ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ : ସମ୍ବଳ ଉପରେ ସମସ୍ତଙ୍କର ସମାନ ଅଧିକାର

ନୂଆଦିଲ୍ଲୀ: ୭୦ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦେଶର ସମ୍ବଳ ଉପରେ ସମସ୍ତଙ୍କର ଅଧିକାର ରହିଛି। ଆମେ ଯେ କୌଣସି ଅଂଚଳର, ଯେ କୌଣସି ଗୋଷ୍ଠୀ ଓ ବର୍ଗର ହୋଇଥିଲେ ମଧ୍ୟ ଦେଶର ସମ୍ବଳ ଉପରେ ଆମକୁ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ବିବାଦ: ନୂତନ ସମ୍ବିଧାନ ପୀଠ ଗଠନ, ଜାନୁଆରି ୨୯ରେ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟ୍ୟା ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ରଂଜନ ଗୋଗଇ ଆଜି ନୂତନ ସମ୍ବିଧାନ ପୀଠ ଗଠନ କରିଛନ୍ତି। ଏହି ସମ୍ବିଧାନ ପୀଠରେ ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଅବଦୁଲ ନାଜିର୍‌ଙ୍କୁ ସାମିଲ କରାଯାଇଛି। ସୁପ୍ରିମ୍‌ କୋର୍ଟ ଜାନୁଆରି ୨୯ରେ ମାମଲାର ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

୭୦ତମ ଗଣତନ୍ତ୍ର ଦିବସ: ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା, ୨ ଜୈଶ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ୭୦ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ୨୫ ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ବେଳେ କେନ୍ଦ୍ରୀୟ ଦିଲ୍ଲୀ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଦିଲ୍ଲୀରୁ…
ଅଧିକ ଖବର ଦେଖନ୍ତୁ...

ହୁଦାଙ୍କ ଘରେ ସିବିଆଇ ଚଢ଼ଉ: ଅଫିସର୍‌ଙ୍କୁ ଧମକାଇଲା କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣାରେ ବେଆଇନ ଜମି ଅଧିଗ୍ରହଣ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଦାଙ୍କ ରୋହତକ ସ୍ଥିତ ବାସଭବନ, ଦପ୍ତର ସମେତ ୮ଟି ସ୍ଥାନରେ ଚଢ଼ଉ କରିଛି। ଏହା ସହିତ ଏହି ମାମଲାରେ ସିବିଆଇ ଦିଲ୍ଲୀ ଏନ୍‌ସିଆର୍‌ ଅଂଚଳରେ ମଧ୍ୟ ୩୦ରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ନେତାଙ୍କ ସହ ରାହୁଲଙ୍କ ସାକ୍ଷାତର ବିବରଣୀ ଦାବି କଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କୈଳାସ ମାନସରୋବର ଯାତ୍ରା ଅବସରରେ ଚୀନ୍‌ ନେତାଙ୍କୁ ଭେଟି ଯେଉଁ ଆଲୋଚନା କରିଥିଲେ ତାହାର ସବିଶେଷ ବିବରଣୀ ଦେବାକୁ ଆଜି ବିଜେପି ଦାବି କରିଛି। ରାହୁଲ ଗାନ୍ଧୀ ଚୀନ୍‌ର ଜଣେ ବଡ଼ ପ୍ରଚାରକ ଭଳି ନିଜକୁ ଉପସ୍ଥାପନ କରୁଥିବାରୁ ଚୀନ୍‌ ନେତାଙ୍କ ସହିତ ସେ କ’ଣ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ହାଇୱେରେ ବନ୍ଦ ହେବ ଟୋଲ୍ ପ୍ଲାଜା : ଏହା ବଦଳରେ ‘ପେ ଆଜ୍ ୟୁ ଗୋ’ ପଲିସିକୁ ଦେଶର ସବୁ ବଡ ବଡ଼ ରାଜପଥ ଉପରେ…

ନୂଆଦିଲ୍ଲୀ : ହାଇୱେରେ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି ଟୋଲ୍‌ ପ୍ଲାଜା। ଏଥିପାଇଁ ଚାଲିଛି ଯୋଜନା। ଏହା ବଦଳରେ ‘ପେ ଆଜ୍ ୟୁ ଗୋ’ ପଲିସିକୁ ଦେଶର ସବୁ ବଡ ବଡ଼ ରାଜପଥ ଉପରେ ଲାଗୁ କରିବାକୁ ଯାଉଛି ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ)। ଯାହାଫଳରେ ଆପଣ ଯେତେ ଦୂରର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ସହିଦ୍‌ ପ୍ରଦୀପ ପଣ୍ଡାଙ୍କୁ ମିଳିବ ମରଣୋତ୍ତର କୀର୍ତ୍ତିଚକ୍ର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ସହ ଲଢ଼ି  ଜୀବନ ଦେଇଥିବା ଓଡ଼ିଆ ସିଆପିଏଫ୍ ଯବାନ ସହିଦ ପ୍ରଦୀପ କୁମାର ପଣ୍ଡାଙ୍କୁ ଚଳିତବର୍ଷ ସାମରିକ ସମ୍ମାନ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ। ୨୦୧୮ ଡିସେମ୍ବର ୩୧ ତାରିଖରେ ସେ ସହିଦ ହୋଇଥିବା ପଣ୍ଡାଙ୍କୁ ମରଣୋତ୍ତର…
ଅଧିକ ଖବର ଦେଖନ୍ତୁ...

ଘୋଷଣା ହେଲା ପଦ୍ମ ପୁରସ୍କାର : ଓଡ଼ିଶାର ଡି ପ୍ରକାଶ ରାଓ, ଦୈତାରୀ ନାୟକ, କମଳା ପୂଜାରୀ ଏବଂ ପ୍ରବାସୀ ଲେଖିକା ଗୀତା…

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପଦ୍ମ ସମ୍ମାନ ଘୋଷଣା ହୋଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମୁଦାୟ ୧୧୨ ଜଣଙ୍କୁ ଏଥି ଲାଗି  ମନୋନୀତ କରାଯାଇଛି।  ୯୪ ଜଣଙ୍କୁ ପଦ୍ମଶ୍ରୀ , ୧୪ ଜଣଙ୍କୁ ପଦ୍ମଭୂଷଣ ଓ ୪ ଜଣଙ୍କୁ ପଦ୍ମବିଭୂଷଣ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଭୁପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ଚଳିତ  ବର୍ଷ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବା ଲାଗି ଘୋଷଣା ହୋଇଛି । ତାଙ୍କ ସହ ସମାଜସେବୀ ନାନାଜୀ ଦେଶମୁଖ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ମଧ୍ୟ ଭାରତ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ଛାତ୍ରନେତା ସୋନବୀର

ନୂଆଦିଲ୍ଲୀ: ତିରଙ୍ଗା ଯାତ୍ରା ବାହାର କରି  ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ(ଏଏମୟୁ ) ପ୍ରଶାସନ ଠାରୁ ନୋଟିସ୍ ପାଇବା ପରେ ଛାତ୍ର ନେତା ସୋନବୀର ରାଷ୍ଟ୍ରପତିଙ୍କୁ  ରକ୍ତରେ ଚିଠି ଲେଖିଛନ୍ତି । ସେ ରାଷ୍ଟ୍ରପତିଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ତିରଙ୍ଗା ଯାତ୍ରା  ଉପରେ…
ଅଧିକ ଖବର ଦେଖନ୍ତୁ...