ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବିପିଏନସଆଇ ଓ ଟାଟା ଷ୍ଟିଲ ପ୍ରତିଷ୍ଠାନର ଶିଳ୍ପ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ମିଳନୀ କକ୍ଷରେ ଏକ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା | ଏକ ଶୈକ୍ଷିକ ପରିବେଶରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଟାଟା ଷ୍ଟିଲର…
ଅଧିକ ଖବର ଦେଖନ୍ତୁ...

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୁଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୁଲିସ୍‌ କର୍ମଚାରୀ

ଭୁବନେଶ୍ବର: ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୁଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୁଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ ଯେ ୫-ଟି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର: ରାଜଧାନୀରେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ କଂଗ୍ରେସର ଗର୍ଜନ। ରାଜଧାନୀରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର କଂଗ୍ରେସ କର୍ମୀ ।ସାରା ରାଜ୍ୟରୁ କଂଗ୍ରେସ ନେତା ଓ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଲୋକସେବା ଭବନ ଘେରାଉ ପାଇଁ ଯିବା ବାଟରେ କଂଗ୍ରେସ ନେତା ଓ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ବେଳେ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଫେବ୍ରୁଆରି୨୮ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ…
ଅଧିକ ଖବର ଦେଖନ୍ତୁ...

ସତ୍ୟନଗରବାସୀଙ୍କୁ ସରକାରଙ୍କ ଅସତ୍ୟ ବୋଝ: ୬୦ ବର୍ଷ ହେଲା ନୀଳ ନକ୍ସାରେ ସୀମିତ ଲେକ୍‌ ଜୋନ୍‌

ଭୁବନେଶ୍ୱର: ସତ୍ୟନଗର ଅଞ୍ଚଳରେ ୧୦ ନଂ ପ୍ରାକୃତିକ ନଳାରେ ‘ଲେକ୍‌ ନ୍ୟୁଟ୍ରାଲ୍‌’ ଜୋନ୍‌ ପ୍ରସ୍ତୁତ କରିବାକୁ ସରକାର ୬୦ ବର୍ଷ ତଳୁ ଯୋଜନା କରିଛନ୍ତି। ଏଥିପାଇଁ ନକ୍ସା ପ୍ରସ୍ତୁତ ହୋଇଛି। କିନ୍ତୁ ପ୍ରକଳ୍ପ ହେଉନାହିଁ। ଭୁବନେଶ୍ବର ସ୍ମାର୍ଟ ସିଟି ଗଠନ ପରେ ଏହି ଲେକ୍‌ ଜୋନ୍‌ ଦାୟିତ୍ବ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡଗିରି ଯାତ୍ରା ଯୁଦ୍ଧ: କହୁଛି କହ୍ନେଇ ଦାସ, କାନ୍ଦୁଛି ଗଉରା ଦାସ

ଖଣ୍ଡଗିରି: ଖଣ୍ଡଗିରି ଯାତ୍ରା ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଲଢ଼େଇ ବେଶ୍ ଜୋର୍‌ଦାର ହେଉଛି। ଆଜି ରବିବାରିଆ ଭିଡ଼ ଭିତରେ ଦ୍ବିତୀୟ ରାତି ପାଇଁ ଛଅକୁ ଛଅ ପେଣ୍ଡାଲ୍‌ରେ ପ୍ରଥମ ରାତିର ନାଟକ ପୁଣି ମଞ୍ଚସ୍ଥ ହୋଇଛି। ମହତାବ ପେଣ୍ଡାଲ୍‌ରେ ତୁଳସୀ ଗଣନାଟ୍ୟ ଗତବର୍ଷର ବହୁ ଚର୍ଚ୍ଚିତ ନାଟକ ‘ଅଧା…
ଅଧିକ ଖବର ଦେଖନ୍ତୁ...

ଏକାମ୍ରରେ ରାଜନୀତି ସରଗରମ: ବିଜେଡିର ମହିଳା ସମାବେଶ

ପୁରୁଣା ଭୁବନେଶ୍ୱର: ସା‌ଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ଲଗାତାର ଶକ୍ତି ପ୍ରଦର୍ଶନ କରିଚାଲିଛି। ଆଜି ଏକାମ୍ରରେ ମହିଳାମାନଙ୍କର ଏକ ବଡ଼ ସମା‌ବେଶ ଆୟୋଜନ କରାଯାଇଥିଲା। କାର୍‌ଗିଲ୍‌ ପଡ଼ିଆରେ ହୋଇଥିବା ଏହି ସମାବେଶକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଅଡ଼ୁଆ ବଢ଼ାଇଲେଣି ଆଶାୟୀ: ଉତ୍ତରରେ ପ୍ରିୟଦର୍ଶୀଙ୍କ ଯୁବ-ଛାତ୍ର ସମାବେଶ

ଭୁବନେଶ୍ୱର: ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲାରେ ତିନି ବିଧାନସଭା କ୍ଷେତ୍ର। ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଧାୟକ ମଧ୍ୟ ବିଜେଡିର। ବର୍ତ୍ତମାନର ତିନି ବିଧାୟକ ପୁଣି ଥରେ ଟିକେଟ୍‌ ପାଇଁ ଆଶାବାଦୀ ଅଛନ୍ତି। ସେମାନେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଆପାର୍ଟମେଣ୍ଟରେ ସିନ୍ଧିଚୋରି ମାମଲା: ବୈଠକରେ ବାସିନ୍ଦାଙ୍କୁ ପୁଲିସର ପରାମର୍ଶ

ଭୁବନେଶ୍ବର: ରାଜଧାନୀର ଆପାର୍ଟମେଣ୍ଟଗୁଡ଼ିକରେ ବଢ଼ି ଚାଲିଥିବା ସିନ୍ଧିଚୋରି ରୋକିବାକୁ କମିସନରେଟ୍‌ ପୁଲିସର କସରତ ଚାଲିଛି। ଗତକାଲି ଖୋଦ୍‌ ପୁଲିସ କମିସନର ସମସ୍ତ ଏସିପି ଓ ସବୁ ଥାନାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ କରିଥିଲେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଆଜି…
ଅଧିକ ଖବର ଦେଖନ୍ତୁ...

ବିଜ୍ଞାପନ ହୋର୍ଡିଂରେ ଲାଗିଗଲା ଟ୍ରଲର୍‌: ଘଣ୍ଟାଏ କଲବଲ କଲା ଟ୍ରାଫିକ୍‌ ଜାମ୍‌

ଜଟଣୀ: ଆଜି ଟାଉନ୍‌ ଭିତରେ ମୁଖ୍ୟ ରାସ୍ତାରେ ଲାଗିଥିବା ଏକ ବିଜ୍ଞାପନ ହୋର୍ଡିଂରେ ବିଦ୍ୟୁତ୍ ଟ୍ରାନସ୍‌ଫର୍ମର ବୋଝେଇ ଟ୍ରଲର୍‌ ଲାଗିଯିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ଟ୍ରଲର୍‌ଟି ମୁଖ୍ୟ ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ଅଟକି ରହିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...