ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବର୍ଷାଜନିତ ଫସଲହାନୀ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଆସିନି ଚିନ୍ତାଜନକ ପରିସ୍ଥିିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଦୁଇ ଦିନ ହେବ ବର୍ଷା ଲାଗି ରହି ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ଷାଜନିତ ଫସଲହାନୀ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ…
ଅଧିକ ଖବର ଦେଖନ୍ତୁ...

ହାତରେ ବଲ ଫିଙ୍ଗି ଖେଳୁଛିି ଜଗା, ବଳିଆ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର: ନୂଆଦିଲ୍ଲୀର ଏମ୍‌ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆ ଅସ୍ତ୍ରୋାରପଚାର ଦ୍ୱାରା ଅଲଗା ହେବା ପରେ ଜଗାର ସ୍ୱାସ୍ଥ୍ୟ କ୍ରମାଗତଭାବେ ସ୍ୱାଭାବିିକ ହେଉଥିବା ଦେଖିବାକୁ ମିଳିଛି୧। ଆଜି ଏକସ ପକ୍ଷରୁ ଜାରି ଫଟୋ ଓ ଭିଡିଓରେ ଜଗା ହାତରେ ବଲ ଫିଙ୍ଗି ଖେଳୁଥିବା, ହାତରେ ଧରି…
ଅଧିକ ଖବର ଦେଖନ୍ତୁ...

୫ ଦିନ ବର୍ଷିବ : ଗୋପାଳପୁରଠାରୁ ୫୬୫ କିମି ଦୂରରେ ଲଘୁଚାପ

ଭୁବନେଶ୍ୱର: ଆଜି ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ବର୍ଷା। ବଢ଼ିଛି ପବନର ବେଗ। କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ଆକାଶ ଆଜି ଦିନ ସାରା ମେଘୁଆ ରହିଛି। ପାଗ ବି ପୂରା କୋହଲା। ସମୁଦ୍ର ଅଶାନ୍ତ ହୋଇଉଠିଛି। ଏଣୁ, ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମନା। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ନୂଆପିଢ଼ିକୁ ନବୀନଙ୍କ ଗୁରୁମନ୍ତ୍ର : ସ୍ୱପ୍ନ ଓ ଦାୟିତ୍ୱର ସଂକଳ୍ପ

ଭୁବନେଶ୍ୱର: ଭଲ ପାଠ ପଢ଼, ନିଜ ସ୍ୱପ୍ନକୁ ସାକାର କର। ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱ ସଂପର୍କରେ ସବୁବେଳେ ଧ୍ୟାନ ଦିଅ। ଯେଉଁ ସମାଜ, ଦେଶ ଓ ଗାଁରେ ଜନ୍ମ ନେଇଛ, ତା ପାଇଁ କିଛି କର। ତୁମମାନଙ୍କ ଉପରେ ମୋର ପୂରା ଭରସା ଅଛି। ସଂକଳ୍ପର ସହ ଆଗକୁ ବଢ଼ ଓ ମା’ ମାଟିର ଗୌରବକୁ ଆହୁରି ଉଚ୍ଚା…
ଅଧିକ ଖବର ଦେଖନ୍ତୁ...

‘ବାଂଲାର୍‌ ରସଗୋଲା’କୁ ଜିଆଇ ମାନ୍ୟତା

ଭୁବନେଶ୍ୱର: ‘ରସଗୋଲା’କୁ ନୁହେଁ, ‘ବାଂଲାର୍‌ ରସଗୋଲା’କୁ ମିଳିଛି ଭୌଗୋଳିକ ଉତ୍ପତ୍ତି (ଜିଆଇ) ମାନ୍ୟତା। ଏକ ଜାତୀୟ ଗଣମାଧ୍ୟମରେ ଆଜି ପଶ୍ଚିମବଙ୍ଗକୁ ରସଗୋଲାର ଉତ୍ପତ୍ତି ପାଇଁ ଜିଆଇ ମାନ୍ୟତା ମିଳିବା ନେଇ ଏକ ବିଭ୍ରାନ୍ତିକର ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ରସଗୋଲା ବିବାଦ ପୁଣିଥରେ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ନୂଆ ଅବତାର

ପଦାକୁ ବାହାରିଲେ ସବୁବେଳେ ସୁରକ୍ଷା ବଳୟ ଭିତରେ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଶିଶୁମାନଙ୍କ ଗହଣରେ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା। ରାଜଧାନୀର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ଦିବସ ପାଳନ ଉତ୍ସବସ୍ଥଳକୁ ନବୀନ ଚାଲିଥିଲେ ଏକା ଏକା।…
ଅଧିକ ଖବର ଦେଖନ୍ତୁ...

ଗୃହରକ୍ଷୀଙ୍କ ଦରମା ବୃଦ୍ଧି, ଚାକିିରି ସର୍ତ୍ତାବଳୀ ଦାବି

ଭୁବନେଶ୍ୱର: ରାଜ୍ୟ ଗୃହରକ୍ଷୀ ମହାସଂଘ ପକ୍ଷରୁ ଦରମା ବୃଦ୍ଧି ସହିତ ଚାକିରି ସର୍ତ୍ତାବଳୀ ଲାଗୁ କରିବାକୁ ଦାବି ହୋଇଛି। ଏ ନେଇ ପ୍ରେସ୍‌ ବିଜ୍ଞପ୍ତିରେ ସଂଘର ସଭାପତି ଉପେନ୍ଦ୍ର ମହାପାତ୍ର ଜଣାଇଛନ୍ତି ଯେ, ୧୯୬୧ ହୋମଗାର୍ଡ ଆଇନର ବ୍ୟାପକ ସଂଶୋଧନ ଉପରେ ଗଠିତ ହୋଇଥିବା ଗୃହ କମିଟି ସକାରାତ୍ମକ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ସିଟିକୁ ପଥର ମାଡ଼, ଏସି କୋଚ୍‌ କାଚ ଭାଙ୍ଗିଲା

ସମ୍ବଲପୁର: ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଉପରେ ପଥର ମାଡ଼ ହୋଇଛି। ଏଥିରେ ଏସି କୋଚ୍‌ର ଗୋଟିଏ କାଚ ଭାଙ୍ଗି ଯାଇଥିଲା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି। ମଙ୍ଗଳବାର ରାତିରେ ଟ୍ରେନ ନଂ ୧୮୩୦୪ ଇଣ୍ଟରସିଟି ଏକ୍ସପ୍ରେସ୍‌ ପୁରୀରୁ ସମ୍ବଲପୁର ଅଭିମୁଖେ ଆସୁଥିଲାବେଳେ ରାତି…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ କୋଣାର୍କ ଉତ୍ସବ ୧ରୁ

କୋଣାର୍କ: ପ୍ରତିବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏଥିପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିବାବେଳେ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଜଷ୍ଟିସ୍‌ ପୂଜାହାରୀଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଛି। ସେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ୨୦୧୭, ନଭେମ୍ବର ୨୮ ତାରିଖ ସୁଦ୍ଧା ଯୋଗ ଦେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣା ପଡିଛି। ୧୯୬୦,…
ଅଧିକ ଖବର ଦେଖନ୍ତୁ...