ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଇଭିଏମରେ ମୋର ଫଟୋ ସ୍ପଷ୍ଟ ଭାବେ ଦେଖାଯାଉନଥିଲା: ଭୁପେଶ ବଘେଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୩ଟି ରାଜ୍ୟର ୮୮ଟି ଲୋକସଭା ଆସନରେ ମତଦାନ ସମ୍ପନ୍ନ ହୋଇଛି | ଏହା ସହିତ ଛତିଶଗଡର ତିନିଟି ଆସନରେ ମଧ୍ୟ ମତଦାନ ହୋଇଛି | ରାଜ୍ୟର ରାଜନନ୍ଦଗାଓଁ, ମହାସମୁନ୍ଦ ଏବଂ କାଙ୍କେର ଆସନରେ ମତଦାନ ସମ୍ପନ୍ନ ହୋଇଛି | ତେବେ ମତଦାନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ମନା କରିବା ସତ୍ତ୍ବେ ଉମେଶ ପାଲ ହତ୍ୟା ଘଟଣାରେ ଭାଇକୁ ବାପା ଜୋରଜବରଦସ୍ତ କରିଥିଲେ ସାମିଲ

ନୂଆଦିଲ୍ଲୀ: ପ୍ରୟାଗରାଜର ଚର୍ଚ୍ଚିତ ଉମେଶ ପାଲ ଏବଂ ଦୁଇ ସରକାରୀ ବନ୍ଧୁକଧାରୀଙ୍କ ଗୁଳି ବିନିମୟ ମାମଲାକୁ ନେଇ ମାଫିଆ ଅତିକ ଅହମ୍ମଦଙ୍କ ଦ୍ୱିତୀୟ ପୁଅ ଅଲି ଅହମ୍ମଦ ଚାଞ୍ଚଲ୍ୟକର ବିବୃତି ଦେଇଛନ୍ତି। ଏହି ବିବୃତିକୁ ପୁଲିସ ରେକର୍ଡ କରିଛି। ଅଲି ଅହମ୍ମଦ ପୁଲିସକୁ କହିଛନ୍ତି,‘ମୁଁ…
ଅଧିକ ଖବର ଦେଖନ୍ତୁ...

ମୁଁ ଶାନ୍ତିରେ ବସିପାରିବି ନାହିଁ: ଧିରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ ହୋଇଛି | ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୮୮ଟି ଲୋକସଭା ଆସନରେ ଭୋଟ୍ ଦେବାର ପ୍ରକ୍ରିୟା ଶେଷ ହୋଇସାରିଛି। ବାଗେଶ୍ୱର ଧାମର ପୀଠାଧିଶ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ଖଜୁରାହୋ ଲୋକସଭା…
ଅଧିକ ଖବର ଦେଖନ୍ତୁ...

‘ନୋଟା’କୁ ସର୍ବାଧିକ ଭୋଟ ମିଳିଲେ କଣ ହେବ ? ନିର୍ବାଚନ କମିସନଙ୍କୁ ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ଯଦି ଗୋଟିଏ ଆସନରେ ଅଧିକାଂଶ ଭୋଟର ନୋଟାର ବିକଳ୍ପ ବାଛିଲେ ତାହାହେଲେ ଫଳାଫଳ କଣ ହେବ ? ନିର୍ବାଚନ ରଦ୍ଦ ହେବ କି ? କୋର୍ଟ କହିଛନ୍ତି ଯେ ଯଦି ନୋଟାକୁ କୌଣସି ଆସନରେ ସର୍ବାଧିକ ଭୋଟ…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି : ଶାହାଜାହାଁ ଶେଖର ସହଯୋଗୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶଖାଲି ପୁଣି ଚର୍ଚ୍ଚାକୁ ଆସିଛି। ଶୁକ୍ରବାର (ଏପ୍ରିଲ ୨୬) ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶେଖ ଶାହାଜାହାନର ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୨ଟି ବନ୍ଧୁକ…
ଅଧିକ ଖବର ଦେଖନ୍ତୁ...

ନୂଆ ଶାଢ଼ୀ ପିନ୍ଧି ଭୋଟ ଦେବାକୁ ଆସିଲେ ୧୦୬ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି | ତେବେ ମତଦାନ ହାର ବଢାଇବାକୁ ନିର୍ବାଚନ କମିଶନ ଅନେକ ପ୍ରୟାସ କରୁଛନ୍ତି | ଭୋଟର କିଭଳି ଅଧିକରୁ ଅଧିକ ଭୋଟ ଦେବେ ସେଥିପାଇଁ ବିଜ୍ଞାପନ ସହ ଗଣମାଧ୍ୟମରେ ଅନେକ ଥର ଅପିଲ ବି କରୁଛନ୍ତି | ତେବେ ଦେଶରେ…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ୨ୟ ପର୍ଯ୍ୟାୟ ଭୋଟଗ୍ରହଣ, ଅପରାହ୍ଣ ୫ଟା ସୁଦ୍ଧା ୬୧% ମତଦାନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । ତେବେ କେତେକ ବୁଥରେ ଲୋକେ ଏବେ ବି ଧାଡ଼ିରେ ଛିଡ଼ା ହୋଇଥିବାରୁ ସେଠାରେ ଭୋଟଗ୍ରହଣ ଜାରି ରହିଛି । ଫଳରେ ଚୂଡ଼ାନ୍ତ ଭୋଟ ପ୍ରତିଶତରେ ପରିବର୍ତ୍ତନ ହୋଇପାରେ…
ଅଧିକ ଖବର ଦେଖନ୍ତୁ...

ଭୋଟରଙ୍କ ପାଇଁ ବିଭିନ୍ନ କମ୍ପାନି, ରେସ୍ତୋରାଁ ଓ ବ୍ୟବସାୟୀ ଘୋଷଣା କରିଛନ୍ତି ଏସବୁ ଅଫର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ-୨୦୨୪ ପାଇଁ ଜୋରସୋରରେ ଭୋଟିଂ ଚାଲିଛି। ଗୋଟିଏ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଥିବା ବେଳେ ଆଜି ଅର୍ଥାତ ଏପ୍ରିଲ ୨୬ ତାରିଖ ଶୁକ୍ରବାର ୮୦ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଚାଲିଛି। ଆହୁରି ୫ଟି ପର୍ଯ୍ୟାନରେ ଭୋଟ ହେବାକୁ ବାକି ରହିଛି।…
ଅଧିକ ଖବର ଦେଖନ୍ତୁ...

ଭାରତରେ ବନ୍ଦ ହୋଇଯିବ କି ହ୍ବାଟ୍ସଆପ୍ ? କାହିଁକି ଏପରି କଥା କହିଲା ଏହି କମ୍ପାନି ?

ନୂଆଦିଲ୍ଲୀ:  ନିଜର ଏନକ୍ରିପସନ ହଟାଇବାକୁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମନା କରିଦେଇଛି । ଭାରତରେ ଯଦି ଏପରି କରିବାକୁ ବାଧ୍ୟ କରାଯାଏ, ତେବେ କମ୍ପାନି ନିଜର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି । ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ହ୍ବାଟ୍ସଆପ ଏହା କହିଛି । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

କଖାରୁ ଭିତରେ ଚାଲାଣ ହେଉଥିଲା ଡ୍ରଗ୍ସ, ଧରିଲା ପୁଲିସ

ଗୌହାଟୀ: ଅନେକ ସମୟରେ ଆପଣ ଖବରକାଗଜରେ ପଢ଼ିଥିବେ ଓ ନ୍ୟୁଜରେ ଦେଖିଥିବେ ଯେ ଚାଲାଣକାରୀମାନେ ଅନେକ ପ୍ରତିବନ୍ଧକ ଦ୍ରବ୍ୟ ଦେଶ ଭିତରକୁ ଆଣିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି | ବିଶେଷକରି ଚାଲାଣକାରୀମାନେ ଏଭଳି ଭାବେ ଡ୍ରଗ୍ସ ସହ ସୁନା ଚାଲାଣ କରିଥାନ୍ତି ଯେମିତି ତାଙ୍କର କେହି ସୁରାକ…
ଅଧିକ ଖବର ଦେଖନ୍ତୁ...