ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

କଂଗ୍ରେସର ଅଡ଼ୁଆ ବଢ଼ାଇଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ: କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଉଦ୍‌ଘାଟନ କରିବେ?

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ବର୍ଜନ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ ଆଜି ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି। ନିଜ ଦଳଠାରୁ ଭିନ୍ନ ମତ ପୋଷଣ କରି ଆଚାର୍ଯ୍ୟ କ୍ରୀଷ୍ଣନ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇସିୟୁରେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସତ୍ୟେନ୍ଦ୍ର ଜୈନ ଆଜି ସକାଳେ ବାଥରୁମରେ ବେହୋସ ହୋଇ ପଡ଼ିଯାଇଥିଲେ। ସତ୍ୟେନ୍ଦ୍ର ଜୈନଙ୍କୁ ତୁରନ ଦୀନ୍‌ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ…
ଅଧିକ ଖବର ଦେଖନ୍ତୁ...

ସ୍ବିଡେନ ଦୂତାବାସ ବନ୍ଦ ଘୋଷଣା କଲା ରୁଷ୍‌: ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା

ମସ୍କୋ : ମସ୍କୋ ଗୁରୁବାର କହିଛି ଯେ, ଏହା ସ୍ବିଡେନର ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଏବଂ ସ୍ବିଡେନର ଗଟେନବର୍ଗରେ ଥିବା ଦୂତାବାସ ଓ ସେଣ୍ଟ ପିଟ୍‌ସବର୍ଗରେ ଥିବା କୂଟନୈତିକ ମିସନକୁ ଏହା ବନ୍ଦ କରିବାକୁ ଯାଉଛି। ରୁଷ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସ୍ବିଡିସ…
ଅଧିକ ଖବର ଦେଖନ୍ତୁ...

ଗୁଆମରେ ଟାଇଫୁନ ‘ମାୱାର’ର ତାଣ୍ଡବ

ଗୁଆମ : ଆମେରିକାର ଦ୍ବୀପରାଜ୍ୟ ଗୁଆମରେ ଟାଇଫୁନ ମାୱାର ବୁଧବାର ତାଣ୍ଡବ ରଚିଛି। ରାଜ୍ୟବାସୀଙ୍କୁ ଭୟଙ୍କର ବର୍ଷା-ପବନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୨୫ କିମି ବେଗରେ ପବନ ବହିଥିଲା। ଫଳରେ ରାଜ୍ୟର ବିଦ୍ୟୁତ୍, ପାଣି ଓ ଇଣ୍ଟରନେଟ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଗଛବୃଚ୍ଛ ଉପୁଡ଼ି…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ଆଉ ଏକ ‘ଶ୍ରଦ୍ଧା ୱାକର କାଣ୍ଡ’: ଲିଭ୍-ଇନ୍ ପାର୍ଟନରକୁ ପଥରକଟା ମେସିନରେ କାଟି ଫ୍ରିଜ୍‌ରେ ରଖିଥିଲା

ହାଇଦ୍ରାବାଦ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପରି ଆଉ ଏକ ହୃଦୟବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ। ଏଠାରେ ଜଣେ ବ୍ୟକ୍ତି ନିଜର ଲିଭ୍-ଇନ୍ ପାର୍ଟନରକୁ ହତ୍ୟା କରି ତା’ର ଶରୀରକୁ ପଥରକଟା ଯନ୍ତ୍ରରେ ଟିକିଟିକି କରି କାଟି ଫ୍ରିଜରେ ରଖି ପରେ ଖଣ୍ଡଗୁଡ଼ିକୁ ଅଲଗା ଅଲଗା ଜାଗାରେ…
ଅଧିକ ଖବର ଦେଖନ୍ତୁ...

ବଡ଼ମ୍ବା ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା: ମୁଖ୍ୟ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ : ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ବର ବେହେରା(୫୯ ବର୍ଷ)ଙ୍କ ମୃତ୍ୟୁ ମାମଲାରେ ମୃତକଙ୍କ ନିକଟତମ ପରିଜନଙ୍କୁ କାହିଁକି କ୍ଷତିପୂରଣ ପ୍ରଦାନ କରାଯିବନାହିଁ ଏ ନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) କାରଣ ଦର୍ଶାଅ ନୋଟିସ ଜାରି…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ସାନି ହିଂସା: ଜଣେ ମୃତ, ଆଉ ଜଣେ ଆହତ

ଇମ୍ଫାଲ : ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମଣିପୁରରେ ସାନି ହିଂସା ଦେଖାଯାଇଛି। ଏଥିରେ ଜଣେ ଲୋକର ମୃତ୍ୟୁ ହେବା ସହ ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ସୀମାନ୍ତ ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲ୍ଲାରେ ଘଟିଛି ବୋଲି ଗୁରୁବାର ପୁଲିସ ପ୍ରକାଶ କରିଛି। ଚୁରାଚାନ୍ଦପୁରରେ ନିକଟରେ…
ଅଧିକ ଖବର ଦେଖନ୍ତୁ...

କୁନୋରେ ପୁଣି ୨ ଚିତା ଶାବକଙ୍କ ମୃତ୍ୟୁ, ୨ ମାସରେ ୬ ଚିତା ମଲେଣି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଗୁରୁବାର ଦିନ ପୁଣି ୨ଟି ଚିତା ଶାବକଙ୍କ ମୃତ୍ୟୁ ହୋଇଛି। ଚିତା‌ ଜ୍ବାଲା ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ଶାବକଙ୍କୁ ଜନ୍ମ ‌ଦେଇଥିଲା। କିନ୍ତୁ ଏହି ୪ ଶାବକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଚତୁର୍ଥ ଶାବକକୁ ଏବେ…
ଅଧିକ ଖବର ଦେଖନ୍ତୁ...

ହାତୀ କ୍ଷୀରରେ ଥାଏ ୬୦ ପ୍ରତିଶତ ଆଲକୋହଲ

ନୂଆଦିଲ୍ଲୀ: ପ୍ରୋଟିନ ପାଇଁ ଆମେମାନେ ମୁଖ୍ୟତଃ କ୍ଷୀର ପିଇଥାଉ | ବିଶେଷ କରି ଛୋଟ ପିଲାମାନଙ୍କୁ ପିଇବାକୁ କ୍ଷୀର ଦିଆଯାଇଥାଏ | ଏହା ବ୍ୟତୀତ କ୍ଷୀରରୁ ତିଆରି ସାମଗ୍ରୀ ଦହି, ଛେନା, ଲହୁଣୀ ଆମର ଦୈନନ୍ଦିନ ଖାଦ୍ୟପଦାର୍ଥରେ ସାମିଲ ହୋଇଥାଏ | ତେବେ ସାଧାରଣତଃ ଆମମାନଙ୍କ ଘରକୁ ଗାଈ, ମଇଁଷିଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ, କଂଗ୍ରେସର ଆସନ କମିବ : ଅମିତ ଶାହା

ଗୌହାଟୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ କଂଗ୍ରେସ ନିଜର ବର୍ତ୍ତମାନ ଆସନ ସଂଖ୍ୟାଠାରୁ ବି କମ ଆସନ ପାଇବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦାବି କରିଛନ୍ତି। ଆସାମରେ ଏକ ସାଧାରଣ…
ଅଧିକ ଖବର ଦେଖନ୍ତୁ...