ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ପୁଲୱାମା ସହିଦ୍‌ ଯବାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ରାଷ୍ଟ୍ରୀୟ ଗୋସେବା ପରିଷଦ ଓଡ଼ିଶା ପକ୍ଷରୁ ଜମ୍ମୁକଶ୍ମୀରର ପୁଲୱାମାରେ ୨୦୧୯ ଫେବ୍ରୁଆରି ୧୪ ତାରିଖରେ ସହିଦ୍‌ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ତମାଣ୍ଡୋ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅନୁଷ୍ଠାନର…
ଅଧିକ ଖବର ଦେଖନ୍ତୁ...

ଟେକା ପକାଉଥିବା ଲୋକେ ଏବେ ଭଲରେ ମିଶୁଛନ୍ତି

ଭୁବନେଶ୍ୱର: ମନ ଓ ପ୍ରେମ କେବେ ଜାତି, ଧର୍ମ ଓ ବର୍ଣ୍ଣର ବାଛବିଚାର କରନ୍ତି ନାହିଁ। କିନ୍ତୁ ଅନେକ ସମୟରେ ଜାତି, ଧର୍ମ ଓ ପରିବାର ଏହି ପବିତ୍ର ସମ୍ପର୍କରେ ବାଧା ଦିଅନ୍ତି, ପ୍ରେମକୁ ସାକାର ହେବାକୁ ଦିଅନ୍ତି ନାହିଁ। ଏହାର ଫଳସ୍ୱରୂପ ପ୍ରେମ କରୁଥିବା ଅନେକ ଯୋଡ଼ି ସମୟ ସହିତ ସାଲିସ୍‌ କରି…
ଅଧିକ ଖବର ଦେଖନ୍ତୁ...

କୋଉ ଜନ୍ମରେ ପୁଣ୍ୟ କରିଥିଲି ବୋଲି ପାଇଛି ଏଭଳି ଜୀବନସାଥୀ

ଭୁବନେଶ୍ବର: ନଥିଲା ବେଦି, ନଥିଲା ହୋମନିଆଁ। ପଡ଼ି ନଥିଲା ହାତଗଣ୍ଠି। କୁଷ୍ଠ ରୋଗରେ ଆକ୍ରାନ୍ତ ହେଲାପରେ ପରିବାର କରିଦେଲା ପର। ସମାଜ ଗ୍ରହଣ କଲାନି, କିନ୍ତୁ ମନ ଦୁହିଁଙ୍କୁ ଏକ କରିଥିଲା। ମନ ମିଶିଲା ପରେ ଉଭୟ ହୋଇଯାଇଥିଲେ ସାତଜନ୍ମର ସାଥୀ। କୁଷ୍ଠରୋଗ ପ୍ରତି ଅଧିକାଂଶ ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...

ଆଜି ପ୍ରେମ ଦିବସ: ତୁ ମୋର ଭାଲେଣ୍ଟାଇନ୍‌

ଭୁବନେଶ୍ବର: ସୁଟିଂ ସେଟ୍‌ରେ ‌ପ୍ରଥମ ଦେଖା। ପ୍ରଥମ ଦିନରୁ ହିଁ ହୁହେଁ ପରସ୍ପର ପ୍ରତି ଏକ ଆକର୍ଷଣ ଅନୁଭବ କରିଥିଲେ। ପରେ ପରେ 'ଗଳ୍ପ ନୁହେଁ ଆମ ଅଳ୍ପ ଦିନର' ଓ 'ଝିଅଟି ବିଗିଡ଼ି ଗଲା' ଭଳି ୨ଟି ଫିଲ୍ମରେ ଏକାଠି କାମ କରିବାର ସୁଯୋଗ ମିଳିଲା। ସୁଟିଂ ସେଟ୍‌ ଦୁହିଁଙ୍କୁ ଆହୁରି ନିକଟତର…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ‘ଭାରତ ରଙ୍ଗ ମହୋତ୍ସବ’: କାଳିଦାସ ଓ ମଲ୍ଲିକାଙ୍କ ପ୍ରେମକଥା

ଭୁବନେଶ୍ବର: ପ୍ରଖ୍ୟାତ କବି କାଳିଦାସ। ପ୍ରକୃତି ସହ ସେ ଭଲ ପାଆନ୍ତି ମଲ୍ଲିକାଙ୍କୁ। ମଲ୍ଲିକାଙ୍କ ପ୍ରେରଣାରେ କାଳିଦାସଙ୍କ ଲେଖନୀରୁ ଝରି ପଡ଼େ କାଳଜୟୀ କବିତା। ତାଙ୍କ କବିତା ଉଜ୍ଜୟିନୀରେ ଉଚ୍ଚ ପ୍ରଶଂସିତ ହୁଏ ଓ ରାଜପ୍ରାସାଦରେ ରାଜ କବି ଭାବେ ରହିବାକୁ ପ୍ରସ୍ତାବ ମିଳେ। କାଳିଦାସ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଚନ୍ଦକା ଜଙ୍ଗଲରେ ପ୍ରଥମ: ଅସହ୍ୟ ଯନ୍ତ୍ରଣାର ସେ ୧୬ ଦିନ

ଭୁବନେଶ୍ବର: ବିସ୍ଫୋରକ ସାମଗ୍ରୀ ଦ୍ବାରା ହାତୀର ମୃତ୍ୟୁ ହେବା ଓଡ଼ିଶାରେ ନୂଆ ଘଟଣା। ଯଦିଓ ପୂର୍ବରୁ ଏଭଳି ଘଟଣା କେରଳରେ ଦେଖିବାକୁ ମିଳିଥିଲା, ତେବେ ଭୁବନେଶ୍ୱର ଉପକଣ୍ଠରେ ଶିକାରୀଙ୍କ ଏଭଳି ବର୍ବର ଶିକାର ଶୈଳୀକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିସ୍ଫୋରକ: ସଂଘର୍ଷ କରି ଜୀବନ ଗଲା

ଭୁବନେଶ୍ବର/ମେଣ୍ଢାଶାଳ: ଭରତପୁର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ପାଟିରେ ବାଣ ବିସ୍ଫୋରଣରେ କ୍ଷତାକ୍ତ ଅବସ୍ଥାରେ ପ୍ରାୟ ୧୬ ଦିନ ଧରି ଘୂରି ବୁଲୁଥିବା ଦନ୍ତା ଗତକାଲି ରାତିରେ ପ୍ରାଣ ହରାଇଛି। ବନ ବିଭାଗ, ଓୟୁଏଟି ପ୍ରଫେସର ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ଶୈବପୀଠ ଦର୍ଶନ ଓ ମିସନକାଫେ ପରିଦର୍ଶନ

ରାଉରକେଲା/ବେଦବ୍ୟାସ: ଓଡ଼ିଶାର ରାଜ୍ୟପାଳ ଆଜି ରାଉରକେଲାର ବେଦବ୍ୟାସ ଶୈବପୀଠରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ, ମିସନ ଶକ୍ତି କାଫେ ଆଦି ପରିଦର୍ଶନ କରିଥିଲେ। ପ୍ରଥମେ ବେଦବ୍ୟାସ ଶୈବ ପୀଠ ଯାଇ ପୂଜାଅର୍ଚ୍ଚନା କରିଥିଲେ। ଏହା ପରେ ପାନପୋଷ ସ୍ଥିତ କ୍ରୀଡାବାସ ପରିଦର୍ଶନ କରି ସେଠାର…
ଅଧିକ ଖବର ଦେଖନ୍ତୁ...

ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ବୈଶ୍ବିକ ସ୍ୱାସ୍ଥ୍ୟ ସମସ୍ୟାର ବ୍ୟାପକ ପରିଚାଳନାରେ ‘ଫିଜିଓଲୋଜି’ର ଭୂମିକା…

ଭୁବନେଶ୍ୱର: ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନଶୈଳୀଜନିତ ନାନା ବ୍ୟାଧି ତଥା ଦିନକୁ ଦିନ ମାନବ ସମାଜ ନିମିତ୍ତ ଆହ୍ବାନ ପାଲଟୁଥିବା ବିଭିନ୍ନ ବୈଶ୍ବିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଏକ…
ଅଧିକ ଖବର ଦେଖନ୍ତୁ...

ସାର୍ଟିଫିକେଟ୍ ପୋଡ଼ିଲେ: ଚାକିରି ଆଶାୟୀ ଡିପ୍ଲୋମା ଛାତ୍ରଛାତ୍ରୀ

ଭୁବନେଶ୍ବର: ଦୀର୍ଘ ଦିନ ଧରି ସେଚସଦନ ସମ୍ମୁଖରେ ଆନ୍ଦୋଳନରେ ବସିଲେ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ପାଇଲେ ନାହିଁ କି ସେମାନଙ୍କ ଦାବି ଶୁଣାଗଲା ନାହିଁ। ତେଣୁ ଆଜି ଶେଷରେ ବାଧ୍ୟ‌ ହୋଇ ସେଚସଦନ ସମ୍ମୁଖରେ ନିଜ ଡିଗ୍ରି ସାର୍ଟିଫିକେଟ୍ ପୋଡ଼ିଦେଲେ ଚାକିରି ଆଶାୟୀ…
ଅଧିକ ଖବର ଦେଖନ୍ତୁ...