ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ: ମାଘ ସପ୍ତମୀରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ

କୋଣାର୍କ: ରାତି ପାହିଲେ ମାଘ ସପ୍ତମୀ। ଏଥି ପାଇଁ ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ଭୋର୍‌ ସକାଳୁ ଚନ୍ଦ୍ରଭାଗା ବୁଡ଼ ହେବ। ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ସାଧୁସନ୍ଥ ଓ ଭକ୍ତମନେ ବୁଡ଼ ପକାଇବେ। ଏଥି ପାଇଁ ଗୁରୁବାର ସନ୍ଧ୍ୟା ପର ଠାରୁ…
ଅଧିକ ଖବର ଦେଖନ୍ତୁ...

ତିନିଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବର ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିସନର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ତିନି ଦନିଆ ଓଡିଶା ଗସ୍ତରେ ଆସିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ତାଙ୍କ ଟିମ ଓଡ଼ିଶାରେ ପହଞ୍ଚିଛନ୍ତି। ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ସେମାନେ ଇଭିଏମ୍‌…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଡ୍ରାଇଭର, ହେଲପରଙ୍କୁ ବେତନ ସହ ମିଳିବ ଅତିରିକ୍ତ ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବେତନ ସହିତ ସ୍ବତନ୍ତ୍ର ଭତ୍ତା ମିଳିବ। ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଫେବ୍ରୁଆରିରୁ ଏହା ଲାଗୁ ହେବ। ବେସିକ ଦରମା ବାଦ…
ଅଧିକ ଖବର ଦେଖନ୍ତୁ...

ତପ୍ତପାଣି ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୬ ଯାତ୍ରୀ ଆହତ, ୨ ଗୁରୁତର

ବ୍ରହ୍ମପୁର: ତପ୍ତପାଣି ଘାଟିର ପାଳଖୋଳାରେ ଗୁରୁବାର ସନ୍ଧ୍ୟାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀବାହୀ ବସ୍‌ ଓଲଟିବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଆହତ ଯାତ୍ରୀମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଛତିଶଗଡ଼…
ଅଧିକ ଖବର ଦେଖନ୍ତୁ...

୫ଟି ବେଆଇନ୍‌ ଦେଶୀ ବନ୍ଧୁକ ଜବତ, ୫ ଅଭିଯୁକ୍ତ ଗିରଫ 

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପୁଲିସ ଚଢ଼ାଉ କରି ୫ଟି ବନ୍ଧୁକ ଜବତ କରିଛି। ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ ସୂଚନା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମାପନ ହେବ ଅଙ୍ଗଦାତାଙ୍କ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆଣିବା ସହ ଅଙ୍ଗଦାନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ୬,୬୦୦ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ସମୃଦ୍ଧି ପାଇଁ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ପୁରୀ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬,୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି।  ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ଭୋଜିରୁ ଫେରିବା ବେଳେ ଦୁର୍ଘଟଣା: ଗଛରେ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା-ବାର୍‌ହାଟିପୁରା ରାସ୍ତାର ନାକଝରିଠାରେ ଏକ ଟାଟାଏସି ଗାଡ଼ି ବରଗଛରେ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଝାଡ଼ଖଣ୍ଡ ଜାମୁନଗରର ସୟଦ ଖାଁ (୪୨) ଓ ନିକଟସ୍ଥ ବୀଣାଝରି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ସଫେଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ମାଲବାହୀ ଟ୍ରକ୍‌

ଘୁ.ଉଦୟଗିରି: ସ୍ଥାନୀୟ ବଜାରସ୍ଥିତ ଭଞ୍ଜମାର୍କେଟ ସମ୍ମୁଖରେ ଏକ ମାଲବାହୀ ଗାଡ଼ି (ଓଆର ୦୭ ଏଲ ୭୨୧୮) ମାଡ଼ିଯିବାରୁ ଏନଏସିର ସଫେଇ କର୍ମଚାରୀ ଶରତ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବ୍ରହ୍ମପୁରରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ୍‌…
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନାଦେଶ ପରେ ମହାଦେବଙ୍କ ଆବିର୍ଭାବ, ଧୁମ୍‌ଧାମ୍‌ରେ ପାଳନ ହେବ ମହାଶିବରାତ୍ରୀ

ରାୟଗଡ଼ା: ରାୟଗଡା ବ୍ଲକ ଅନ୍ତର୍ଗତ କଟୁଳି ପଞ୍ଚାୟତର ଦେଓଝୋଲା ଗ୍ରାମ। ଏହିଗ୍ରାମର ସାହେବ ମିନିଆକା ନିଜର ପତ୍ନୀ ସାବୀ ମିନିଆକା ଏବଂ ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ଦିନେ ସାହେବଙ୍କୁ ସ୍ବପ୍ନ ହେଲା ଯେ ମାଟି ତଳେ ମୁଁ ପୋତି ହୋଇ ରହିଯାଇଛି ମୋତେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...