ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଜିମ୍ବାୱେ ବିଶ୍ବରେ ସବୁଠାରୁ ଦୟନୀୟ ରାଷ୍ଟ୍ର: ୧୦୩ରେ ଭାରତ, ୧୩୪ରେ ଆମେରିକା

ନୂଆଦିଲ୍ଲୀ: ଜିମ୍ବାୱେ ବିଶ୍ବ‌ରେ ସବୁଠାରୁ ଦୟନୀୟ ରାଷ୍ଟ୍ର। ପ୍ରଖ୍ୟାତ ଅର୍ଥନୀତିଜ୍ଞ ଷ୍ଟିଭ୍‌ ହ୍ୟାଙ୍କ୍‌ଙ୍କ ୨୦୨୨ ବା‌ର୍ଷିକ ଦଃଖ ସୂଚକାଙ୍କରେ ଜିମ୍ବା‌ୱେ ସବୁଠୁ ଆଗରେ ରହିଛି। ଦେଶଗୁଡ଼ିକର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଏହି ସୂଚକାଙ୍କ ପ୍ରସ୍ତୁତ ହୋଇଛି। ଯୁଦ୍ଧପ୍ରବଣ ରାଷ୍ଟ୍ର…
ଅଧିକ ଖବର ଦେଖନ୍ତୁ...

ଏବେ ବି ଜୀବନ ନେଉଛି କୋଭିଡ୍‌: ପ୍ରତି ୪ ମିନିଟରେ ଜଣେ ମରୁଛନ୍ତି

ଜେନେଭା: ତିନିବର୍ଷରୁ ଊର୍ଦ୍ଧ୍ବକାଳ ପରେ ସାରା ବିଶ୍ବରେ କୋଭିଡ୍‌ଜନିତ ଜରୁରୀ ପରିସ୍ଥିତିର ଅନ୍ତ ଘଟିଛି ବୋଲି କୁହାଯାଉଛି। ତଥାପି ଏହା ଏବେ ବି ପ୍ରତି ୪ ମିନିଟରେ ଜଣେ ଲୋକଙ୍କ ମୃତ୍ୟୁର କାରଣ ହେଉଛି। ଏ ଭୂତାଣୁକୁ କିପରି ମୁକାବିଲା କରାଯିବ ତାହା ଏବେ ବି ଅସମାହିତ ହୋଇ ରହିଛି।…
ଅଧିକ ଖବର ଦେଖନ୍ତୁ...

ହୁ ମୁଖ୍ୟଙ୍କ ଭୟ ସୃଷ୍ଟିକାରୀ ଚେତାବନୀ: କରୋନାଠୁ ବଡ଼ ମହାମାରୀ ଆସିପାରେ

ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଆଜି ଆଉ ଏକ ମହାମାରୀ ନେଇ ବିଶ୍ବକୁ ସତର୍କ କରାଇଛନ୍ତି। ହୁ ମୁଖ୍ୟ କହିଛନ୍ତି, ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ବ ପ୍ରସ୍ତୁତ ହୋଇଯିବା ଉଚିତ। ପରବର୍ତ୍ତୀ ମହାମାରୀ କ‌ରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ ଏବଂ…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଗରରେ ଶେଷ ହେଲା ଜି-୨୦ ବୈଠକ

ଶ୍ରୀନଗର : ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍‌ ବୈଠକ ଆଜି‌ ଶେଷ ହୋଇଛି। ବୈଠକର ଶେଷ ଦିନରେ ଜି-୨୦ ରାଷ୍ଟ୍ରର ପ୍ରତିନିଧିମାନେ ଆଜି ଶ୍ରୀନଗରରେ ମୁଗଲ ଗାର୍ଡେନ ଏବଂ ପୋଲ ଭିଉ ମାର୍କେଟ୍‌ ବୁଲିଛନ୍ତି। ବିଶ୍ବ ପ୍ରସିଦ୍ଧ ଡାଲ୍‌ ହ୍ରଦ ନିକଟରେ ଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରାକ୍‌ ମୌସୁମୀ ବର୍ଷା ନେଲାଣି ୫୨ ଜୀବନ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରାକ୍‌ ମୌସୁମୀ ବର୍ଷା ପାଇଁ ବେଙ୍ଗାଲୁରୁ ସମେତ ସମଗ୍ର କର୍ଣ୍ଣାଟକରେ ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି। ଏପ୍ରିଲରୁ ଜୁନ୍‌ ମଧ୍ୟ‌ରେ ରାଜ୍ୟର ବିଭିନ୍ନ ଅଂଶରେ ପ୍ରାକ୍ ମୌସୁମୀ ବର୍ଷା ହୁଏ। ଚଳିତ ଥର ସ୍ବାଭାବିକଠାରୁ ୧୦…
ଅଧିକ ଖବର ଦେଖନ୍ତୁ...

ସଂସଦ ଭବନ ଉଦ୍‌ଘାଟନ ବିବାଦ ତେଜିଲା

ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ରାଜନୀତି ଜୋର୍‌ ଧରିଛି। ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହେବ। କିନ୍ତୁ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିରୋଧୀ ଦଳର ପ୍ରତିନିଧିତ୍ବ କମ୍‌ ରହିବ। ୧୯ଟି ବିରୋଧୀ ଦଳ ନୂଆ ସଂସଦ ଭବନ ଉଦ୍‌ଘାଟନକୁ ବର୍ଜନ କରିବେ। କଂଗ୍ରେସ,…
ଅଧିକ ଖବର ଦେଖନ୍ତୁ...

ନୂଆ ସଂସଦ ଭବନରେ ରଖାଯିବ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଶାହ କହିଛନ୍ତି, ନୂଆ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଏକ ଐତିହାସିକ ଘଟଣାକୁ ପୁନର୍ଜୀବିତ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଅଧୀର ରଂଜନ ଚୌଧୁରୀଙ୍କ ‘ପାଗଳ ମୋଦୀ’ ଟିପ୍ପଣୀକୁ ନେଇ ବିବାଦ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ‌ଚୌଧୁରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପାଗଳ ମୋଦୀ’ କହି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଅଧୀର କହିଛନ୍ତି, ପୁଣିଥରେ…
ଅଧିକ ଖବର ଦେଖନ୍ତୁ...

ବାଚସ୍ପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରନ୍ତୁ: ଅୱେସି

ନୂଆଦିଲ୍ଲୀ : ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସି କହିଛନ୍ତି, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବା ଉଚିତ ନୁହେଁ। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ। ୧୯ଟି ବିରୋଧୀ ଦଳ ଆଜି ସଂସଦ ଭବନ ଉଦ୍‌ଘାଟନକୁ ବର୍ଜନ କରିବେ ବୋଲି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍ ଦୁର୍ଘଟଣାରେ ଦୁଇ ଗୋଡ଼ ଓ ଏକ ହାତ ହରାଇଥିଲେ; ତିନି ଆଙ୍ଗୁଠିରେ ଲେଖି ୟୁପିଏସ୍‌ସି ପାସ୍ କଲେ ସୂରଜ

ମୈନପୁରୀ : ଉତ୍ତରପ୍ରଦେଶ ମୈନପୁରୀରେ ରହୁଥିବା ଦିବ୍ୟାଙ୍ଗ ସୂରଜ ତିୱାରୀ ୟୁପିଏସ୍‌ସି ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି। ‌ଟ୍ରେନ୍ ଦୁର୍ଘଟଣାରେ ସେ ନିଜର ଦୁଇ ଗୋଡ଼ ଓ ଗୋଟିଏ ହାତ ହରାଇଛନ୍ତି। ତା’ ସତ୍ତ୍ବେ ସେ ହାରିଯାଇ ନାହାନ୍ତି। କଠିନ ପରିଶ୍ରମ…
ଅଧିକ ଖବର ଦେଖନ୍ତୁ...