ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଧରାପଡ଼ିଲା ୩୦ ଲକ୍ଷ ଟଙ୍କାର ସ୍କାର୍ପ୍‌

ଯାଜପୁର/ପାଣିକୋଇଲି : ସ୍ୱତନ୍ତ୍ର ସ୍କ୍ଵାଡ୍‌ ଚଢ଼ଉ କରି ୩୦ ଲକ୍ଷ ଟଙ୍କାର ସ୍କାର୍ପ ଜବତ କରିଛି। ସ୍କାର୍ପ ନେଇ ଯାଉଥିବା ଟ୍ରକ୍‌ ସହ ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ତେବେ ୩ ଲକ୍ଷ ଟଙ୍କା ନେଇ ପାଣିକୋଇଲି ପୁଲିସ ଟ୍ରକ୍‌କୁ ଖସାଇ ଦେବା ପାଇଁ ଚଳାଇଥିବା ମୂଲଚାଲ ଫସର ଫାଟି…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ଯୁବକକୁ ପିଟି ପିଟି ମାରିଦେଲେ

ମା, ପୁଅ ଓ ବୋହୂ ଅଟକ କଟକ : ମଧୁପାଟଣା ମଙ୍ଗଳାସାହିିରେ ପରିବାରର ଇଜ୍ଜତ ବଞ୍ଚାଇବାକୁ ଆଜି ଗ଼ଡ଼ିଲା ମୁଣ୍ଡ। ଘରର ବୋହୂ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଏବଂ ପୂର୍ବ ଶତ୍ରୁତା ପାଇଁ ପୁରୀଘାଟ ଥାନା ବାମ୍ଫିସାହିର ଦୁର୍ଦ୍ଦାନ୍ତ ଯୁବକ ବସନ୍ତ ଦୋରା ଓରଫ ଧପୁ (୩୨)କୁ ସାହି ଦାଣ୍ଡରେ ପିଟି ପିଟି…
ଅଧିକ ଖବର ଦେଖନ୍ତୁ...

୩୭ କେଜି ଗଞ୍ଜେଇ ଓ କାର ଜବତ, ୩ ଗିରଫ

ସୋନପୁର : ସୋନପୁର ପୁଲିସ ଚଢ଼ଉ କରି ୩୭ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂଲିସ ସୂତ୍ରରୁ ପ୍ରକାଶ, ମନମୁଣ୍ଡା ପଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍‌ପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୁଲିସ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ସ୍କର୍ପିଓରୁ ଗଞ୍ଜାଇ ଜବତ

ବଲାଙ୍ଗୀର: ରବିବାର ପ୍ରତ୍ୟୁଷରେ ତୁଷ୍ରା ଥାନା ଅନ୍ତର୍ଗତ ଧାନଘରା ପୋଲ ଉପରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରୁ ୪୫ କିଲୋ ଗଞ୍ଜାଇ ଜବତ କରାଯାଇଛି। ସ୍କର୍ପିଓଟିକୁ ଅବକାରୀ ବିଭାଗ ଅଧିକାରୀମାନେ ପୋଲ ଉପରେ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪୦ରୁ ୪୫ କିଲୋଗ୍ରାମ ଗଞ୍ଜାଇ ପାଇଥିଲେ। ଗାଡ଼ିଟି…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ଭୋଜିବେଳେ କଳି; ଜଣକୁ ହତ୍ୟା

ଭଞ୍ଜନଗର: ଭଞ୍ଜନଗର ଥାନା ଅର୍ନ୍ତଗତ ଆଖୁପଦର ଗାଁ’ର ଜଣେ ତରୁଣଙ୍କୁ ତାଙ୍କର ସାଥିମାନେ ପିଟି ପିଟି ମାରି ପକାଇଥିବା ଅଭିଯୋଗ ହୋଇଛି। ନିହତ ୧୮ ବର୍ଷିୟ ତରୁଣଙ୍କ ନାଁ ସାଗର ନାୟକ ବୋଲି ଜଣାପଡ଼ିଛି। ଶନିବାର ରାତିରେ ଆଖୁପଦର ଗାଁ’ ମୁଣ୍ଡରେ ସେହି ଗାଁ’ର ସାଗର ନାୟକ, ପ୍ରକାଶ ନାୟକ,…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ

ଖଣ୍ଡଗିରି : ଖଣ୍ଡଗିରି ଅଞ୍ଚଳରେ ମାତିଛନ୍ତି ଗ୍ରିଲ୍‌ ତାଡ଼ି ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌। ଦୁଇ ଦିନ ତଳେ ଏହି ଗ୍ୟାଙ୍ଗ୍‌ ବିଖ୍ୟାତ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଘରୁ ଚୋରି କରିଥିବାବେଳେ ପୁଣି ଶୁକ୍ରବାର ରାତିରେ ଆଇଗିଣିଆ ମଧୁସୂଦନନଗରର ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ଆଜି ଗଂଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ବାରୋକଣ୍ଡା ଗ୍ରାମରୁ ଅବଦୁଲ ରେହମାନ ଏବଂ ସୁବାର ଟାନେ ନାମକ ଦୁଇଜଣ ଏକ ବସ୍ତାରେ ଗଂଜେଇ ନେଇ ଚାଲି ଚାଲି ବଡପଦର ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ଛେଳି ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର୍‌

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ରବଗା ପଞ୍ଚାୟତର ଜୁରାପାଲି ଗାଁରେ ଛେଳି ଚୋରିକୁ କେନ୍ଦ୍ର କରି ରାଜକୁମାର ନାଏକ (୪୫) ନାମକ ଜଣେ ଯୁବକଙ୍କ ହତ୍ୟା କରାଯାଇଛି। ମୃତକଙ୍କ ପତ୍ନୀ ମଲ୍ଲୀ ନାଏକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସହର କଣ୍ଟାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି। ଏ ନେଇ ଖବର ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରିବା ସହ ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ୍‌ର ସୂଚନାନୁସାରେ ଶୁକ୍ରବାର ସନ୍ଧ୍ୟାରେ କଣ୍ଟାପଡ଼ା…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଆର୍‌ଆଇ ଗିରଫ

ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ କାର୍ଯ୍ୟରତ ଜଣେ ରାଜସ୍ୱ ନୀରିକ୍ଷକ (ଆର୍‌ଆଇ) ଆଜି ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଦାଖଲ ଖାରଜ ମାମଲାର ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଗିରଫ କରିବା ସହିତ ତାଙ୍କ ବାସଭବନରେ ଚଢ଼ାଉ…
ଅଧିକ ଖବର ଦେଖନ୍ତୁ...