ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଆପ୍‌ର ଶୀର୍ଷ ନେତାଙ୍କୁ ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ‘ଅପରେସନ ଝାଡୁ’ ଲଞ୍ଚ୍‌ କରିଛନ୍ତି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌) ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ "ଅପରେସନ୍ ଝାଡୁ" ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି। ସେ ଏହି ମନ୍ତବ୍ୟ ସ୍ବାତୀ ମାଲିୱାଲଙ୍କ ଆକ୍ରମଣ ମାମଲାରେ କେଜ୍ରିୱାଲଙ୍କ ସହଯୋଗୀ ବିଭବ…
ଅଧିକ ଖବର ଦେଖନ୍ତୁ...

ଆଜି ମନିଷ ସିସୋଦିଆ ଥିଲେ ମୋ ସହ ଏପରି ହୋଇନଥାନ୍ତା: ସ୍ବାତୀ ମାଲିୱାଲ୍‌

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କ ମାମଲାରେ ଆପ୍‌ କରିଥିବା ପଦଯାତ୍ରାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୀଡ଼ିତା। ସ୍ବାତୀ ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି ଯେ ‘‘କିଛି ବର୍ଷ ତଳେ ଆମେ ଯେପରି ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଜୋତା ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଚଢ଼ାଉ: ଉଦ୍ଧାର ହୋଇ ସାରିଲାଣି ୪୦ କୋଟି ଟଙ୍କା, ଗଣନା ଏବେ ବି ଜାରି

ଆଗ୍ରା: ଆଗ୍ରାଭିତ୍ତିକ ଜଣେ ଜୋତା ବ୍ୟବସାୟଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ (ଆଇଟି) ଶନିବାର ପ୍ରାୟ ୪୦ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ଟଙ୍କା ଗଣନା ଏବେ ପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଆଗ୍ରା ଏବଂ ତାଙ୍କର ଅନ୍ୟ କେତେକ…
ଅଧିକ ଖବର ଦେଖନ୍ତୁ...

ଆଜି ବିଜେପି କାର୍ଯ୍ୟାଳୟକୁ ପଦଯାତ୍ରା କରିବେ କେଜ୍ରିୱାଲ୍‌ ଓ ଆପ୍‌ ସମର୍ଥକ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କ ଅଭିଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍‌ର ନେତାମାନେ ଆଜି ବିଜେପି କାର୍ଯ୍ୟାଳୟକୁ ପଦଯାତ୍ରା କରିବେ। ଦିଲ୍ଲୀ ପୁଲିସ କହିଛି ଯେ ଆପ୍‌ ଏହି ବଡ଼ ଧରଣର ପଦଯାତ୍ରା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ପୂର୍ବତନ ସରପଞ୍ଚ ମୃତ; ପର୍ଯ୍ୟଟକ ପତିପତ୍ନୀ ଆହତ

ଶ୍ରୀନଗର: ଶନିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଏବଂ ଅନନ୍ତନାଗ ଜିଲ୍ଲାରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ଜୟପୁରର ଜଣେ ପର୍ଯ୍ୟଟକ ଦମ୍ପତି ଆହତ ହୋଇଥିବା ବେଳେ ପୂର୍ବତନ ବିଜେପି ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ରାତି ପ୍ରାୟ ୧୦.୩୦ ସମୟରେ ଶୋପିଆନର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ବେଳେ ଜୋର୍‌ଦାର ହେଲା ଚଢ଼ଉ: ୯୦୦୦ କୋଟି ଜବତ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଦେଶବ୍ୟାପି ଚଢ଼ଉ ଅଭିଯାନ ଜୋରଦାର ହୋଇଛି। ଏହି ସମୟରେ ଜବତ ହେଉଥିବ‌‌‌ା ସାମଗ୍ରୀର ପରିମାଣ ରେକର୍ଡ ପରେ ରେକର୍ଡ କରିବ‌ାରେ ଲାଗିଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ଯେତେ ପରିମାଣର ସାମଗ୍ରୀ ଓ…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ପର୍ଯ୍ୟାୟ ପ୍ରଚାର ଶେଷ: ୪୯ ଆସନରେ ୬୯୫ ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ସୋମବାର ପଞ୍ଚମ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍‌ ୪୯ ଆସନରେ ଭୋଟ୍‌ ଗ୍ରହଣ ହେବ। ୬୯୫ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପଞ୍ଚମ…
ଅଧିକ ଖବର ଦେଖନ୍ତୁ...

ଦେଶବ୍ୟାପୀ ପ୍ରଚାର ପାଇଁ ନିର୍ବାଚନ ଲଢ଼ିଲି ନାହିଁ: ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା‌ ସୋନିଆ ଗାନ୍ଧି ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରେ ତାଙ୍କ ଝିଅ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା‌। କିନ୍ତୁ ସେମିତି…
ଅଧିକ ଖବର ଦେଖନ୍ତୁ...

‘ଆମେଥିରେ ଗାନ୍ଧୀ ପରିବାର ବୁଥ୍ ଦଖଲ କରୁଥିଲେ’

ନୂଆଦିଲ୍ଲୀ: କଂଗ୍ରେସ ଦଳ ଓ ଗାନ୍ଧୀ ପରିବାରକୁ ତୀବ୍ର ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି ଯେ ଅତୀତରେ ଅନେକ ଥର ଆମେଥିର ପାରିବାରିକ ଗଡ଼ ଆସନ ସମେତ ନିର୍ବାଚନ ସମୟରେ ଦଳ ଏହି ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ବୁଥ୍ ଦଖଲ କରୁଥିଲା। ଇରାନୀ ଏକ…
ଅଧିକ ଖବର ଦେଖନ୍ତୁ...