ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବଦଳୁଛି ପାଣିପାଗ : କେଉଁଠି ପଡୁଛି ବରଫ ତ ଆଉ କେଉଁଠି ହେଉଛି ବର୍ଷା!

ନୂଆଦିଲ୍ଲୀ : ବଦଳୁଛି ପାଣିପାଗ। ଶୀତ ଶେଷ ଆଡକୁ ପାହାଡିଆ ଅଂଚଳରେ ତୁଷାର ପାତ ଜୋରଦାର ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜାମ୍ମୁ କାଶ୍ମୀରରେ ତୁଷାରପାତ ଜନ ଜୀବନକୁ ପ୍ରଭାବିତ କରିଛି । ଅପରପକ୍ଷରେ ୟୁପି ଓ ମଧ୍ୟପ୍ରଦେଶରେ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସୀମାର ସୁରକ୍ଷା ପାଇଁ ଭାରତର ସବୁଠୁ ଥଣ୍ଡା ଅଞ୍ଚଳ ଦ୍ରାସରେ ମାଇନସ୍ ୩୧ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଦିନ ରାତି…

ଜମ୍ମୁ-କାଶ୍ମୀର : କାରଗିଲ ଦ୍ରାସରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ମାଇନସ ୩୧.୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଆସିଛି । କିନ୍ତୁ ଏତେ ଥଣ୍ଡାରେ ମଧ୍ୟ ଦେଶର ସୁରକ୍ଷା ପାଇଁ ଦିନ ରାତି ଏକ କରି ପହରା ଦେଉଛନ୍ତି ଭାରତୀୟ ସେନା । ଋଷର ସାଇବେରିଆର ପରେ ଦ୍ରାସ ହେଉଛି…
ଅଧିକ ଖବର ଦେଖନ୍ତୁ...

ଫୋନ ପାଇଁ ଚାଲିଗଲା ଯୁବକଙ୍କ ଜୀବନ, ତଦନ୍ତ ପରେ ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଜଣେ ଯୁବକଙ୍କ ଜୀବନ ତାଙ୍କ ଫୋନ ପାଇ ଚାଲି ଯାଇଥିବା ଜଣା ପଡ଼ିଛି । ଯୁବକଜଣଙ୍କ କାନରେ ଇୟରଫୋନ ଦେଇ ଗୀତ ଶୁଣିବା ସହ ଫୋନକୁ ଚାର୍ଜ କରୁଥିଲେ । କିନ୍ତୁ ନିଦ ଲାଗିଯିବାରୁ ସେ ଫୋନରୁ ଚାର୍ଜର କାଢ଼ି ପାରି ନଥିଲେ । ଯାହାଦ୍ୱାରା କାନରେ କରେଣ୍ଟ ବାଜିବାରୁ ସେ…
ଅଧିକ ଖବର ଦେଖନ୍ତୁ...

ଯୋଗୀଙ୍କ ବଜେଟ :  ଗୋସୁରକ୍ଷା ପାଇଁ ବ୍ୟୟ ହେବ ୬୦୦ କୋଟି

ଲକ୍ଷ୍ନୌ : ଗାଈର ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଥିବା ବିଜେପି ସରକାର ତତ୍ପର ହୋଇପଡିଛନ୍ତି । ଗତ କେନ୍ଦ୍ର ବଜେଟରେ ଗୋସୁରକ୍ଷା ଓ କଲ୍ୟାଣ ପାଇଁ ସରକାର ଗୋକୁଳ ମିଶନ ମାଧ୍ୟମରେ ୭୫୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ଏବେ ଉତ୍ତରପ୍ରଦେଶ ସରକାର ମଧ୍ୟ ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆମେରିକା ଦେଉଛି ଦୁଇଟି ମିସାଇଲ୍‌ ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ: ଭାରତରକୁ ପ୍ରଥମ ଥର ମିସାଇଲ ଡିଫେନ୍ସ ସିଷ୍ଟମ ବିକ୍ରି କରିବା ପାଇଁ ଆମେରିକା ରାଜି ହୋଇଛି। ଆମେରିକା ଷ୍ଟେଟ ଅଫ ଦ ଆର୍ଟ ମିସାଇଲ ସିଷ୍ଟମ ଏୟାର ଇଣ୍ଡିଆ ଓ୍ଵାନ୍‌କୁ ବିକ୍ରି କରିବାକୁ ମଞ୍ଜୁରି ଦେଇଛି। ଏୟାର ଇଣ୍ଡିଆ ଓ୍ଵାନ୍‌ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବିମାନ…
ଅଧିକ ଖବର ଦେଖନ୍ତୁ...

ମମତା ବାନାର୍ଜିଙ୍କ ସହ ଧାରଣାରେ ବସିଥିବା ଆଇପିଏସ ଅଫିସରଙ୍କ ମେଡାଲ ଫେରାଇ ନିଆଯିବ

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଧାରଣାରେ ବସିଥିବା ପ୍ରାୟ ୫ ଜଣ ଆଇପିଏସ ଅଧିକାରୀଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହକ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସେମାନେ ଅଲ ଇଣ୍ଡିଆ ସର୍ଭିସ ରୁଲ୍ସର ଉଲ୍ଲଙ୍ଘନ କରିଥିବା…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ପରେ ସୋନିଆ ଗାନ୍ଧି ବି ନିତିନ୍‌ ଗଡ଼କରିଙ୍କ କାମକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ବି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଲୋକସଭାରେ ଗୁରୁବାର ଭାରତମାଲା ପରିଯୋଜନା ସହିତ ଜଡ଼ିତ ପ୍ରଶ୍ନର ଉତ୍ତର ଦେବା ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ନିତିନ୍‌ ଗଡ଼କରିଙ୍କ କାମକୁ ୟୁପିଏ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ୭୬,୫୦୦ଟି ଚାକିରି, ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ  : କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ଖାଲି ଥିବା ୭୬,୫୭୮ଟି ପଦବିରେ ନିଯୁକ୍ତି ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏଥିରୁ ୫୪,୯୫୩ଟି କନଷ୍ଟେବଳ ପଦବି (ଜେନେରାଲ ଡ୍ୟୁଟି) ପାଇଁ ଷ୍ଟାଫ ସିଲେକ୍ସନ କମିସନ ଦ୍ୱାରା ସିଧାସଳଖ…
ଅଧିକ ଖବର ଦେଖନ୍ତୁ...

ସେଣ୍ଟିନେଲ ଆଦିବାସୀଙ୍କ ସୁରକ୍ଷା ନେଇ ଚେତିଲେ ସରକାର, ସେଣ୍ଟିନେଲ ଦ୍ବୀପକୁ ନିଷିଦ୍ଧାଞ୍ଚଳ ଘୋଷଣା

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ଉତ୍ତର ସେଣ୍ଟିନେଲରେ ରହୁଥିବା ବିରଳ ସେଣ୍ଟିନେଲିଜ ଆଦିମ ଅଧିବାସୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । ଗତ ବର୍ଷ ଜଣେ ଆମେରିକୀୟ ନାଗରିକ ଜନ ଆଲେନ ଚାଉ ଏହି ଦ୍ବୀପରେ ବେଆଇନ ଭାବେ ପ୍ରବେଶ କରି…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟଙ୍କ ଆଦେଶର ଅବମାନନା ମହଙ୍ଗା ପଡ଼ିଲା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ; ତୀବ୍ର…

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଘଟଣା ଏବେ ସିବିଆର ପୂର୍ବତନ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହେବାପାଇଁ ଯାଉଛି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କ ଏପ୍ରକାରର ଆଚରଣରେ…
ଅଧିକ ଖବର ଦେଖନ୍ତୁ...