ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ନମସ୍କାର ମୋଦୀ ଜି..ଡରିଗଲେ କି: ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦାନୀ-ଅମ୍ବାନୀଙ୍କ ବିବୃତ୍ତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ମୋଦୀଙ୍କୁ ଟାର୍ଗେଟ କରିଛନ୍ତି |ରାହୁଲ କହିଛନ୍ତି ଯେ, 'ନମସ୍କାର ମୋଦୀ ଜୀ, ଆପଣ ଟିକେ ଡରିଯାଇଛନ୍ତି କି? ସାଧାରଣତଃ ବନ୍ଦ କୋଠରୀରେ…
ଅଧିକ ଖବର ଦେଖନ୍ତୁ...

ଅଭିଷେକ-ଟ୍ରାଭିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ: ସନରାଇଜର୍ସ ହାଇଦ୍ରାବାଦ୍‌ର ସହଜ ବିଜୟ

ହାଇଦ୍ରାବାଦ: ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି)ବିରୋଧରେ ସହଜ ବିଜୟ ହାସଲ କରିଛି। ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଧରାଶାୟୀ ହୋଇଛି। ଧାର୍ଯ୍ୟ ୧୬୬…
ଅଧିକ ଖବର ଦେଖନ୍ତୁ...

ମା’-ପୁଅ ଲଢ଼େଇ: ଗୋଟିଏ ଆସନରେ ମୁକାବିଲା

ପାଟନା: ବିହାରର ନିର୍ବାଚନ ରାଜନୈତିକ ସ୍ଥିତି ବେଶ୍ ଆକର୍ଷଣୀୟ ରହିଛି। ଗୋଟିଏ ପଟେ ବିଜେପି ଏବଂ ଜେଡିୟୁ ମିଳିତ ଭାବେ ବିଜୟ ହେବାରେ ଆଶା ରଖିଥିବାବେଳେ ଅନ୍ୟପଟରେ ଇଣ୍ଡିଆ ମିଳିତ ମଞ୍ଚର ଆରଜେଡି ରାଜ୍ୟରୁ ବିଜେପିକୁ ଧ୍ୱଂସ କରିବାକୁ ଯୋଜନା କରିଛି। ଇଣ୍ଡିଆ ଆଲାଇନ୍ସ ବନାମ ଏନଡିଏ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଏକବିଂଶ ଶତାବ୍ଦିରେ ଅର୍ଥନୈତିକ ମହାଶକ୍ତି ହେବ ଭାରତ, ମୋଦୀ-ଅମ୍ବାନୀ-ଆଦାନୀ ବଦଳାଉଛନ୍ତି ସ୍ଥିତି: ସିଏନ୍ଏନ୍…

ନୂଆଦିଲ୍ଲୀ: ସିଏନ୍ଏନ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏକବିଂଶ ଶତାବ୍ଦୀରେ ଭାରତ ଏକ ଅର୍ଥନୈତିକ ମହାଶକ୍ତି ହେବ। ରିପୋର୍ଟ ଅନୁଯାୟୀ, ପେନସିଲଭାନିଆ ଷ୍ଟେଟ ୟୁନିଭରସିଟିର ଅର୍ଥନୀତିଜ୍ଞ ରୋହିତ ଲାମ୍ବା ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଅଫ୍ ବରୋଦା ଉପରୁ ନିଷେଧାଦେଶ ହଟିଲା, ଏବେ ନୂଆ ଗ୍ରାହକ ଆପ୍ ଦ୍ବାରା ବ୍ୟାଙ୍କ ସହିତ ଯୋଡ଼ିହେବେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଅଫ୍ ବରୋଦାକୁ ଆଶ୍ବସ୍ତି ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦାର ମୋବାଇଲ୍ ଆପ୍ 'ବବ ୱାର୍ଲ୍ଡ' ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଗତ ବର୍ଷ ଏପ୍ରିଲରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ରିଜର୍ଭ ବ୍ୟାଙ୍କର…
ଅଧିକ ଖବର ଦେଖନ୍ତୁ...

ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୧୬୬ ରନ୍

ହାଇଦ୍ରାବାଦ: ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ୍…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ପକେଟରେ ପିଆଜ ରଖନ୍ତି ସିନ୍ଧିଆ

ଭୋପାଳ: ଏବେ ଦେଶରେ ନିର୍ବାଚନ ମାହୋଲ ଜାରି ରହିଛି | ନିର୍ବାଚନ ତାତି ଭିତରେ ପ୍ରବଳ ଖରା ଯୋଗୁଁ ତାତି ବି ଅନୁଭୂତ ହେଉଛି | ତଥାପି ଏହାରି ଭିତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତାଙ୍କ ସହ କର୍ମୀ ଜୋରସୋରରେ ଲାଗିପଡିଛନ୍ତି | ତେବେ ଏହି ଅସହ୍ୟ ଗରମ ହେଲେ କଣ କରନ୍ତି ନେତା,…
ଅଧିକ ଖବର ଦେଖନ୍ତୁ...

ଇମ୍ରାନ୍‌ଙ୍କୁ ସମର୍ଥନ କଲା ଆମେରିକା: ପିଟିଆଇ ନେତାଙ୍କୁ ଭେଟିଲେ ଆମେରିକା ରାଜନେତା

ଇସଲାମାବାଦ: ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଆମେରିକାର ସମର୍ଥନ ମିଳିଛି। ବାସ୍ତବରେ, ଜେଲରେ ଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଦେଶର ସମସ୍ତ କଏଦୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେରିକା ଗୁରୁତ୍ୱାରୋପ କରିଛି। ଆମେରିକାର ବୈଦେଶିକ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଏଚଆଇଭି ଏଡସ୍‌ରେ ୫୦ ଜଣଙ୍କୁ ଜାଣିଶୁଣି ସଂକ୍ରମିତ କରାଇଥିଲେ, ଏବେ କୋର୍ଟ ଦେଲେ ଏଭଳି ରାୟ…

ୱାଶିଂଟନ: ଆମେରିକାରେ ଯୌନ ସମ୍ପର୍କ ମାଧ୍ୟମରେ ଏଚ୍ଆଇଭି ବିସ୍ତାର କରିବାକୁ ଚେଷ୍ଟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୩୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅଭିଯୁକ୍ତଙ୍କ ନାମ ୩୪ ବର୍ଷ ବୟସ୍କ ଆଲେକ୍ସଜାଣ୍ଡାର୍ ଲୁଇ। ସେ ଏଚଆଇଭି ପଜିଟିଭ୍ କିନ୍ତୁ ସେ ଅନ୍ୟ ଲୋକଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଘରକୁ ଗୁଳି କରିବା ପରେ ଜେଲରେ ଜୀବନ ହାରିଥିବା ଅଭିଯୁକ୍ତର ଦ୍ବିତୀୟଥର ହେବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଘରକୁ ଗୁଳି କରିଥିବା ଘଟଣାରେ ସାମିଲ ଥିବା ଅଭିଯୁକ୍ତ ଅନୁଜ ଥାପନ ମୁମ୍ବାଇ ପୁଲିସ ହେପାଜତରେ ଜୀବନ ହାରି ଦେଇଥିଲା। ଏହି ଘଟଣାକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଲାଗି ରହିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଅନୁଜ ଥାପନର ପୁଣିଥରେ ଶବ…
ଅଧିକ ଖବର ଦେଖନ୍ତୁ...