ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୮ ତାରିଖ ଦିନ ପବିତ୍ର ମହାଶିବରାତ୍ରୀ ଅନୁଷ୍ଠିତ ହେବ। ସେହିଦିନ ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଜାଗର ଦିନ ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହେଇଛି। ତେବେ ଚଳିତବର୍ଷ  ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମଋତୁର ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିନ  ୨ଟା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ମାଟ୍ରିକ୍‌ ପରୀକ୍ଷା: ୪୭ କେନ୍ଦ୍ରରେ ୧୨ହଜାର ପରୀକ୍ଷାର୍ଥୀ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଆସନ୍ତାକାଲି(ମଙ୍ଗଳବାର)ଠାରୁ ଆ‌ରମ୍ଭ ହେଉଛି। ଏଥିପାଇଁ ଭୁବନେଶ୍ବର ସମେତ ସମସ୍ତ ବ୍ଲକ ପାଇଁ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

କାନ୍ଥ ରାଜନୀତିକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ବର: ପ୍ରଥମେ ଭୁବନେଶ୍ବର ସାଂସଦ ତଥା ୨୦୨୪ର ବିଜେପି‌ ଆଶାୟୀ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକମାନେ ରାଜଧାନୀ କାନ୍ଥରେ ଲେଖିଲେ ‘ଆଉ ଥରେ ଅପରାଜିତା’। ଗଳିକନ୍ଦି କାନ୍ଥ ସାଙ୍ଗକୁ ରାସ୍ତା ପାର୍ଶ୍ବ ପାଚେରିରେ ପଦ୍ମ ଫୁଲ ସହ ଅପରାଜିତାଙ୍କ ସମର୍ଥନରେ କର୍ମୀମାନେ ଗୋଟିଏ ପରେ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗଙ୍କୁ ଏତେ ଘୃଣା କାହିଁକି? ବିଏମ୍‌ସି ପ୍ରତାରଣାର ଶିକାର ଦୃଷ୍ଟିବାଧିତ ବ୍ୟବସାୟୀ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କୁ ଏତେ ଘୃଣା କାହିଁକି? ସରକାରୀ ଜାଗା ମାଡ଼ି ବସି ବିଏମ୍‌ସି ଅଧିକାରୀଙ୍କୁ କୋର୍ଟ ପର୍ଯ୍ୟନ୍ତ ଟାଣି ନେଉଥିବା ଜବରଦଖଲକାରୀଙ୍କୁ ସୁରକ୍ଷା ଦେଇ ବିଏମ୍ସି ଦୃଷ୍ଟିବାଧିତ ବ୍ୟବସାୟୀଙ୍କ ଉପରେ କି ପ୍ରକାର ରାଗ ସୁଝାଉଛି? ଶହ ଶହ ଭେଣ୍ଡିଂ ଜୋନ୍‌ରେ ନିଜ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ତ୍ରୁଟିପୂର୍ଣ୍ଣ ପରିମଳ ଟେଣ୍ଡର ପାଇଁ ଖର୍ଚ୍ଚାନ୍ତ ବିଏମ୍‌ସି

ଭୁବନେଶ୍ୱର: ପୂର୍ବରୁ ୩ଟି ସଂସ୍ଥା ସହରକୁ ସଫା କରୁଥିଲେ। ଓଜନ ହିସାବରେ ଆବର୍ଜନା ବୋହୁଥିଲେ। ଏଣୁ ଯେଉଁଠୁ ଯାହା ପାରୁଥିଲେ ବୋହି ନେଉଥିଲେ। କେଉଁ ଆବର୍ଜନା ନେବେ, କେଉଁ ଆବର୍ଜନା ନେବେନି, ସେ ନେଇ କୌଣସି କଟକଣା ନଥିଲା। ହେଲେ ଏହି ବ୍ୟବସ୍ଥା ସରକାରୀ ବଡ଼ବାବୁମାନଙ୍କର ପସନ୍ଦ ହେଲାନି।…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳତା କଟକଣା ପରେ ବି ଉତ୍ସାହ କମିନି

ଖଣ୍ଡଗିରି: ଖଣ୍ଡଗିରି ଅପେରା ଲଢ଼େଇରେ ଆଜି ଦ୍ବିତୀୟ ରଜନୀରେ ମଇଦାନକୁ ଓହ୍ଲାଇଥିବା ୫ ଅପେରା ପାର୍ଟି ସାଇସମ୍ରାଟ, କୋଣାର୍କ, କଳିଙ୍ଗ, ଦୁର୍ଗାମନ୍ଦିର ଓ ଗୌରୀ ଗଣନାଟ୍ୟ ନିଜ ନିଜର ଚର୍ଚ୍ଚିତ ନାଟକ ମଞ୍ଚସ୍ଥ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଆଜି ମହତାବ ପେଣ୍ଡାଲରେ ଅପେରା…
ଅଧିକ ଖବର ଦେଖନ୍ତୁ...

କେନାଲ ପାଣି କାମରେ ଆସୁନି: କୋଉ କୂଳର ହେଲାନି ଚାଷୀ

ବାଲିପାଟଣା: ଦୁଇ ଦଶନ୍ଧି ପରେ କେନାଲ‌ରେ ପାଣି ଆସିଲା। ଖରାଦିନିଆ ଧାନ ଚାଷ କରିବାକୁ ଚାଷୀମାନେ ଆଗ୍ରହର ସହ ପ୍ରସ୍ତୁତ ହେଲେ। ବହୁ ଚାଷୀ ରବି ଫସଲରୁ ମୁହଁ ଫେରାଇ ଧାନ ଚାଷ କରିବାକୁ ସଜବାଜ ହେଲେ। ମାତ୍ର ଏବେ ଫଳ ହେଲା ଓଲଟା। କେନାଲରେ ଆସୁଥିବା ପାଣି ଜମିରେ ପହଞ୍ଚି ପାରୁନଥିବାରୁ…
ଅଧିକ ଖବର ଦେଖନ୍ତୁ...

ବାଛରା ଜଗନ୍ନାଥ ମନ୍ଦିର ବିବାଦ: ୧୬ଦିନ ହେଲା ମହାପ୍ରଭୁଙ୍କ ନୀତି ବନ୍ଦ

ଜଟଣୀ: ବାଛରା ଜଗନ୍ନାଥ ମନ୍ଦିର ବିବାଦ ଘଟଣା ଥମିବାର ନାଁ ଧରୁନି। ଦୀର୍ଘ ୧୬ ଦିନ ଧରି ମନ୍ଦିରରେ ତାଲା ପଡ଼ିଛି। ଦୁଇଟି ଗୋଷ୍ଠୀ ପକ୍ଷରୁ ମନ୍ଦିରରେ ଦୁଇଟି ତାଲା ପକାଯାଇଛି। ଫଳରେ ୧୬ଦିନ ହେଲା ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ଠାକୁର ଉପବାସରେ ରହିଛିନ୍ତି। ବିବାଦର ସମାଧାନ ବାଟ…
ଅଧିକ ଖବର ଦେଖନ୍ତୁ...

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର…
ଅଧିକ ଖବର ଦେଖନ୍ତୁ...