ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଛତିଶଗଡ଼ରେ ବିଜେପି-କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଲା ଏହି ନୂଆ ଦଳ

ରାୟପୁର: ଛତିଶଗଡରେ ବିଧାନସଭା ନିର୍ବାଚନ ପାଖେଇ ଆସିଥିବାବେଳେ ଏବେ କଂଗ୍ରେସ ଏବଂ ବିଜେପିକୁ ଅକଳରେ ପକାଇଦେଇଛି ଛତିଶଗଡ କ୍ରାନ୍ତି ସେନା | ବାସ୍ତବରେ ଗତକାଲି ଏହି ନୂଆ ଦଳ ବାବଦରେ ଘୋଷଣା ହୋଇଥିଲା | କେବଳ ଘୋଷଣା ହୋଇନାହିଁ ବରଂ ଏହି ଦଳର ପ୍ରାର୍ଥୀମାନେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପାଇଁ…
ଅଧିକ ଖବର ଦେଖନ୍ତୁ...

ଦେଖୁଦେଖୁ ଆକାଶର ରଙ୍ଗ ହୋଇଗଲା ଗୋଲାପୀ, ସ୍ଥାନୀୟଲୋକେ ଦେଖି ହେଲେ ଭୟଭୀତ

ନୂଆଦିଲ୍ଲୀ: ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି‌ଲେ ଲୋକେ ଖୁସି ହୋଇଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କବି ଓ ଗାଳ୍ପିକ ଅନେକ କବିତା ଓ ଗପ ଲେଖିଛନ୍ତି। ନିକଟରେ ଆକାଶରେ ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା…
ଅଧିକ ଖବର ଦେଖନ୍ତୁ...

ଆଜି ସଂଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ତେଜ୍, ଭାରତ ପ୍ରତି ବିପଦ ନାହିଁ

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାମୁଦ୍ରିକ ଝଡ଼ 'ତେଜ୍'ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ର ସୂଚନା ଅନୁଯାୟୀ ଅକ୍ଟୋବର ୨୨ ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ନଦୀ ନଥିବା ସ୍ଥାନରେ ବ୍ରିଜ ପାଇଁ ଘୋଷଣା କରିଦେବେ: କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଏଥିପାଇଁ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ବିଜେପି କଂଗ୍ରେସର କମଲନାଥଙ୍କୁ ଦୁର୍ନୀତିନାଥ ବୋଲି କହୁଥିବାବେଳେ ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

‘ଜେଲରେ ଥିବା ବେଳେ ସ୍ତ୍ରୀ ଚାଲିଗଲା, ରାଜନୀତି ପାଇଁ ବାପା ଓ ମା’ଙ୍କୁ ବି ହରାଇଲି’: ନୱାଜ ସରିଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ନିର୍ବାସନରେ ରହିବାପରେ ଗତଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସରିଫଙ୍କୁ ତାଙ୍କ ଦଳର କର୍ମକର୍ତ୍ତାମାନେ ଧୁମଧାମରେ ସ୍ବାଗତ କରିଥି‌ଲେ। ନୱାଜ ସରିଫ ୨୦୧୯ରେ ପାକିସ୍ତାନ ଛାଡ଼ି ଦେଇଥ‌ିଲେ।…
ଅଧିକ ଖବର ଦେଖନ୍ତୁ...

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ପ୍ରଥମେ ନିଉଜିଲାଣ୍ଡ୍‌କୁ ବ୍ୟାଟିଙ୍ଗ୍‌ ସୁଯୋଗ ଦେଲା ଭାରତ

ଧରମଶାଲା: ଆଜି ହିମାଚଳ ପ୍ରଦେଶର ରାଜଧାନୀ ଧରମଶାଲାସ୍ଥିତ ‘ଏଚ୍‌ପିସିଏ’  ଷ୍ଟାଡିୟମ୍‌ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇ ନିଉଜିଲାଣ୍ଡ୍‌କୁ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବେଳେ ପାଲେଷ୍ଟାଇନ୍‌କୁ ୬.୫ ଟନ୍‌ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବ‌େଳେ ଆଜି ଭାରତ ଗାଜାବାସୀଙ୍କ ଲାଗି ପାଲେଷ୍ଟାଇନ୍‌କୁ ୬.୫ ଟନ୍‌ର ମାନବୀୟ ସହାୟତା ପଠାଇଛି। ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଲାଗିଥିବାରୁ ଗାଜାର ସାଧାରଣ ନାଗରିକମାନେ ମାନବୀୟ ସଙ୍କଟରେ ପଡ଼ିଛନ୍ତି। ଭାରତ ପଠାଇଥିବା ସହାୟତା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଉପରେ ଟିପ୍ପଣୀ ଦେଇଥିବା ତେଲେଙ୍ଗାନା ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ‘ବିଜେପି’

ହାଇଦ୍ରାବାଦ: ଆଜି ‘ବିଜେପି’ ଶୃଙ୍ଖଳା କମିଟି ତେଲେଙ୍ଗାନା ବିଧାୟକ ଟି. ରାଜା ସିଂହଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଥିବା ‘ଜି ନିଉଜ୍‌’ ରିପୋର୍ଟ କରିଛି। ମହାପୁରୁଷ ମହମ୍ମଦ୍‌ଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଗିରଫ ହେବା ପରେ ୨୦୨୨ ଅଗଷ୍ଟ ମାସରେ…
ଅଧିକ ଖବର ଦେଖନ୍ତୁ...

ପରିବାର ପାଇଁ ସମୟ ନ ଦେବାରୁ ମହିଳା ପୁଲିସଙ୍କୁ ହତ୍ୟା କଲେ ସ୍ବାମୀ!

ପାଟନା (ବିହାର) : ଚାକିରି ପାଇବା ପରେ ପରିବାର ପାଇଁ ସମୟ ଦେଉ ନ ଥିବାରୁ ସ୍ବାମୀ ଉଦ୍‌ବିଗ୍ନ ଥିଲେ ବୋଲି ଜଣେ ନବନିଯୁକ୍ତ ମହିଳା କନେଷ୍ଟବଳ ଶୋଭା କୁମାରୀଙ୍କ ହତ୍ୟାକାଣ୍ଡ ଘଟଣାର ପୁଲିସ ତଦନ୍ତରୁ ଜଣାପଡ଼ିଛି। ଶନିବାର ଦିନ କୋତ୍‌ୱାଲି ଥାନା ‘ଏସ୍‌ଏଚ୍‌ଓ’ ସଞ୍ଜୀତ କୁମାର…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ପାଖରେ ୫୦୦ରୁ ଊର୍ଦ୍ଧ୍ବ ଆଣବିକ ଅସ୍ତ୍ର ଅଛି: ପେଣ୍ଟାଗନ୍‌ ରିପୋର୍ଟ

ୱାସିଂଟନ୍‌: ସମ୍ପ୍ରତି ଚୀନ୍‌ ପାଖରେ ୫୦୦ରୁ ଅଧିକ ଆଣବିକ ଅସ୍ତ୍ର ବା ‘ନ୍ୟୁକ୍ଲିୟର୍‌ ୱାର୍‌ହେଡ୍‌’ ଥିବା କଥା ଚଳିତ ସପ୍ତାହରେ ‘ପେଣ୍ଟାଗନ୍‌’ ରିଲିଜ୍ କରିଥିବା ଚୀନ୍‌ ସେନା ସଂକ୍ରାନ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ରିପୋର୍ଟରେ ଉଲ୍ଲେଖ ଅଛି, ଚୀନ୍‌ର ଅସ୍ତ୍ରାଗାରରେ ୫୦୦ରୁ ଅଧିକ…
ଅଧିକ ଖବର ଦେଖନ୍ତୁ...