ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଛୁଟିଦିନ‌ର ମଜାଉଠାଇଲେ ନେଦରଲାଣ୍ଡ୍‌ସ ଖେଳାଳି

ରାଉରକେଲା: ପୁରୁଷ ହକି ପ୍ରୋଲିଗ୍‌ ପାଇଁ ବର୍ତ୍ତମାନ ନେଦରଲାଣ୍ଡ୍‌ସ ଦଳ ରାଉରକେଲାରେ ଅଛନ୍ତି। ଶୁକ୍ରବାର କୌଣସି ମ୍ୟାଚ୍‌ ନ ଥିବାରୁ ଏହି ବିରତିର ଭରପୁର୍‌ ମଜାଉଠାଇଛନ୍ତି ନେଦରଲାଣ୍ଡ୍‌ସ ଖେଳାଳି। ଦଳର ୫ ଜଣ ଖେଳାଳି ଜାସପର ବ୍ରିଙ୍କମାନ, ଫ୍ଲୋରିସ ୱୋର୍‌ଟେଲବୋର୍‌, ଗୁସ୍‌ ଜନସନ, ସେଭ…
ଅଧିକ ଖବର ଦେଖନ୍ତୁ...

ମୋ ବସ୍‌ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଦ୍ଵାରା ପରିଚାଳିତ ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ ଚଳନ୍ତା ବସ୍‌ଗୁଡ଼ିକର ଟ୍ରାକିଂ ଏବଂ ବସ୍…
ଅଧିକ ଖବର ଦେଖନ୍ତୁ...

ଅନ୍ୟକୁ ଜୀବନ ଦେବେ ଦମୟନ୍ତୀ; ଭୁବନେଶ୍ୱର ଏମ୍‌ସରୁ ଗ୍ରୀନ୍‌ କରିଡରରେ ନୂଆଦିଲ୍ଲୀ ଗଲା ଯକୃତ

ଭୁବନେଶ୍ବର: ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି କର୍ପୋରେଟର, ମେୟର ଓ ଡେପୁଟି ମେୟରଙ୍କ ମିଟିଂ ଭତ୍ତା ବୃଦ୍ଧି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ। କର୍ପୋରେସନ ମିଟିଂ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

୨୦୨୫ ସୁଦ୍ଧା ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ୫ଟି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ଏକାମ୍ର ବିକାଶ ପ୍ରକଳ୍ପର ଟିକନିକ୍ ସମୀକ୍ଷା କରିଛନ୍ତି। ସେ ସକାଳ ୬.୩୦ରୁ ୭.୩୦ ପର୍ଯ୍ୟନ୍ତ ପ୍ରକଳ୍ପ ବୁଲିଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭକ୍ତଙ୍କ ସୁବିଧା ଓ ଏକାମ୍ରକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ କିପରି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଆୟୋଗଙ୍କ ଚିଠି ପରେ ହରଡ଼ଘଣାରେ ବିଏମ୍‌ସି: ପୋଷ୍ଟର ହଟିବ

ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟିବ। କାନ୍ଥଲେଖା ବି ରହିବନି। ଏଭଳି ନିର୍ଦ୍ଦେଶ ଦେଇ ବିଏମ୍‌ସିକୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଚିଠି ମିଳିବା ପରେ ବିଏମ୍‌ସି ହରଡ଼ଘଣାରେ ପଡ଼ିଛି। ପୂର୍ବରୁ ସାଂସଦ ଅପରାଜିତାଙ୍କ କାନ୍ଥଲେଖା ହଟାଇ ବିଏମ୍‌ସି…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏବିଟିରେ ଟ୍ରାଏଲ୍‌ ରନ୍‌: ୬ କୋଟି ବ୍ୟୟରେ ହେବ ଆଇଡିଆଲ୍‌ ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌(ବିଏସ୍‌ଏବିଟି)। ଏହି କ୍ରମରେ ୧୬ ତାରିଖରୁ ବସ୍‌ଗୁଡ଼ିକର ଟ୍ରାଏଲ୍‌ ରନ୍‌ ଚାଲିଛି। ବସ୍‌ଷ୍ଟାଣ୍ଡ ଭିତରକୁ ଆସିବାକୁ ଥିବା ସମସ୍ତ ବସ୍‌ରେ ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେସନ…
ଅଧିକ ଖବର ଦେଖନ୍ତୁ...

ଲଢ଼େଇର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ: ବଦଳୁନି ବହି, ସବୁ ପେଣ୍ଡାଲରେ ଭିଡ଼ ହାଉଯାଉ

ଖଣ୍ଡଗିରି: ଖଣ୍ଡଗିରି ଅପେରା ଲଢ଼େଇର ପ୍ରଥମ ପର୍ଯ୍ୟାୟରେ ଆସିଥିବା ସବୁ ଯାତ୍ରାପାର୍ଟିଙ୍କର ବିଦାୟ ନେବା ସମୟ ଆସିଗଲାଣି। ୧୮ ତାରିଖରୁ ଆସିଥିବା ସାଇ ସମ୍ରାଟ, କୋଣାର୍କ, କଳିଙ୍ଗ, ଦୂର୍ଗା ମନ୍ଦିର, ଗୌରୀ ମଧ୍ୟରୁ ସାଇ ସମ୍ରାଟ ୩ ରାତି ନାଟକ ମଞ୍ଚସ୍ଥ କରି ବିଦାୟ ନେଇ ସାରିଛି। ତା'…
ଅଧିକ ଖବର ଦେଖନ୍ତୁ...

ପୁଣି ନାଲ୍‌କୋ ଛକରେ ଦୁର୍ଘଟଣା: କ୍ରେଟା ଓ କିଆ ମୁହାଁମୁହିଁ

ଚନ୍ଦ୍ରଶେଖରପୁର: ଦୁର୍ଘଟଣାପ୍ରବଣ ନାଲ୍‌କୋ ଛକରେ ପୁଣି ଆଜି ରାତିରେ ଘଟିଛି ଏକ ଦୁର୍ଘଟଣା। ଏକ କ୍ରେଟା ଓ କିଆ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗାଡ଼ିର ଚାଳକଦ୍ବୟ ସାମାନ୍ୟ ଆହତ ହୋଇଛନ୍ତି। ମୈତ୍ରୀବିହାର ଥାନା ପୁଲିସ ଚାଳକଦ୍ବୟଙ୍କୁ ଡାକ୍ତରଖାନାକୁ ପଠାଇବା ସହ ଗାଡ଼ିଦୁଇଟିକୁ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ତଡ଼ିଦେବାରୁ ୨ ଗାଡ଼ି ପୋଡ଼ିଦେଲା: ଚାଳକକୁ ଧରାଇଦେଲା ସିସିଟିଭି ଫୁଟେଜ୍‌

ଭୁବନେଶ୍ବର: ମାଲିକ ତାଙ୍କୁ ବାହାନା କରି ଡ୍ରାଇଭର ଚାକିରିରୁ ତଡ଼ିଦେଲେ। ଗାଡ଼ି ଖରାପ ବୋଲି ମିଛ କହି ଚାକିରିରୁ ବାହାର କରିଦେଲେ। କିନ୍ତୁ କିଛି ଦିନ ପରେ ଆଉ ଜଣେ ଡ୍ରାଇଭରକୁ ଚାକିରିରେ ରଖିଲେ। ତେଣୁ ରାଗ ହେଲା ଏବଂ ପ୍ରତିଶୋଧ ପରାୟଣ ହୋଇ ମାଲିକଙ୍କ କାର୍‌ ଓ ବାଇକ୍‌ରେ ନିଆଁ…
ଅଧିକ ଖବର ଦେଖନ୍ତୁ...