ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍: ପ୍ରଥମେ ବ୍ୟାଟିଂ

ହାଇଦ୍ରାବାଦ: ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନରାଇଜର୍ସ…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟ ଲକ୍ଷ୍ମୀ ଯୋଜନା: ଝିଅଙ୍କୁ ୨ ଲକ୍ଷ ଦେଉଛନ୍ତି ସରକାର, ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତରେ ବାଳିକାମାନଙ୍କର ଅଗ୍ରଗତି ତଥା ବିକାଶ ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି। ଏହି ଯୋଜନା ଘରର ଝିଅଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ତାଙ୍କୁ ଆତ୍ମନିର୍ଭରଶୀଳ କରିଥାଏ । ଝିଅଙ୍କର ଶିକ୍ଷା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଖର୍ଚ୍ଚରେ ସରକାର ସାହାଯ୍ୟ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨୦୦୯ର ପରାଜୟ ଭୁଲିଗଲେଣି କି? ଶେଖର ବିଜେପିରେ ଯୋଗ ଦେବାରୁ ଏଭଳି କହି‌ଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଚାଲିଥିବା ବେଳେ ‘ହିରାମଣ୍ଡି’ ଅଭିନେତା ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି। ୨୦୦୯ମସିହାରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିପକ୍ଷରେ ପାଟନା ସାହିବରୁ ​​ଶେଖର ସୁମନ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଶେଖରଙ୍କୁ ପରାଜୟର…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଓଲଟିଲା ୬୬୬ କୋଟି ଟଙ୍କାର ସୁନାଗହଣା ନେଇଯାଉଥିବା ଟ୍ରକ

ଚେନ୍ନାଇ: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଲା ୬୬୬ କୋଟି ଟଙ୍କାର ସୁନାଗହଣା ନେଇଯାଉଥିବା ଟ୍ରକ | ଆଉ ଏବାବଦରେ ସୂଚନା ପାଇବା ପରେ ପୁଲିସ ତ୍ୱରିତ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଁଚିଲା ଆଉ ଲୁଟ ହେବା ଆଗରୁ ସୁନାଗହଣାକୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଲା | ତାମିଲନାଡୁର ଇରୋଡ ନିକଟ…
ଅଧିକ ଖବର ଦେଖନ୍ତୁ...

ପ୍ରଜ୍ଜ୍ବଳଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଛନ୍ତି କୁମାରସ୍ବାମୀ: ଶିବକୁମାରଙ୍କ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏଥି ସହିତ, ଏହି ପ୍ରସଙ୍ଗରେ ଆରୋପ ଏବଂ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଡି.କେ…
ଅଧିକ ଖବର ଦେଖନ୍ତୁ...

ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟର ଗିରଫ କଲା ପୁଲିସ୍

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେଲ୍ ପକ୍ଷରୁ ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟରଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର ସମେତ ୭ ରାଜ୍ୟରେ ସ୍ପେଶାଲ ଅପରେସନ୍…
ଅଧିକ ଖବର ଦେଖନ୍ତୁ...

ଟିଭି ସାମ୍ବାଦିକଙ୍କୁ ଦଳି ମାରିଲା ହାତୀ, ନଦୀ ପାର୍ ହେଉଥିବା ହାତୀପଲଙ୍କର କରୁଥିଲେ ଭିଡ଼ିଓ

ପାଲକ୍କଡ: କେରଳରେ ଜଣେ ଟିଭି ସାମ୍ବାଦିକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଟିଭି ସାମ୍ବାଦିକ କେରଳର ପାଲକ୍କଡ ଜିଲ୍ଲାରେ ସୁଟିଂ ପାଇଁ ଯାଇଥିଲେ। ସେ ଦେଖିଥିଲେ ଗୋଟିଏ ହାତୀପଲ ନଦୀ ପାର ହୋଇ ଯାଉଛନ୍ତି। ସେ ଭିଡିଓ ତିଆରି କରିବା ସମୟରେ ହଠାତ୍ ଏକ ହାତୀ ଆକ୍ରମଣ କରିଥିଲା। ଏହାପରେ ୩୪…
ଅଧିକ ଖବର ଦେଖନ୍ତୁ...

ପୁତୁରାଙ୍କୁ ଉତ୍ତରାଧିକାରୀ ଦାୟିତ୍ବରୁ ବିଦା କଲେ ମାୟାବତୀ

ଲଖନଉ: ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ତଥା ଜାତୀୟ ସଂଯୋଜକ ଦାୟିତ୍ୱରୁ ବିଦା କରିଦେଇଛନ୍ତି । ଆକାଶ ଆନନ୍ଦଙ୍କୁ ଏହି ପଦରୁ ହଟାଇବା ନିଷ୍ପତ୍ତି ପରେ ବିଭିନ୍ନ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଏହି କ୍ରମରେ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ହଠାତ୍ ଟ୍ରକ୍ ୟୁ-ଟର୍ଣ୍ଣ ନେବାରୁ ପିଟି ହେଲା କାର୍, ଚାଲିଗଲା ପରିବାରର ୬ଜଣକ ଜୀବନ

ନୂଆଦିଲ୍ଲୀ: ହଠାତ୍ ଟ୍ରକ୍ ୟୁ-ଟର୍ଣ୍ଣ ନେବାରୁ ପିଟି ହେଲା କାର୍। ଚାଲିଗଲା ପରିବାରର ୬ଜଣକ ଜୀବନ। ରାଜସ୍ଥାନର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ପରିବାରର ୬ଜଣ ସଦସ୍ୟ ଏକ କାର୍ ଯୋଗେ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକ୍ ହଠାତ୍ ୟୁ-ଟର୍ଣ୍ଣ ନେଇଥିଲା। ଏହା ଫଳରେ…
ଅଧିକ ଖବର ଦେଖନ୍ତୁ...

୯୬ ବର୍ଷ ବୟସ୍କା ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି, ୩ ବର୍ଷ ଡେଟ୍ ପରେ ଏବେ ପଡ଼ିବ ହାତଗଣ୍ଠି

ୱାଶିଂଟନ: କୁହାଯାଏ ପ୍ରେମ ପାଇଁ କୌଣସି ବୟସ ନାହିଁ । ଜଣେ ବ୍ୟକ୍ତି ଯେକୌଣସି ବୟସରେ ନିଜର ପ୍ରକୃତ ପ୍ରେମକୁ ପାଇପାରିବେ। ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି। ଆମେରିକାର ଜଣେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୯୬ ବର୍ଷର ଗର୍ଲଫ୍ରେଣ୍ଡ ସହିତ ବିବାହ କରିବାକୁ ଯାଉଛନ୍ତି । ୨୦୨୧…
ଅଧିକ ଖବର ଦେଖନ୍ତୁ...