ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

୨୮ରୁ ଏମ୍‌ସରେ କାଇଜ୍‌ମା ‘ନିଅନ୍‌ ନାଇଟ୍‌’: ସାରା ଦେଶରୁ ଆସୁଛନ୍ତି ୧୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ପୂର୍ବ ଭାରତର ସବୁଠାରୁ ବଡ଼ ମହାବିଦ୍ୟାଳୟସ୍ତରୀୟ ମହୋତ୍ସବ ‘କାଇଜ୍‌ମା’ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। 'ନିଅନ୍‌ ନାଇଟ୍‌' ଥିମ୍‌କୁ ନେଇ ଏମ୍‌ସ ଛାତ୍ରସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ୧୦…
ଅଧିକ ଖବର ଦେଖନ୍ତୁ...

ଟିଟିଏସ୍‌ରେ ଏନ୍‌ଜିଟି ଟିମ୍‌: ରାତିଅଧିଆ ଆବର୍ଜନା ଖାଲି କରିଦେଲେ!

ଭୁବନେଶ୍ୱର: ସହର ମଝିରେ ଅସ୍ଥାୟୀ ଡମ୍ପିଂୟାର୍ଡ (ଟିଟିଏସ୍‌) ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ପାଇଁ ସହରବାସୀଙ୍କ ମାନବ ଅଧିକାର କ୍ଷୁଣ୍ଣ ହୋଇଛି। ସହରସାରା ଗନ୍ଧ ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦା ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏନେଇ ହରିପ୍ରିୟା ପଟେଲ୍‌ ଜାତୀୟ ଗ୍ରିନ…
ଅଧିକ ଖବର ଦେଖନ୍ତୁ...

ବନ୍ଧାହେଲା ନକଲି ନୌସେନା ଅଧିକାରୀ

ଭୁବନେଶ୍ବର: ବିବାହ କରିବା ଆଳରେ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବା ପରେ ବ୍ଲାକ୍‌ମେଲ୍‌ କରି ୫୦ ହଜାର ଟଙ୍କା ଠକିନେବା ଅଭିଯୋଗରେ ଆଜି ମହିଳା ଥାନା ପୁଲିସ ଜଣେ ଠକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ‌ହେଲା ଜଗତସିଂହପୁର ବିରିଡ଼ି ଅଞ୍ଚଳର ସୌମ୍ୟରଞ୍ଜନ ମିଶ୍ର(୩୩)। ପୁଲିସ ତା’ଠାରୁ…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ପୂର୍ଣ୍ଣାହୁତି: ମେଲାଣି‌ ନେଲେ ସାଧୁସନ୍ଥ

ଖଣ୍ଡଗିରି: ଆଜି ସକାଳୁ ସକାଳୁ ମନ୍ତ୍ରଧ୍ବନିରେ ମୁଗ୍‌ଧ ଶିହରିତ ହୋଇ ଉଠିଥିଲେ ଖଣ୍ଡଗିରି ପାହାଡ଼ର ନିର୍ଜୀବ ପ୍ରାଚୀନ ପଥରସବୁ। ଇନ୍ଦ୍ରଦେବ ଓ ଅଗ୍ନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାଧୁସନ୍ଥ ଯଜ୍ଞରେ ଘୃତ ନୈବେଦ୍ୟ ଆହୁତି ଦେଇ ପୂଜାର୍ଚ୍ଚନା କରିଥିଲେ। ଦିନ ତମାମ ଚାଲିଥିଲା ପୂଜା। ଦିନ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡଗିରି ଯାତ୍ରା ମହାସମୟ: ଛଅଟି ଯାକ ପେଣ୍ଡାଲରେ ଛକା ଚଉକା

ଖଣ୍ଡଗିରି: ଏକକାଳୀନ ୬ଟି ମଞ୍ଚରେ ଯାତ୍ରା ମଞ୍ଚସ୍ଥ ହେବା ସହିତ ଆଜି ଶନିବାର (ଓ ଆସନ୍ତା କାଲି ରବିବାର, ଅର୍ଥାତ୍‌ ଛୁଟିଦିନ) ହେଇଥିବାରୁ ବିଳମ୍ବିତ ରାତିଯାଏ ଖଣ୍ଡଗିରି ମେଳା ଅଞ୍ଚଳ କୋଳାହଳରେ ଭରି ଯାଇଥିଲା। ଯାତ୍ରା ରସିକମାନେ କିଏ ପ୍ରଥମେ କେଉଁ ନାଟକ ଦେଖିବେ, ସେନେଇ ଦ୍ବନ୍ଦ୍ବରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ଅପରେସନ୍‌, ଦିଲ୍ଲୀରୁ ଠକେଇ: ବନ୍ଧାହୋଇ ଦିଲ୍ଲୀ ଗଲା ଡାଟାବେସ୍‌ ହ୍ୟାକର୍‌

ଭୁବନେଶ୍ବର: ବୟସ ମାତ୍ର ୨୩। ସମ୍ବଲପୁରର ଏହି ଯୁବକଟି ରାଜଧାନୀସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ମ୍ୟାନେଜ୍‌ମେଣ୍ଟ କଲେଜର ଛାତ୍ର। କିନ୍ତୁ ଦିଲ୍ଲୀ ସାଇବର ପୁଲିସ ପାଇଁ ସେ ଥିଲା ବିସ୍ମୟକର ଡାଟାବେସ୍‌ ହ୍ୟାକର୍‌। ବିଭିନ୍ନ ଟେଲିକମ୍‌ କମ୍ପାନିର ଡାଟାବେସ୍‌ ହ୍ୟାକ୍‌ କରି ବଡ଼ବଡ଼ ବ୍ୟବସାୟୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆପାର୍ଟମେଣ୍ଟରୁ ସିନ୍ଧିଚୋରି ମାମଲା, ସିପି ଡାକିଲେ ସ୍ବତନ୍ତ୍ର ବୈଠକ

ଭୁବନେଶ୍ବର: ଗତ ୬ ମାସ ହେଲା ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ହେଉଥିବା ଘନଘନ ସିନ୍ଧିଚୋରି କମିସନରେଟ୍‌ ପୁଲିସର ମୁଣ୍ଡବିନ୍ଧା ବଢ଼ାଇଛି। ଏହାକୁ ନେଇ ବିଭିନ୍ନ ମହଲରୁ ପୁଲିସ ଉପରେ ଚାପ ପଡ଼ୁଛି। ତେଣୁ ସିନ୍ଧିଚୋରମାନଙ୍କୁ ଠାବ କରିବାକୁ ସ୍ବତନ୍ତ୍ର ରଣନୀତି ଆପଣେଇଛି କମିସନରେଟ୍‌…
ଅଧିକ ଖବର ଦେଖନ୍ତୁ...

ଜୀବନ ଜୀବିକା: ବଡ଼ସ୍ବପ୍ନର ସହିତ ବରଦାନ ବ୍ୟାଣ୍ଡ

ପ୍ରିୟଙ୍କା ରାୟ ଭୁବନେଶ୍ୱର: ଭାରତୀୟ ସଙ୍ଗୀତ ଜଗତରେ ପ୍ରସିଦ୍ଧ ବ୍ୟାଣ୍ଡ୍‌ କହିଲେ ‘ୟୁଫୋରିଆ’, ‘ଦି ଲୋକାଲ ଟ୍ରେନ’, ‘ଇଣ୍ଡିଆନ୍‌ ଓସେନ୍‌’ ଓ ‘ପରିକ୍ରମା’ ପରି ବହୁ ଲୋକପ୍ରିୟ ନାଁ ଆମ ମନକୁ ଚାଲିଆସେ। ଯେଉଁମାନେ ଫିଲ୍ମ ସଙ୍ଗୀତ ବ୍ୟତୀତ କିଛି ଭିନ୍ନ ଧରଣର ସଙ୍ଗୀତକୁ ପସନ୍ଦ କରନ୍ତି,…
ଅଧିକ ଖବର ଦେଖନ୍ତୁ...

ଲମ୍ବା ଛୁଟିରେ ଗଲେ କୁଲାଙ୍ଗେ, ପାଟିଲ୍‌ ନୂଆ ବିଏମ୍‌ସି କମିସନର

ଭୁବନେଶ୍ୱର: ଲମ୍ବା ଛୁଟିରେ ଯାଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ମାସେକାଳ ଛୁଟି ପାଇଁ ସେ କରିଥିବା ଆବେଦନକୁ ସରକାର ମଞ୍ଜୁର କରିଛନ୍ତି। ତାଙ୍କ ଜାଗାରେ ବିଏମ୍‌ସିର ନୂଆ କମିସନର ଭାବେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲ୍‌ଙ୍କୁ ନିଯୁକ୍ତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ନିଜକୁ ନୌସେନା ଅଧିକାରୀ ପରିଚୟ ଦେଇ ଯୁବତୀଙ୍କୁ ଫସାଇଥିଲା ଯୁବକ, ବ୍ଲାକ୍‌ମେଲ କରି ଗିରଫ

ଭୁବନେଶ୍ବର: ମାଟ୍ରିମୋନି ସାଇଟ୍‌ରେ ନିଜକୁ ନୌସେନା ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲ କରିବା ମହଙ୍ଗା ପଡ଼ିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରି ଜଣେ ଯୁବକ ବନ୍ଧା ହୋଇଛି। ଗିରଫ ଅଭିଯୁକ୍ତର ନାମ ସୌମ୍ୟରଂଜନ ମିଶ୍ର। ସୂଚନା ଅନୁସାରେ ମାଟ୍ରିମୋନି…
ଅଧିକ ଖବର ଦେଖନ୍ତୁ...