ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବେଟିଂ ଆପ୍‌ ବିବାଦ: ମହାଦେବଙ୍କୁ ବି ଛାଡି ନଥିଲା କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ଦୁର୍ନୀତିକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା କଂଗ୍ରେସ ନେତା ସ୍ପଷ୍ଟ କରନ୍ତୁ। ପ୍ରବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ପାଇଁ ୧୧ କିଲୋ ଓଜନର ସୁନା ମୁକୁଟ ଦେବି: ସୁକେଶ

ନୂଆଦିଲ୍ଲୀ: ଠକେଇ ଅଭିଯୋଗରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅନେକ ସମୟରେ ଜେଲରୁ ଚିଠି ଲେଖିଥାଏ । ବର୍ତ୍ତମାନ ସେ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ରାମଲାଲଙ୍କ ପ୍ରତିମା ପାଇଁ ଏକ ସୁନା ମୁକୁଟ ଦାନ କରିବାକୁ ଅନୁମତି ଲୋଡିଛି । ସୁକେଶ ଚନ୍ଦ୍ରଶେଖର ଶ୍ରୀ ରାମ ଜନ୍ମଭୂମି ତୀର୍ଥ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କୁ ଖୁସି ଖବର ଦେଲା ରେଳବାଇ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ବରିଷ୍ଠ ନାଗରିକଙ୍କୁ ଯାତ୍ରା ସମୟରେ ଟିକେଟରେ ଦେଉଥିବା ରିହାତିକୁ  କରୋନା ସମୟରେ ବନ୍ଦ କରି ଦେଇଥିଲା। ଏହାପରଠାରୁ ଭିନ୍ନଭିନ୍ନ ସଙ୍ଗଠନ ପକ୍ଷରୁ ଭଡ଼ାରେ ମିଳୁଥିବା ରିହାତିକୁ ଲାଗୁ କରିବା ପାଇଁ ଦାବି କରିଥିଲେ। ଏହି ଦ‌ାବିକୁ ଦୃଷ୍ଟିରେ ରଖି ସରକାର ଏକ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୭ରୁ ବଜାରରେ ଶସ୍ତାରେ ବିକ୍ରି ହୋଇପାରେ ଅଟା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି। ଗତ ବର୍ଷ ସରକାର ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହି ସମୟସୀମା ଶେଷ ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

ଜୁଆଖେଳ ଖେଳିଛନ୍ତି: ‘ବେଟିଙ୍ଗ୍‌ ଆପ୍‌’ ପ୍ରସଙ୍ଗରେ ଭୂପେଶ ବଘେଲ୍‌ଙ୍କୁ ସମାଲୋଚନା କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବେଆଇନ ‘ବେଟିଙ୍ଗ୍‌ ଅପରେଟର୍‌’ଙ୍କଦ୍ବାରା ଉପାର୍ଜିତ ‘ହାୱଲା ଟଙ୍କା’କୁ କଂଗ୍ରେସ ଛତିଶଗଡ଼ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରୁଛି ବୋଲି ଆଜି ‘ବିଜେପି’ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ, ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଥିଲା କି, ସେମାନେ ଗୋଟାଏ ‘ୱେବ୍‌’ ବେନାମି…
ଅଧିକ ଖବର ଦେଖନ୍ତୁ...

ରହସ୍ୟମୟ ଅବସ୍ଥାରେ ୩୭ ବର୍ଷୀୟ ଅଭିନେତ୍ରୀଙ୍କ ମୃତ୍ୟୁ

ଢାକା: ୩୭ ବର୍ଷ ବୟସରେ ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁରୁବାର ଦିନ ହୁମାଇରାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଢାକାସ୍ଥିତ ଉତ୍ତର ଆଧୁନିକ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ…
ଅଧିକ ଖବର ଦେଖନ୍ତୁ...

 ଔଷଧ କାରଖାନାରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ: ୭ ମୃତ, ୪ ନିଖୋଜ

ରାୟଗଡ଼: ଶୁକ୍ରବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ‌ଏକ ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୪ଜଣ ନିଖୋଜ ହୋଇ ଯାଇଛନ୍ତି ବୋଲି ପୁଲିସ କହିଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ମହାଡ଼ର…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ହଲ୍‌ରେ ପ୍ରବେଶ କରିବା ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଲା ୯ମ ଶ୍ରେଣୀ ବାଳିକା

ରାଜକୋଟ୍‌: ଶୁକ୍ରବାର ଦିନ ଗୁଜରାଟର ଅମ୍‌ରେଲୀରେ ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟ ବାଳିକା ସ୍କୁଲ୍‌ ପରୀକ୍ଷା ହଲ୍‌କୁ ପ୍ରବେଶ କରିବା ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ମୃତା ବାଳିକା ହେଉଛନ୍ତି ରାଜକୋଟ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଗୋଡ଼ଗଣ୍ଠି ଆଘାତ ଭଲ ନ ହେଉ ଥିବାରୁ ବିଶ୍ବକପ୍‌ ୨୦୨୩ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଗୋଡ଼ଗଣ୍ଠି ବା ବଳାଗଣ୍ଠିରେ ହୋଇଥିବା ଆଘାତ ଭଲ ହେଉ ନ ଥିବାରୁ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ‘ଆଇସିସି’ ବିଶ୍ବକପ୍‌ ୨୦୨୩ରେ ହେବାକୁ ଥିବା ବାକି ମ୍ୟାଚ୍‌ଗୁଡ଼ିକରେ ଖେଳି ପାରିବେ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଙ୍କ ପରିବର୍ତ୍ତେ ୧୫ଜଣିଆ…
ଅଧିକ ଖବର ଦେଖନ୍ତୁ...

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ନିଉଜିଲାଣ୍ଡ୍‌ ବିପକ୍ଷରେ ବୋଲିଙ୍ଗ୍‌ କରୁଛି ପାକିସ୍ତାନ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ‘ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର୍‌ ଆଜମ ନିଉଜିଲାଣ୍ଡ୍‌ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...