେ ସାନି ହିଂସା ଉପୁଜିଛି। ଗତକାଲି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏତଲା ରୁଜୁ କଲାନି: ଆତ୍ମହତ୍ୟା କରିଦେଲେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଲୌନରେ ଜଣେ ବାପା ନିଜ ନାବାଳିକା ଝିଅକୁ ନ୍ୟାୟ ଦେଇ ନପାରିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ୧୫ ବର୍ଷର ଝିଅ ୨ ମାସ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଥାନାରେ ଏତଲା ରୁଜୁ ପାଇଁ ଯାଇଥିଲେ। କିନ୍ତୁ ପୁଲିସ ଏତଲା…
ଅଧିକ ଖବର ଦେଖନ୍ତୁ...

ସିଆଲଦାହ-ଅଜମେର ଏକ୍ସପ୍ରେସରେ ଅଗ୍ନିକାଣ୍ଡ

‌କୋଲକାତା: ସିଆଲଦାହ-ଅଜମେର ଏକ୍ସପ୍ରେସ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟ୍‌ ଯୋଗୁ ଟ୍ରେନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ସିଆଲଦାହରୁ ରାଜସ୍ଥାନର ଅଜମେରକୁ ଯାତ୍ରା କରୁଥିବା ଏହି ଟ୍ରେନ୍‌ରେ ଆଜି ଅପରାହ୍ନ ୧.୨୦ ସମୟରେ ଉତ୍ତର ପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ ନିର୍ବାଚନ ୨୦୨୩: ବଜରଙ୍ଗ ସେନା ସହ ମେଣ୍ଟ କଲା କଂଗ୍ରେସ

ଭୋପାଳ: ଚଳିତବର୍ଷ ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଥିବା ବେଳେ ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ସେନା କଂଗ୍ରେସ ସହ ହାତ ମିଳାଇଥିବା ଜଣାପଡ଼ିଛି। କଂଗ୍ରେସର ମଧ୍ୟପ୍ରଦେଶ ଶାଖା ମୁଖ୍ୟ କମଳନାଥଙ୍କୁ ସମର୍ଥନ ଜଣାଇଛନ୍ତି ବଜରଙ୍ଗ ସେନା କର୍ମୀମାନେ। ସୂଚନାଯୋଗ୍ୟ, ବଜରଙ୍ଗ ସେନା…
ଅଧିକ ଖବର ଦେଖନ୍ତୁ...