ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମୋ’ ବସ୍‌ ଧକ୍କାରୁ ତୁମୁଳକାଣ୍ଡ: ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଚନ୍ଦ୍ରଶେଖପୁର: ଆଜି ରାତି ପ୍ରାୟ ନଅଟା ବେଳେ କିଟ୍ ବିଗ୍‌ବଜାର ଛକ ନିକଟରେ ମୋ’ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆହତ ଯୁବକ ଜଣକ ଶିଖରଚଣ୍ଡୀ ବସ୍ତିର ପି.କେଶୁ ରେଡ୍ଡୀ(୪୫)। ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ କେଶୁଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍‌କୁ ପଠାଇଛି।…
ଅଧିକ ଖବର ଦେଖନ୍ତୁ...

ବିଜୁଳି ଅନୁମତି ପାଇଁ ଅଟକିଛି ଡେମୋ: ଖୁବ୍‌ଶୀଘ୍ର ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’

ଖଣ୍ଡଗିରି: ଖୁବଶୀଘ୍ର ଉଦ୍‌ଘାଟିତ ହେବ ବହୁ ପ୍ରତୀକ୍ଷିତ ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’। ସୋ’ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନକୌଶଳର ସରଞ୍ଜାମ ଲାଗି ସାରିଛି। ଏବେ କେବଳ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି ବୋଲି ବୋଲି ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ପକ୍ଷରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ଉପକଣ୍ଠରେ ଅଳିଆ ଚିନ୍ତା: ପ୍ରତି ପଞ୍ଚାୟତରେ ଖତ ହେଉଛି ୩ ଠେଲା ଗାଡ଼ି

ଖଣ୍ଡଗିରି: ସହରରେ ଆବର୍ଜନା ବିବାଦ ତୁଟି ନ ଥିବା ବେଳେ ଉପକଣ୍ଠରେ ଆବର୍ଜନା ପରିଚାଳନା ସମସ୍ୟା ଏବେ ଉତ୍କଟ ହେଲାଣି। ସମଗ୍ର ଗାଁ ଆବର୍ଜନାମୟ ହୋଇ ପଡ଼ିଲାଣି। କେବଳ ଘର ଦୁଆରମୁହଁକୁ ଛାଡ଼ିଦେଲେ ବାକି ସବୁ ଜାଗାରେ ପୁଳା ପୁଳା ଆବର୍ଜନା। ରାସ୍ତା କଡ଼ରେ ପଡ଼ିଥିବା ଜରି, ପ୍ଲାଷ୍ଟିକ୍‌, କାଗଜ,…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା‌ ଚାପରେ ନାବାଳକଙ୍କ ଆତ୍ମହତ୍ୟା!

ଭୁବନେଶ୍ବର: ଆଜି ଅପରାହ୍ଣରେ ଖାରବେଳନଗର ଥାନା ୟୁନିଟ୍‌-୩ ଅଞ୍ଚଳରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ୟୁନିଟ୍‌-୩ କ୍ବାର୍ଟର୍ସ ନମ୍ବର ୨୫/୧ରେ ରହୁଥିବା ସରକାରୀ କର୍ମଚାରୀ ସନ୍ତୋଷ ପରିଡ଼ାଙ୍କ ପୁଅ ସ୍ବୟଂଶୁ(୧୪)। ସ୍ବୟଂଶୁ ପାଠପଢ଼ା ଓ ପରୀକ୍ଷା ଚାପରୁ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ସୁରକ୍ଷା ସମୀକ୍ଷା କଲେ ଡିଜିପି: ଦାୟିତ୍ବରେ ୧୧୩ ଅଧିକାରୀ, ୨୮ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାରଠାରୁ ଆରମ୍ଭ ହେବ ବିଧାନସଭା କାମଚଳା ବଜେଟ୍‌ ଅଧିବେଶନ। ଏହା ଫେବ୍ରୁଆରି ୧୩ ତାରିଖ ଯାଏ ଚାଲିବ। ଏହି ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ଆର୍ଥରାଇଟ୍‌ସରେ ପୀଡ଼ିତ ନନ୍ଦନର ସୁସ୍ଥ ହେବା ଆଶା କ୍ଷୀଣ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ ବର୍ଷୀୟ ବୃଦ୍ଧ ମହାବଳ ନନ୍ଦନ ଆର୍ଥାରାଇଟ୍‌ସ(ଅସ୍ଥିଜନିତ ସମସ୍ୟା)ରେ ପୀଡ଼ିତ। ଅଣ୍ଟାରେ ଅସ୍ଥିଜନିତ ସମସ୍ୟା ଯୋଗୁଁ ସେ ତା’ର ପଛ ଗୋଡ଼ ତଳୁ ଉଠାଇପାରୁନାହିଁ। ତେଣୁ ଘୁଷୁରି ଘୁଷୁରି ଚାଲୁଛି। ନନ୍ଦନକାନନ ଚିକିତ୍ସକଙ୍କ ସହ ଓୟୁଏଟି ପ୍ରାଣୀ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଆଧୁନିକ ଓଡ଼ିଶା ଗଠନରେ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମଳନୀକୁ ନେଇ ସଭିଙ୍କ ମଧ୍ୟରେ ଉତ୍ସାହ ବାରି ହୋଇପଡ଼ୁଛି। ଆଜି ୪ଟି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସମ୍ପର୍କିତ ୮ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୪୦ ଜଣ ଭାଷାବିତ୍‌ ଓ ଗବେଷକ ଯୋଗଦେଇ ସାରଗର୍ଭକ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

କିଟ୍‌ରେ ୨ ଦିନିଆ ଓଡ଼ିଆ କବି ସମ୍ମିଳନୀ: କବିତା ହୃଦୟରୁ ଫୁଟେ; ପାଣ୍ଡିଆନ୍‌

ଚନ୍ଦ୍ରଶେଖରପୁର: ଯିଏ ଯେଉଁସ୍ତରରେ କାମ କରୁ, କର୍ମକ୍ଷେତ୍ରରେ ସମସ୍ତେ ଜଣେ ଜଣେ କବି। ସମସ୍ତଙ୍କ ଭିତରେ କବିତା ସୃଷ୍ଟି କରିବାର କ୍ଷମତା ରହିଛି। କବିତା ହୃଦୟର ଭାଷା ଓ ହୃଦୟରୁ ଫୁଟେ। ଆଜି କିଟ୍‌ରେ ଉଦ୍‌ଘାଟିତ ୨ ଦିନିଆ ଓଡ଼ିଆ କବି ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧିବେଶନରେ ୫-ଟି ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଆ ଭାଷାକୁ ବିକଶିତ କରିବା ପାଇଁ ସହଯୋଗ ଲୋଡ଼ା’: ସୋଆ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ

ଭୁବନେଶ୍ୱର: ଓଡ଼ିଆ ୬ଷ୍ଠ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଏହି ଭାଷାକୁ ବିକଶିତ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ’ରେ ବକ୍ତାମାନେ ମତ ଦେଇଛନ୍ତି। ପ୍ରଥମ ବିଶ୍ୱ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟି ଆଢ଼ୁଆଳରେ ମକରଘାଟ ଜଳପ୍ରପାତ

ରାଉରକେଲା: ପର୍ଯ୍ୟଟନର ବିକାଶ ହେଲେ ଦେଶ ତଥା ରାଜ୍ୟ ବିକାଶ ହୋଇଥାଏ। ପର୍ଯ୍ୟଟନସ୍ଥଳଗୁଡ଼ିକରେ ପର୍ଯ୍ୟଟଙ୍କ ସଂଖ୍ୟା ବଢ଼ିଲେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ। ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ଅନେକ ଆକର୍ଷଣୀୟ ସ୍ଥାନ ରହିଛି, ଯାହାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିନି। ଲହୁଣିପଡା…
ଅଧିକ ଖବର ଦେଖନ୍ତୁ...