ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ହଠାତ୍‌ ବ୍ରାଜିଲରେ ହେଲା ବୁଢ଼ିଆଣୀ ବର୍ଷା ! ଭିଡିଓ ଭାଇରାଲ ହେବା ପରେ କାରଣ ଜଣାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ବ୍ରାଜିଲର ମିନସ ଗେରିସ୍‌ ଅଞ୍ଚଳରେ ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଠାତ୍‌ ଏତେ ସଂଖ୍ୟକ ବୁଢ଼ିଆଣୀ ଆକାଶରୁ ତଳକୁ ଖସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା େବେଳ ଏହା ପଛର କାରଣ କ’ଣ? ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଭିଡିଓ…
ଅଧିକ ଖବର ଦେଖନ୍ତୁ...

କୁମ୍ଭ ମେଳା : ଆସନ୍ତା କାଲି ବ୍ରାହ୍ମ ମୂହୂର୍ତ୍ତରେ ଆରମ୍ଭ ହେବ ଶାହୀ ସ୍ନାନ

ପ୍ରୟାଗରାଜ : ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମହୋତ୍ସବ କୁମ୍ଭ ମେଳା । ଆସନ୍ତା କାଲି ଅର୍ଥାତ ୧୫ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ଶାହୀ ସ୍ନାନ । ମଙ୍ଗଳବାରଦିନ ପ୍ରାତଃ ୨ଟା ୧୨ ମନିଟରୁ ହିଁ ଶାହୀ ସ୍ନାନ ଆରମ୍ଭ ହୋଇଯିବ । ପ୍ରଥମେ ବିଭିନ୍ନ ଆଖଡ଼ାର ନାଗା ସାଧୁ ମାନେ ନିଜ…
ଅଧିକ ଖବର ଦେଖନ୍ତୁ...

୩ଦିନ ହେଲା କାନରେ ହେଉଥିବା ଯନ୍ତ୍ରଣାକୁ ମାମୁଲି ବୋଲି ଭାବୁଥିଲେ ଯୁବକ, ଡ଼ାକ୍ତରଖାନାରେ ପହଞ୍ଚିବା ପରେ କାନରୁ…

ନୂଆଦିଲ୍ଲୀ : ଚୀନ୍‌ର ଗୁଆଁଗଜୋ ସହରରେ ଏକ ଅଜବ ଘଟଣା ଘଟିଛି । ଜଣେ ଯୁବକ ଶୋଇ ସାରି ଉଠିବା ପରେ ତାଙ୍କ କାନରେ ଭୟଙ୍କର ଯନ୍ତ୍ରଣା ହୋଇଥିଲା । ପ୍ରଥମେ ସେ ଯନ୍ତ୍ରଣାକୁ ମାମୁଲି ବୋଲି ଭାବି ଅଧିକ ଥଣ୍ଡା ହେଉଥିବା ହେତୁ ଏପରି ହେଉଛି ବୋଲି ଭାବିଥିଲେ । କିନ୍ତୁ ୩ ଦିନ ପରେ ଯନ୍ତ୍ରଣା ଅସହ୍ୟ…
ଅଧିକ ଖବର ଦେଖନ୍ତୁ...

ଅଖିଳେଶଙ୍କୁ ଭେଟି ବିହାର ଏବଂ ଉତ୍ତରପ୍ରଦେଶରେ ବିଜେପିର ପତନ ହେବ ବୋଲି କହିଲେ ତେଜସ୍ୱୀ ଯାଦବ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ଭେଟି ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ତେଜସ୍ୱୀ ଯାଦବ । ମାୟାବତୀଙ୍କୁ ଭେଟିବା ପରେ ସେ ସୋମବାର ସମାଜବାଦୀ ପାର୍ଟିର ମୁଖ୍ୟ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚୀନର ଆଶଙ୍କା : ତାଇଓ୍ଵାନ ଉପରେ ଆକ୍ରମଣ କଲେ ୩ୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ

ନୂଆଦିଲ୍ଲୀ : ତାଇଓ୍ଵାନକୁ ନେଇ ବିଶ୍ୱରେ ୩ୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଚୀନ ଆଶଙ୍କା କରୁଛି । ଏହି ବିଶ୍ୱ ଯୁଦ୍ଧରେ ଚୀନକୁ ଏକ ସମୟରେ ତାଇଓ୍ଵାନ, ଆମେରିକା, ଭାରତ ଓ ଜାପାନ ପ୍ରଭୃତି ଦେଶଙ୍କ ସହ ଲଢିବାକୁ ପଡିପାରେ । ଏହାକୁ ଦୃଷ୍ଟିରେ ରଖି ଚୀନ ନିଜର ସାମରିକ ପ୍ରସ୍ତୁତି କରୁଛି…
ଅଧିକ ଖବର ଦେଖନ୍ତୁ...

ନୋଏଡ଼ା: ଭୁଶୁଡ଼ି ପଡ଼ିଲା ୨ ମହଲା ବିଶିଷ୍ଟ କୋଠା; ଜଣେ ମୃତ, ୪ ଆହତ

ନୂଆଦିଲ୍ଲୀ: ନୋଏଡ଼ାର ସେକ୍ଟର ୩୧ର ନିଠାରିଠାରେ ସୋମବାର ଏକ ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭୁଶୁଡ଼ିବାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଏହି ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ଅନେକ ଫସି ରହିଥିବା ସନ୍ଦେହ କରାଯାଉଛି। …
ଅଧିକ ଖବର ଦେଖନ୍ତୁ...

ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ: ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌.ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ସୁପ୍ରିମ୍‌କାର୍ଟରେ ଚାଲେଞ୍ଜ୍‌ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ‘କମନ୍‌ କଜ୍‌’ଓ ସୂଚନା ଅଧିକାରୀ କର୍ମୀ ଅଞ୍ଜଳି ଭରଦ୍ୱାଜଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇ ଓଡ଼ିଶା କ୍ୟାଡର…
ଅଧିକ ଖବର ଦେଖନ୍ତୁ...

ନେପାଳ ଲୋକଙ୍କ ମଧ୍ୟରେ ଭାରତ ବିରୋଧୀ ଭାବନାକୁ ବଢାଉଛନ୍ତି ଚୀନ-ପାକ, ଦାର୍ଜିଲିଂକୁ ନେପାଳରେ ମିଶାଇବାକୁ ଅଭିଯାନ

ନୂଆଦିଲ୍ଲୀ : ନୂଆ ନୂଆ ଦିଗରୁ ଭାରତକୁ ସମସ୍ୟାରେ ପକାଇବା ପାଇଁ ଭାରତର ଦୁଇ ଶତ୍ରୁ ଦେଶ ଚୀନ ଓ ପାକିସ୍ତାନ ଭାରତର ବନ୍ଧୁ ରାଷ୍ଟ୍ରମାନଙ୍କୁ ଉସୁକାଉଛନ୍ତି । ମାଳଦ୍ୱୀପରେ ଏପରି କରିବାରେ ଚୀନ-ପାକିସ୍ତାନ ଏକରପ୍ରକାରେ ସଫଳ ହୋଇଥିଲେ । କିନ୍ତୁ ମୋଦି ସରକାରଙ୍କ ବିଚକ୍ଷଣ ରଣନୀତି ଫଳରେ ଏବେ…
ଅଧିକ ଖବର ଦେଖନ୍ତୁ...

ଲୋଡା ନାହିଁ ଟିକେଟ୍‌ କି ପରିଚୟ ପତ୍ର! ଆପଣଙ୍କ ମୁହଁ ଦେଖିଲେ ଆପେ ଆପେ ଖୋଲିଯିବ ବିମାନ ବନ୍ଦରର ପ୍ରବେଶ ଦ୍ୱାର

ନୂଆଦିଲ୍ଲୀ: ଆପଣ ନିୟମିତ ବିମାନରେ ଯାତ୍ରା କରୁଛନ୍ତି କି ?ନିୟମିତ ନ ହେଲେ ବି ମଝିରେ ମଝିରେ ବିମାନରେ ଯା ଆସ କରୁଛନ୍ତି ?ତେବେ ଆପଣଙ୍କୁ ଆଉ ବିମାନ ବନ୍ଦରରେ ପ୍ରବେଶ ଲାଗି ଟିକେଟ୍‌ କିମ୍ବା ଆଇଡି ପ୍ରୁଫ୍‌(ପରିଚୟ ପତ୍ର) ଦେଖାଇବାକୁ ପଡ଼ିବ ନାହିଁ। ଏଣିକି ଆପଣଙ୍କ ମୁହଁ ହିଁ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

‘ନମୋ ଆପ୍‌’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ; କେମିତି ରହିଛି ସାଢ଼େ ଚାରି ବର୍ଷର ମୋଦି ଶାସନ?

ନୂଆଦିଲ୍ଳୀ: ଆପଣଙ୍କ ଦୃଷ୍ଟିରେ ମୋଦି ସରକାର ଦେଶ ପାଇଁ କେମିତି? ଏକଥା କୌଣସି ବିରୋଧୀ ନୁହେଁ ବରଂ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଚାରୁଛନ୍ତି। ମୋଦି ଏବେ ଦେଶବାସୀଙ୍କ ପାଖରୁ ନିଜ ସଂପର୍କରେ ମତାମତ ନେବା ପାଇଁ ଗତବର୍ଷ ପରି ଏବର୍ଷ ବି ‘ନମୋ ଆପ୍‌’କୁ ଜରିଆ କରିଛନ୍ତି। ଯାହା ଫଳରେ…
ଅଧିକ ଖବର ଦେଖନ୍ତୁ...