ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଉନ୍ମୋଚିତ ହେଲା ପରମହଂସ ଯୋଗାନନ୍ଦଙ୍କ ରଚିତ “ହୋୟାର୍ ଦେଆର୍ ଇଜ୍ ଲାଇଟ୍” ପୁସ୍ତକର ଓଡ଼ିଆ ସଂସ୍କରଣ…

ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଟି.ଟି.ଡ଼ି କଲ୍ୟାଣ ମଣ୍ଡପ ପରିସରରେ ଏକ ଆଧ୍ୟାତ୍ମିକ ସମୃଦ୍ଧି ସମାରୋହ ଚଳିତ ଫେବୃଆରୀ ୨୨ ତାରିଖ ୨୦୨୪ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦଙ୍କ ରଚିତ "ହୋୟାର୍ ଦେଆର୍ ଇଜ୍ ଲାଇଟ୍" ପୁସ୍ତକର ଓଡ଼ିଆ ସଂସ୍କରଣ…
ଅଧିକ ଖବର ଦେଖନ୍ତୁ...

ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିସନର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମସି)ର କମିସନର ବଦଳିବେ। ରାଜେଶ ପ୍ରଭାକର ପାଟିଲ  ବିଏମସିର ନୂଆ କମିସନର ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାଯାଇଛି। ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଉଛି। ତେବେ ଛୁଟିରୁ ଫେରିବା ପରେ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ସୁଦ୍ଧା ସରିବ ଏକାମ୍ର ପ୍ରକଳ୍ପ, ୫ଟି ଅଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ବର: ୨୦୨୫ ନୂଆ ବର୍ଷ ସୁଦ୍ଧା ପୁରୁଣା ଭୁବନେଶ୍ବରରେ ଚାଲିଥିବା 'ଏକାମ୍ର ଡେଭେଲପମେଣ୍ଟ ପ୍ରୋଜେକ୍ଟ' କାମ ଶେଷହେବ। ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀ ଈଶ୍ବରୀୟ ଅନୁଭୂତି ସାଉଁଟିବେ। ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗରୁତ୍ବ ଦିଆଯାଇ ସମସ୍ତ ନିର୍ମାଣ ଓ…
ଅଧିକ ଖବର ଦେଖନ୍ତୁ...

ପେଣ୍ଡାଲରେ ବଦଳିଲା ପାର୍ଟି: ଆସିଲେ ତୁଳସୀ, ସୂର୍ଯ୍ୟ ମନ୍ଦିର, ସ୍ବର୍ଣ୍ଣ ମହଲ, ସ୍ବପ୍ନ ମହଲ, ରଙ୍ଗ ମହଲ

ଖଣ୍ଡଗିରି: କୁମ୍ଭମେଳା ଅବସରରେ ଖଣ୍ଡଗିରିରେ ଚାଲିଥିବା ଅପେରା ଲଢ଼େଇରେ ଯାତ୍ରାପ୍ରେମୀଙ୍କ ନିଦ ହଜାଉଛି ନୂଆ ନାଟକ। ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାସଂଗ୍ରାମରେ ନୂଆ ପାର୍ଟିମାନଙ୍କ ନୂଆ ନାଟକ ଆଡ଼କୁ ମୁହାଁଇବେ ଦର୍ଶକ। ଇନ୍ଦିରା ସାଂସ୍କୃତିକ ପରିଷଦରେ ପ୍ରଥମ ରାତିରେ ଶିବାନୀ 'ଗାନ୍ଧୀ…
ଅଧିକ ଖବର ଦେଖନ୍ତୁ...

କର୍ପୋରେସନ ବୈଠକରେ ଏଲ୍‌ଆର୍‌ସି ତାତି: ୪କୋଟି ବ୍ୟୟରେ ହେବ ସଲିଡ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ଏକାଡେମି

ଭୁବନେଶ୍ୱର: ବିଏମ୍‌ସିରେ ଆଜି ବସିଥିବା ମାସିକ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି। ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଆରସି)କୁ ନକଲି କାଗଜ କହି ବିରୋଧୀ କର୍ପୋରେଟର ଦୀର୍ଘ ୧ ଘଣ୍ଟା ମେୟର ଓ କମିସନରଙ୍କୁ ଘେରିଥିଲେ। ଡିଡିଏନ୍‌(ଡିଜିଟାଲ୍‌ ଡୁଅର୍‌ ନମ୍ବରିଂ) ଓ ଅନ୍ୟ ଏକାଧିକ ପ୍ରସଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନଗୁଡ଼ିକର ବିକାଶ ଏମିତି… ପୁରୁଣା ନୂଆ ହେଉଛି, ନୂଆ ଖତ ଖାଉଛି

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ରେଳ ଷ୍ଟେସନର ପୁନଃନିର୍ମାଣ ଚାଲିଛି। ୪୯୨ କୋଟି ଟଙ୍କା ଖର୍ଚ୍ଚରେ ଷ୍ଟେସନର ଉଭୟ ପାର୍ଶ୍ବ ନବକଳେବଳ ହେଉଛି। ମୁଖ୍ୟ ପ୍ରବେଶ ପଥ ତଥା ମାଷ୍ଟରକ୍ୟାଣ୍ଟିନ୍‌ ଛକ ପାର୍ଶ୍ବର ୪ ମହଲା କୋଠା ଏବଂ କଟକ ରୋଡ୍‌ ପାର୍ଶ୍ବ ଦୁଇ ମହଲା କୋଠା କାମ ଯୁଦ୍ଧକାଳୀନ…
ଅଧିକ ଖବର ଦେଖନ୍ତୁ...

‘ମୋ ବସ୍‌’ ମୋବାଇଲ୍‌ ଆପ୍‌ ଲୋକାର୍ପିତ

ଭୁବନେଶ୍ବର: କ୍ରୁଟ୍‌(କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ପକ୍ଷରୁ ଆଜି ‘ମୋ ବସ୍’ ମୋବାଇଲ୍ ଆପ୍ଲିକେସନ୍ ଓ ସ୍କିମ୍ ଲୋକାର୍ପିତ ହୋଇଛି। ‘ମୋ ବସ୍’ ସେବାକୁ ଅଧିକ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ପରିଚାଳନା କରି ନାଗରିକ-ଅନୁକୂଳ କରିବା ପାଇଁ ଏହା ଏକ ପଦକ୍ଷେପ ବୋଲି…
ଅଧିକ ଖବର ଦେଖନ୍ତୁ...

ଜମି ଫେରିପାଇବା ଦାବିରେ ସେବାୟତ ମେଳି: ଆଗକୁ ଅନ୍ଦୋଳନ ଚେତାବନୀ

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତଙ୍କୁ ମିଳିଥିବା ବେବନ୍ଦୋବସ୍ତ ଜମି ସେମାନଙ୍କ ମାର୍ଫତରୁ କଟିଯାଇଛି। ସେବାୟତମାନଙ୍କ ଭୋଗଦଖଲରେ ଥିବା ଜମିସବୁ ଶ୍ରୀଲିଙ୍ଗରାଜଙ୍କ ନାମରେ ସିଧାସଳଖ ରେକର୍ଡ ହୋଇଯାଇଛି। ଏହାକୁ ନେଇ ୩ ବର୍ଷ ହେଲା ସେବାୟତଙ୍କ ମହଲରେ ତୀବ୍ର…
ଅଧିକ ଖବର ଦେଖନ୍ତୁ...

କୋର୍ଟରେ ହାଜର ହେଲେ ବିଧା‌ୟକ ରମେଶ ଜେନା: ବହୁ ଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଚନ୍ଦ୍ରମା ଅପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ଆଜି ଗଞ୍ଜାମ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିଥିବାବେଳେ ବିଧାୟକ ଓ ତାଙ୍କ ଓକିଲ କୋର୍ଟରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ରାଉରକେଲା କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ…

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୬୬୦ କୋଟି ଟଙ୍କା ମୂଲ୍ୟର କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ କରିଛନ୍ତି। ଏହି କ୍ରମରେ ରାଉରକେଲାରେ ଅନ୍ତର୍ଜାତୀୟ ମାନର ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ ଏବଂ ୧୦ଟି ହକି ପ୍ରଶିକ୍ଷଣ ଉଦ୍‌ଘାଟନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...