ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶର ଦ୍ୱିତୀୟ ଦିବସ: ‘ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଗାଁପୋଖରୀ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ପ୍ରାଣୀପାଳନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି ଏହାର ବ୍ୟାବସାୟକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିକରେ ମହିଳା ସ୍ୱୟଂ ସହାୟକ…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ି-ବିଜେପିର ପ୍ରତୀକାତ୍ମକ ବିବାହ; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଉରକେଲା: ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରି ରାଜ୍ୟସଭାକୁ ପଠାଇବା ପ୍ରତିବାଦର ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ସାମିଲ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଖଣ୍ଡଗିରି ମେଳା: ରୋଶଣିରେ କମ୍ପିଲା, ସାଧୁମୟ ତପୋଭୂମି

ଖଣ୍ଡଗିରି: କମ୍ପୁଛି ଖଣ୍ଡଗିରି-ଉଦୟଗିରି। ଭଜନ କୀର୍ତ୍ତନ ଓ ହରିନାମରେ ମୁଖରିତ ଖଣ୍ଡମଣ୍ଡଳ। ସାଧୁସନ୍ଥଙ୍କ ଓମ୍‌କାର ଧ୍ବନି ପାହାଡ଼ ସାରା ଗୁଞ୍ଜରିତ ହେଉଛି। ଏହା ସହିତ ଆଜି ପବିତ୍ର ମାଘସପ୍ତମୀରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହୋଇଛି। ଏକ ଭକ୍ତିମୟ ପରିବେଶରେ ହଜାର ହଜାର ଭକ୍ତଙ୍କ ଗହଣରେ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡଗିରି ଟ୍ରିପଲ୍‌ ମର୍ଡର ମାମଲା‌: ଆସାମୀକୁ ଆଜୀବନ ସଜା

ଭୁବନେଶ୍ବର: ୧୦ ବର୍ଷ ପରେ ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ୍‌ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ଭୁବନେଶ୍ବର ଏଡିଜେ-୧ କୋର୍ଟ ବିଚାରପତି ଜଷ୍ଟିସ୍‌ ଦେବାଶିଷ ରାଉତ ଆସାମୀ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ସ୍ନେହସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭାରତବନ୍ଦ ଭୁବନେଶ୍ବରରେ ପ୍ରଭାବଶୂନ୍ୟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ମିଳିତ ମଞ୍ଚ ତରଫରୁ ଦିଆଯାଇଥିବା ଗ୍ରାମୀଣ ଭାରତ ବନ୍ଦ ଡାକରା ଭୁବନେଶ୍ବରରେ ପ୍ରଭାବଶୂନ୍ୟ ହୋଇଛି। ଏହି ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ବୋଦା, ଆମେରିକୀୟ ଟର୍କୀ: ପାଣିରେ ଚାଲିଲେ ପାଦରେ ଲାଗୁନି ପାଣି

ଚନ୍ଦ୍ରଶେଖରପୁର: ପାଣି କହିଲେ ସାଧାରଣତଃ ଓଦାକୁ ହିଁ ବୁଝାଏ। ହାତ ହେଉ କିମ୍ବା ପାଦ, ପାଣି ଲାଗିଲା ମାନେ ସେ ଜିନିଷ ହେଉ କି ମଣିଷ, ସବୁକିଛି ଓଦା ହୋଇଯାଏ। ମାତ୍ର ଆପଣଙ୍କୁ ଯଦି କୁହାଯାଏ, ପାଣିରେ ଚାଲିବେ ମାତ୍ର ପାଦରେ ଲାଗିବ ନାହିଁ, ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିନ୍ତ। ତେବେ ଏମିତି ଘଟଣା…
ଅଧିକ ଖବର ଦେଖନ୍ତୁ...

ଖଣ୍ଡାଚୋଟରେ ଯୁବକ ଗୁରୁତର: ମଦନପୁରରେ ୪ ଦୁର୍ବୃତ୍ତଙ୍କ ଆତଙ୍କରାଜ

ମେଣ୍ଢାଶାଳ: ଆଜି ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ୪ ଅପରିଚିତ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ସେହି ଗଁାର ଲିଙ୍କନ୍ ବଳିୟାରସିଂହ ଓରଫ୍‌ ବାପିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ବାପିଙ୍କ ଗୋଡ଼, ହାତ ଓ ଛାତି‌ରେ ଗଭୀର…
ଅଧିକ ଖବର ଦେଖନ୍ତୁ...

ପ୍ରମୁଖ ପାର୍କରେ ଲାଇବ୍ରେରି ହେବ: ଫେବୃଆରି ଶେଷ ସୁଦ୍ଧା ବିଏସବିଟି ଲୋକାର୍ପଣ

ଭୁବନେଶ୍ବର: ରାଜ୍ୟ ଖଣି ନିଗମ ପୁନରୁଦ୍ଧାର କରୁଥିବା ହରେକୃଷ୍ଣ ମହତାବ ରାଜ୍ୟ ପାଠଗାରର ଶିଳାନ୍ୟାସ ଆସନ୍ତା ୧୯ ତାରିଖରେ ହେବ। ବାପୁଜୀନଗରରେ ସନ୍ଥକବି ଭୀମଭୋଇ ଲାଇବ୍ରେରି ମଧ୍ୟ ୧୯ ତାରିଖରେ ଲୋକାର୍ପଣ ହେବ। ଉଭୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଡଷ୍ଟବିନ୍‌ ହଟାଇଥିଲେ, ଏବେ କିଣିବେ

ଭୁବନେଶ୍ବର: ଭୁବନେଶ୍ବରକୁ ‘ଡଷ୍ଟବିନ୍‌ମୁକ୍ତ’ ସହର କରିବା ପାଇଁ ବିଏମ୍‌ସି ୨୦୨୨ ମସିହାରେ ନିଷ୍ପତ୍ତି ନେଇଥିଲା। ଲୋକଙ୍କ ଘରୁ ଦୈନିକ ଯାହା ଆବର୍ଜନା ବାହାରିବ, ତାକୁ ଲୋକମାନେ ସାଇତି ରଖିବେ ଓ ପରଦିନ ତାହାକୁ ସଫେଇ ଗାଡ଼ିକୁ ଦେବେ। ରାଜଧାନୀବାସୀ ଏହି ନୂଆ ଅଭ୍ୟାସରେ ପଡ଼ିଲେ,…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ଶେଷ ସପ୍ତାହରେ ନିର୍ଣ୍ଣୟ

ଭୁବନେଶ୍ବର: ପୁଣି ଏକ ମହିଳା କୈନ୍ଦ୍ରିକ ଓଡ଼ିଆ ଫିଲ୍ମ ପରଦାକୁ ଆସୁଛି। ପ୍ରେମ, ସମ୍ପର୍କ, କର୍ତ୍ତବ୍ୟ, ଇଛା ଓ ଆଶା ଉପରେ ଗଢ଼ି ଉଠିଛି ଏହାର କାହାଣୀ। ଆମ ସମାଜରେ ମହିଳା ଓ ବୃଦ୍ଧମାନେ କିପରି ନିଜର ଅନେକ ଇଛା ଆଉ ସ୍ବପ୍ନକୁ ପୂରା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ‘ନିର୍ଣ୍ଣୟ’ ନେଉଛନ୍ତି,…
ଅଧିକ ଖବର ଦେଖନ୍ତୁ...