ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଦିଲ୍ଲୀ ଏମ୍‌ସରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର: ଚୁମ୍ବକ ବ୍ୟବହାର କରି ୭ ବର୍ଷୀୟ ଶିଶୁର ଫୁସଫୁସରୁ ଛୁଞ୍ଚି ବାହାର…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ସଫଳ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଦିଲ୍ଲୀ ଏମ୍‌ସର ଡାକ୍ତରମାନେ ଚୁମ୍ବକ ବ୍ୟବହାର କରି ଜଣେ ୭ ବର୍ଷୀୟ ଶିଶୁର ବାମ ଫୁସଫୁସ ଭିତରେ ଫଶି ଯାଇଥିବା ଏକ ଛୁଞ୍ଚିକୁ ସଫଳତାର ସହ ବାହାର କରିଛନ୍ତି। ଶିଶୁଟିର ଫୁସଫୁସ ଭିତରେ ୪ ସେଣ୍ଟିମିଟରର ଏକ ଛୁଞ୍ଚି ଫଶି…
ଅଧିକ ଖବର ଦେଖନ୍ତୁ...

କଥା ଦେଇ କୁନି ଝିଅକୁ ଚିଠି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏବେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଚାର କରୁଛନ୍ତି। ସେ ଗୁରୁବାର ଛତିଶଗଡର କାଙ୍କେରରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ | ଆଉ ସେତେବେଳେ ମୋଦୀ ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ: ଶ୍ରୀଲଙ୍କା ଟିମ୍‌ର ଅଭ୍ୟାସ ବାତିଲ

ନୂଆଦିଲ୍ଲୀ: ବାଂଲାଦେଶ ପରେ ଶ୍ରୀଲଙ୍କା ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ଶନିବାର ଜାତୀୟ ରାଜଧାନୀରେ ହେବାକୁ ଥିବା ପ୍ରଥମ ଅଭ୍ୟାସ ଅଧିବେଶନକୁ ବାତିଲ କରିବାକୁ ବାଧ୍ୟ ହୋଇଛି। ଏହା ପୂର୍ବରୁ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଥିବା ବାଂଲାଦେଶ ସହରରେ ପ୍ରଦୂଷଣ ସ୍ତର ‘ସିଭିୟର ପ୍ଲସ୍‌’ ବର୍ଗରେ…
ଅଧିକ ଖବର ଦେଖନ୍ତୁ...

ଅମ୍ବାନୀଙ୍କୁ ୪୦୦କୋଟି ଟଙ୍କା ଦାବି କରି ଧମକପୂର୍ଣ୍ଣ ମେଲ ପଠାଇବା ବାଳକଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଧମକ ଦେବା ଘଟଣାରେ ପୁଲିସ ଜଣେ ବାଳକଙ୍କୁ ଗିରଫ କରିଛି। ମୁମ୍ବାଇ ପୁଲିସ ତେଲେଙ୍ଗାନାରୁ ଗିରଫ କରିଥିବା ବାଳକର ବୟସ ୧୯ବର୍ଷ ଓ ନାମ  ଗଣେଶ ରମେଶ ବନପାରଧି ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଗଣେଶ ରମେଶ ବନପାରଧି ସାଦାବ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରୁ ବୋମା ବିସ୍ଫୋରଣ ହେଉଥିଲା, ମୌନ ବାବା ଚୁପ ରହୁଥିଲେ: ମନମୋହନ ସିଂଙ୍କୁ ଟାର୍ଗେଟ କଲେ ଅମିତ ଶାହା

ନୂଆଦିଲ୍ଲୀ: ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଏବଂ ବିଜେପି ଏଥିପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଶିବପୁରୀରେ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୬ରୁ ବିକ୍ରି ହେବ ୨୯ତମ ଇଲେକ୍ଟୋରାଲ ବଣ୍ଡ୍

ନୂଆଦିଲ୍ଲୀ: ଏଇ ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ୍ ଜାରି କରିବାକୁ ଅନୁମୋଦନ ଦେଇଛନ୍ତି। ଫଳରେ ଆସନ୍ତା ନଭେମ୍ବର ୬ ତାରିଖରେ ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ୍ ବିକ୍ରି ପାଇଁ ଉନ୍ମୁକ୍ତ ହେବ।…
ଅଧିକ ଖବର ଦେଖନ୍ତୁ...

ଦ୍ରୁତଗତିରେ ରାସ୍ତାରେ ଯାଉଥିବା ବେଳେ ବସର ହେଲା ବ୍ରେକଫେଲ; ଘଟିଲା ଲୋମଟାଙ୍କୁରା ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଶନିବାର ଏକ ‌ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଏଠାରେ ଏକ ଡିଟିସି ବସ ଭାରସାମ୍ୟ ହରାଇବା ପରେ ଉକ୍ତ ରାସ୍ତା ଦେଇଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ନୌସେନାର ଚେତକ ହେଲିକପ୍ଟଟର: ଜଣେ ମୃତ, ୨ ଆହତ

କୋଚି: ଭାରତୀୟ ନୌସେନା (ଆଏନ୍‌ଏସ୍‌)ର ଗୋଟିଏ ଚେତକ ହେଲିକପ୍ଟଟର ଆଜି ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ନୌସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଶନିବାର ଅପରାହ୍ନରେ ଭାରତୀୟ ନୌସେନା (ଆଏନ୍‌ଏସ୍‌)ର ଗୋଟିଏ ଚେତକ ହେଲିକପ୍ଟଟର ଉଡ଼ାଣ ଭରିବା…
ଅଧିକ ଖବର ଦେଖନ୍ତୁ...

ବିଜେପି ଆଦିବାସୀଙ୍କୁ ବନବାସୀ ଭାବେ ବିଚାର କରେ: ରାହୁଲ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟର ବସ୍ତର ଜିଲ୍ଲାର ଜଗଦଲପୁରରେ ଏକ ରାଲି କରିଥିଲେ। ଏଠାରେ ବିଜେପି ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି ଯେ ବିଜେପି ନେତାମାନେ ଆଦିବାସୀଙ୍କୁ ବନବାସୀ ବୋଲି କୁହନ୍ତି । ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପାରିଶ୍ରମିକ ପାଇବା ପ‌ରେ ୟୁଟ୍ୟୁବ ପରିବାରକୁ ନିଜର ଯନ୍ତ୍ରଣା ବଖାଣିଲେ ସୀମା

ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସୀମା ୟୁଟ୍ୟୁବ ପରିବାରକୁ ନିଜର ଦୁଃଖ ବଖାଣିଛନ୍ତି। ସୀମା ୟୁଟ୍ୟୁବ ପରିବାରକୁ ନିଜର…
ଅଧିକ ଖବର ଦେଖନ୍ତୁ...