ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

୪୨ ମହଲା ଆବାସିକ ଟାୱାର ଇଭୋସ୍ ଆଲକେମି ଉନ୍ମୋଚିତ: ବିଳାସମୟ ବାସସ୍ଥାନ କ୍ଷେତ୍ରରେ ନୂଆ ମାନଦଣ୍ଡ

ଚନ୍ଦ୍ରଶେଖରପୁର: ଇଭୋସ୍ ବିଲଡ଼କନ୍ ପକ୍ଷରୁ ରଘୁନାଥପୁରଠାରେ ଏକ ୪୨ ମହଲା ବିଶିଷ୍ଟ ଆବାସିକ ଟାୱାର- ଇଭୋସ୍‌ ଆଲକେମିର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଟାୱାର ଭୁବନେଶ୍ବରରେ ବିଳାସମୟ ବାସସ୍ଥାନ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ତିଆରି କରିବ। ଉନ୍ମୋଚନ ଅବସରରେ ବଲିଉଡ ଗାୟକ…
ଅଧିକ ଖବର ଦେଖନ୍ତୁ...

‘ଭାରତ ରଙ୍ଗ ମହୋତ୍ସବ’

ଭୁବନେଶ୍ବର: କାମ୍‌ କୈସା ଚଲ୍‌ ରହା ହୈ...? କାମ୍‌ ବିଲ୍‌କୁଲ୍‌ ତର୍‌କି ମେ ଚଲ୍‌ ରାହା ହୈ...। ସମ୍ରାଟ ଶାହ ଜାହାନଙ୍କ ପ୍ରଶ୍ନରେ ପ୍ରତିଥର ଏଭଳି ଉତ୍ତର ରଖନ୍ତି ପୂର୍ତ୍ତବିଭାର ମୁଖ୍ୟଯନ୍ତ୍ରୀ ଗୁପ୍ତାଜୀ। ଆଉ ଶାହ ଜାହାନଙ୍କ ଭଣ୍ଡାର ଘର ଖାଲି କରିବାରେ ଲାଗି ପଡ଼ନ୍ତି। ସ୍ବର୍ଗତଃ…
ଅଧିକ ଖବର ଦେଖନ୍ତୁ...

ପାର୍କିଂ ଜାଗା ନାହିଁ ପାର୍କ ହେଉଛି, ଗାଡ଼ି ରଖିବେ କେଉଁଠି?

ଭୁବନେଶ୍ୱର): ଶତାବ୍ଦି ନଗରରେ ବିଏମ୍‌ସିର ମନମୁଖୀ କାର୍ଯ୍ୟ। ବିନା ପାର୍କିଂ ସୁବିଧାରେ ବିଏମ୍‌ସି ପାର୍କ ନିର୍ମାଣ କରୁଛି। ଏହି ପାର୍କକୁ ଆସିବାକୁ ଥିବା ଲୋକମାନେ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବେ। ଦିନକୁ ଦିନ ଗାଡ଼ି ସଂଖ୍ୟା ବଢ଼ୁଥିବାରୁ ଏହି ରାସ୍ତାରେ ଅନେକ ଦିନ ହେବ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଅନୁଦାନ ଟଙ୍କାକୁ ନେଇ ବିବାଦ: ୫ ଦିନ ହେଲା ମନ୍ଦିରରେ ତାଲା

ଜଟଣୀ: ଉନ୍ନତୀକରଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାକୁ କେନ୍ଦ୍ର କରି ଜଟଣୀ ବାଛରାପାଟଣାର ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ବିବାଦ ଦେଖାଦେଇଛି। ମନ୍ଦିର ଦାୟିତ୍ୱରେ ଥିବା ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ମହିଳା ସଂଘ ମଧ୍ୟରେ ବିଦାଦ ଉଗ୍ରରୂପ ନେବାରୁ ୫ଦିନ ହେଲା ମନ୍ଦିରର ତାଲା ଖୋଲାଯାଉ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନରେ ଟିକଟ୍‌ ବିକ୍ରି ନୈରାଶ୍ୟଜନକ; ହକି ପ୍ରୋ-ଲିଗ୍‌ ଟିକଟ୍‌ ବିକ୍ରି ଆରମ୍ଭ

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ବର୍ଗର ହକି ପ୍ରୋ-ଲିଗ୍‌ ଖେଳାଯିବ। ଏଥିପାଇଁ ପୂର୍ବରୁ ଅନଲାଇନ୍‌ ଟିକଟ ବିକ୍ରି ହୋଇସାରିଥିବାବେଳେ ଗୁରୁବାର ଦିନଠାରୁ ଅଫ୍‌ଲାଇନ୍‌ ଟିକଟ୍‌ ବିକ୍ରି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଚନ୍ଦକା ଆସିବେ ତପ୍ତପାଣି ସମ୍ବର: ଅଭ୍ୟସ୍ତ ହେଉଛନ୍ତି କଟକରୁ ଆସିଥିବା ହରିଣ

ଚନ୍ଦ୍ରଶେଖରପୁର: ନୂଆ ନୂଆ ବନ୍ୟଜନ୍ତୁଙ୍କ ବାସସ୍ଥାନ ପାଲଟୁଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ। ଏହା ସହିତ କୁମ୍‌କୀରେ ହାତୀ ପ୍ରଶିକ୍ଷଣ ପାଇଁ ହାତୀ ପାଠଶାଳା ପ୍ରସ୍ତୁତି ହେଉଛି। କଟକ ତୁଳସୀପୁରସ୍ଥିତ ହରିଣ ପାର୍କରୁ ସ୍ଥାନାନ୍ତର ହୋଇଥିବା ୨୭୬ଟି ହରିଣଙ୍କୁ ଅଭୟାରଣ୍ୟର ଆମ୍ବିଲୋ ଓ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ରୋଜ୍‌ ଡେ’: ଫୁଲୋଁ କେ ରଙ୍ଗ୍‌ ସେ, ଦିଲ୍‌ କି କଲମ୍‌ ସେ…

ଖଣ୍ଡଗିରି: ଯୁଗ ବଦଳିଛି। ସମୟ ସହ ତାଳ ଦେଇ ଲୋକଙ୍କ ଚଳଣି ଓ ଅଭ୍ୟାସ ମଧ୍ୟ ବଦଳୁଛି। ହେଲେ ପ୍ରେମକୁ ନେଇ ମଣିଷର ଆଗ୍ରହ, ବା ଅତିଆଗ୍ରହ, ରହିଛି ଅପରିବର୍ତ୍ତିତ। ତେବେ ସମୟାନୁକ୍ରମେ ପ୍ରେମ ନିବେଦନର ଶୈଳୀରେ ନୂତନତ୍ବ ଆସିଛି। ସଂଯୋଗକୁ ବସନ୍ତର ଆଗମନରେ ପ୍ରେମମୟ ହୋଇଉଠିଛି ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ପଞ୍ଚତୀର୍ଥ କଥା ଭୁଲିଗଲେ: କାର୍ଯ୍ୟକ୍ଷମ ହୋଇନାହିଁ ବସ୍‌ଷ୍ଟାଣ୍ଡ

ଖଣ୍ଡଗିରି ମାଘମେଳାକୁ ରାଜ୍ୟ ସରକାର ମାନ୍ୟତା ଦେବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରନ୍ତୁ। ଖଣ୍ଡଗିରି ପାଦଦେଶରେ, ପାହାଚର ବାମ ପାର୍ଶ୍ୱରେ ଏକ ପିଣ୍ଡି ବା ସନାତନ ବୈଦିକ ଧର୍ମ ସାଂସ୍କୃତିକ ମଣ୍ଡପ କରାଯାଉ। ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ଅତିଥିଶାଳା କରାଯାଉ।…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଅନ୍ତର୍ଜାତୀୟ ଭାରତ ରଙ୍ଗ ମହୋତ୍ସବ: ପ୍ରଥମ ଦିନରେ ‘ତାଜ୍‌ମହଲ କା ଟେଣ୍ଡର’

ଭୁବନେଶ୍ବର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି) ପକ୍ଷରୁ ୨୧ ଦିନିଆ ଅନ୍ତର୍ଜାତୀୟ ନାଟକ ମହୋତ୍ସବ ‘ଭାରତ ରଙ୍ଗ ମହୋତ୍ସବ’ ଆରମ୍ଭ ହୋଇଛି। ଫେବ୍ରୁଆରି ୧ରୁ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଦେଶର ୧୫ଟି ସହରରେ…
ଅଧିକ ଖବର ଦେଖନ୍ତୁ...

ଭାଷା ପ୍ରଦର୍ଶନୀ ବୁଲି ଦେଖିଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିସରରେ ପ୍ରାଚୀନ, ମଧ୍ୟଯୁଗ ଓ ଆଧୁନିକ- ୩ଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ଆଜି ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଓ ଐତିହ୍ୟକୁ ନେଇ ପ୍ରଦର୍ଶିତ…
ଅଧିକ ଖବର ଦେଖନ୍ତୁ...