ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଦେଶବ୍ୟାପୀ ପ୍ରଚାର ପାଇଁ ନିର୍ବାଚନ ଲଢ଼ିଲି ନାହିଁ: ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା‌ ସୋନିଆ ଗାନ୍ଧି ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରେ ତାଙ୍କ ଝିଅ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା‌। କିନ୍ତୁ ସେମିତି…
ଅଧିକ ଖବର ଦେଖନ୍ତୁ...

‘ଆମେଥିରେ ଗାନ୍ଧୀ ପରିବାର ବୁଥ୍ ଦଖଲ କରୁଥିଲେ’

ନୂଆଦିଲ୍ଲୀ: କଂଗ୍ରେସ ଦଳ ଓ ଗାନ୍ଧୀ ପରିବାରକୁ ତୀବ୍ର ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି ଯେ ଅତୀତରେ ଅନେକ ଥର ଆମେଥିର ପାରିବାରିକ ଗଡ଼ ଆସନ ସମେତ ନିର୍ବାଚନ ସମୟରେ ଦଳ ଏହି ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ବୁଥ୍ ଦଖଲ କରୁଥିଲା। ଇରାନୀ ଏକ…
ଅଧିକ ଖବର ଦେଖନ୍ତୁ...

କଳ୍ପନା ସୋରେନଙ୍କ ପାଇଁ ଅଗ୍ନି ପରୀକ୍ଷା

ରାଞ୍ଚି: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ ୨୦ ତାରିଖରେ ଗଣ୍ଡେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବା ବେଳେ ଏହି ଆସନରୁ ଲଢ଼ୁଛନ୍ତି ଜେଲରେ ଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ। ପ୍ରଥମ ଥର…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓ ପଶ୍ଚିମରେ ବିଜେପି ୨୦ରୁ ୩୦ ଆସନରେ ଝଟ୍‌କା ଲାଗିପାରେ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି ଯେ ଲୋକସଭା ନିର୍ବାଚନ ୨୦୨୪ରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ବଡ଼ ଫାଇଦା ହେବ। ତେବେ ବିଜେପି କେବେ ବି ୪୦୦ ଆସନ ଜିତିପାରିବ ନାହିଁ ବୋଲି ସେ…
ଅଧିକ ଖବର ଦେଖନ୍ତୁ...

ସ୍ୱାତୀ ମଲିୱାଲଙ୍କୁ ଆକ୍ରମଣ ମାମଲା: କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଗିରଫ

ନୂଆଦିଲ୍ଲୀ: ଆପ୍‌ ସାଂସଦ ସ୍ବାତୀ ମଲିୱାଲଙ୍କୁ ଆକ୍ରମଣ ମାମଲାରେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ନିକଟରେ ଦାଏର ହୋଇଥିବା ଏତଲାରେ ସ୍ବାତୀ ଅଭିଯୋଗ କରିଛନ୍ତି ଯେ ସେ ସୋମବାର ସକାଳେ…
ଅଧିକ ଖବର ଦେଖନ୍ତୁ...

ହାଜତରେ ସ୍ୱାମୀ ଓ ନାବାଳିକା ସ୍ତ୍ରୀଙ୍କ ମୃତ୍ୟୁ: ଉତ୍ତ୍ୟକ୍ତ ଜନତା ଥାନା ପୋଡ଼ିଦେଲେ

ପାଟନା: ବିହାରର ଅରାରିଆ ଜିଲ୍ଲାର ତାରାବାଡ଼ି ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ନାବାଳିକା ପତ୍ନୀ ପୁଲିସ ହେପାଜତରେ ଥାଇ ଆତ୍ମହତ୍ୟା କରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ବର୍ଷେ ତଳେ ଏହି ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ହରାଇଥିଲେ। ଦୁଇ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା: ୩ ରାଜଭବନ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କରୁଥିବା କୋଲକାତା ପୁଲିସ ଆଜି ରାଜଭବନର ୩ କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଅଭିଯୋଗକାରୀ ମହିଳା ଦାବି କରିଛନ୍ତି ଯେ ତାଙ୍କୁ ରାଜଭବନ କର୍ମଚାରୀ ଅଟକ ରଖିଥିଲେ ଏବଂ ମେ’…
ଅଧିକ ଖବର ଦେଖନ୍ତୁ...

ଆଗ୍ରା : ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ଏପର୍ଯ୍ୟନ୍ତ ଜବତ ହେଲାଣି ୪୦ କୋଟି ନଗଦ ଟଙ୍କା

ଆଗ୍ରା: ୟୁପିର ଆଗ୍ରାରେ ତିନିଜଣ ଜୋତା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ ପରେ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ ହୋଇଛି । ଆୟକର ଟିମ୍ ଆଗ୍ରାର ୩ ଜୋତା ବ୍ୟବସାୟୀ ବିକେ ସୁଜ୍, ମାନ୍ଶୁ ସୁଜ ଓ ଆଉ ଜଣଙ୍କ ଘରେ ଚଢ଼ଉ କରିଥିଲା। ଆଗ୍ରା ସମେତ ବିଭିନ୍ନ ସହରରେ ଆଇଟି ଟିମ୍ ଚଢ଼ଉ ଜାରି ରଖିଛି।…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ସାମଗ୍ରୀରେ କୀଟନାଶକ ବ୍ୟବହାର ବନ୍ଦ କରିବାରେ ଫାସାଇ ବିଫଳ: ଜବାବ୍ ତଲବ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ଫସଲ ଏବଂ ଖାଦ୍ୟ ସାମଗ୍ରୀ ଉପରେ କୀଟନାଶକ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥର ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଫସାଇ)କୁ ଜବାବ୍ ତଲବ୍ କରିଛନ୍ତି। ଏହି ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଗବ୍ବର ସିଂ ସହ ତୁଳନା କରି ବିବାଦରେ ସଂଜୟ ସିଂ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ପୁଣି ଥରେ ଏକ ବିବାଦରେ ଫସିଯାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋଲେ ଚଳଚ୍ଚିତ୍ରର କୁଖ୍ୟାତ ଡାକୁ ଗବ୍ବର ସିଂ ସହ ତୁଳନା କରିଛନ୍ତି । ଆଜି ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନକୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...