ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

‘ନବୋଦୟ ଆଲୁମିନି’ର ବାର୍ଷିକୋତ୍ସବ ଅନୁଷ୍ଠିତ 

ଭୁବନେଶ୍ୱର: ନବୋଦୟ ଆଲୁମିନି ଆସୋସିଏସନ୍ ଅଫ୍ ଓଡିଶା (ଏନ୍‌ଏଏଓ) ବାର୍ଷିକ ଆଲୁମିନି ମିଟ୍ ରବିବାର ଅନୁଷ୍ଠିତ ହୋଇଛି। ଜୱାହାର ନବୋଦୟ ବିଦ୍ୟାଳୟ ସମ୍ପ୍ରଦାୟ ମଧ୍ୟରେ ହର୍ଷ ଉଲ୍ଲାସର ଆଦାନ ପ୍ରଦାନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛି। ସ୍ଥାନୀୟ ରେଳ ଅଡିଟୋରିୟମରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ସମୀର କୁମାର ମହାନ୍ତି ଆରଏସ୍‌ଏସ୍ ଓଡ଼ିଶା ପ୍ରାନ୍ତ ସଂଘଚାଳକ ରୂପେ ନିର୍ବାଚିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଫେବ୍ରୁଆରି ୩ ଓ ୪ ଦୁଇ ଦିନଧରି ଅନୁଷ୍ଠିତ ଏହି ବୈଠକର ଶେଷ ଦିନରେ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଅଷ୍ଟମ ଶ୍ରେଣୀର ଛାତ୍ରର ମୃତଦେହ ଉଦ୍ଧାର

ଭୁବନେଶ୍ବର: ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅକୁ ବାପ ପିଟିପିଟି ମାରି ‌ଦେଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱର ଖାରବେଳନଗର ଥାନା ଅଧୀନ ୟୁନିଟ-୩ ଅଞ୍ଚଳରେ ଏଭଳି ଚଞ୍ଚଲ୍ୟକର ଘଟଣା ଘଟିଛି। ମୃତ ଛାତ୍ର ହେଲେ ସ୍ବୟଂଶୁ ପରିଡ଼ା। ଅଭିଯୁକ୍ତ ବାପଙ୍କ ନାମ ସନ୍ତୋଷ କୁମାର ପରିଡ଼ା।…
ଅଧିକ ଖବର ଦେଖନ୍ତୁ...

ଏକାମ୍ର ଉତ୍ସବ ଉଦ୍‌ଘାଟିତ: ଝୁମନ୍ତୁ ଖାଆନ୍ତୁ କିଣନ୍ତୁ!

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ବରରେ ଆୟୋଜିତ ହୋଇଛି। ଓଡ଼ିଆ ଭାଷାର ମହତ୍ବ ସାରା ବିଶ୍ବ ବୁଝିବାର ସୁଯୋଗ ସୃଷ୍ଟି ହୋଇଛି। ପୂରା ଭୁବନେଶ୍ବର ଓଡ଼ିଆ ଓଡ଼ିଆ ବାସ୍ନା ହେଉଛି। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କର ଏଭଳି ଏକ ଉଦ୍ୟମ ପ୍ରତ୍ୟେକ ଓଡ଼ିଆ ପାଇଁ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସ ଧର୍ମଶାଳା ଲୋକାର୍ପିତ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଭୁବନେଶ୍ବର ଏମ୍‌ସ ଧର୍ମଶାଳା ଆଜି ଲୋକାର୍ପିତ ହୋଇଯାଇଛି। ୧୫୯ କକ୍ଷ ଓ ୪୯୨ ଶଯ୍ୟା ବିଶିଷ୍ଟ ଏହି ଧର୍ମଶାଳାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିୟ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏଣିକି ନାମମାତ୍ର ମୂଲ୍ୟ ଦେଇ ରୋଗୀ ଓ…
ଅଧିକ ଖବର ଦେଖନ୍ତୁ...

‘ବନ୍ଦେ ଉତ୍କଳ ଜନନୀ’ ଗାନରେ ଝଙ୍କୃତ ହେଲା କିସ୍‌: ଗାଇଲେ ୪୦ ହଜାର ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‍ଘାଟନ ଉତ୍ସବର ଅବ୍ୟବହିତ ପୂର୍ବରୁ କିସ୍‌ କ୍ୟାମ୍ପସ୍‌ରେ ଝଙ୍କୃତ ହୋଇଛି ଓଡ଼ିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’। କିସ୍‌ର ପୃଥକ ପୃଥକ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀମାନେ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ‘ପାସ୍‌ ଦରକାର ନାହିଁ, ପରିବାର ସହ ଆସନ୍ତୁ’

ଭୁବନେଶ୍ବର: ଆଜି ସନ୍ଧ୍ୟାରେ 'ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ'ର ମିଡିଆ ଗ୍ୟାଲେରି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଯୋଗଦେଇ କହିଲେ, ପ୍ରଥମ ଓଡ଼ିଆ ଭାଷା…
ଅଧିକ ଖବର ଦେଖନ୍ତୁ...

୭ରେ ରାହୁଲଙ୍କ ରୋଡ ସୋ’ ଓ ଜନସମାବେଶ, ରୁଟ୍‌ ତଦାରଖ କଲେ ପିସିସି ସଭାପତି ଓ ଏଆଇସିସି ସମ୍ପାଦକ

ରାଉରକେଲା/ବୀରମିତ୍ରପୁର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥି ପାଇଁ ପଶ୍ଚିମ ଓଡ଼ିଶାରେ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡ଼ି ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟଯାତ୍ରା’ ଜରିଆରେ ପଶ୍ଚିମଓଡ଼ିଶାରେ ନିର୍ବାଚନୀ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାକୁ ମୋଦୀ ଦେଲେ ୧୯ ହଜାର କୋଟିର ପ୍ରକଳ୍ପ 

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରାୟ ୬୮ ହଜାର କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଲୋକାର୍ପଣ, ଉଦ୍‌ଘାଟନ କରିଛନ୍ତି। ଏଥି ମଧ୍ୟରୁ ସିଂହଭାଗ ପାଇଛି ସୁନ୍ଦରଗଡ଼ ଜିଲ୍ଲା। ୩ଟି ଜାତୀୟ ରାଜପଥ ସମେତ ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ୧୯ ହଜାର ୧୮୦ କୋଟି ବ୍ୟୟ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସ ଭୁବନେଶ୍ୱରରେ ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ସହ ଅତ୍ୟାଧୁନିକ ମେସିନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ଧର୍ମଶାଳା, ନୂତନ…
ଅଧିକ ଖବର ଦେଖନ୍ତୁ...