ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବି: ଭିଟାମାଟି ସୁରକ୍ଷା ମଞ୍ଚର ବିରାଟ ଶୋଭାଯାତ୍ରା

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରବାସୀଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବିରେ ବୁଧବାର ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼…
ଅଧିକ ଖବର ଦେଖନ୍ତୁ...

ନାଗାବଳୀ ପ୍ଲାନେଟାରିୟମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ

ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ଆଭାସୀ ମାଧ୍ୟମରେ ଜିଲ୍ଳାର ନାଗାବଳୀ ପ୍ଳାନେଟାରିୟମକୁ ଲୋକାର୍ପିତ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନବୃତି ନେଇ ଜୀବନରେ ଆଗକୁ ବଢିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଆଇଆଇଏମ୍ ସମ୍ବଲପୁରରେ ୧୦୦ କ୍ୟୁବ୍‌ସ କନକ୍ଲେଭ୍: ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଭାରତରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ଉଦ୍ୟମୀ ଏବଂ ନବୋନ୍ମେଶୀ କରିବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ୧ରେ ଆଇଆଇଏମ, ସମ୍ବଲପୁରରେ ୧୦୦ କ୍ୟୁବ୍‌ସ କନକ୍ଲେଭ୍ ଆୟୋଜନ ହେବାକୁ ଯାଉଛି। ଆଇଆଇଏମ୍ ସମ୍ବଲପୁର ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ,…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୧ରୁ ଗଡ଼ିବ ଟାଟାନଗର-ବାଦାମପାହାଡ଼ ସନ୍ଧ୍ୟାକାଳିନ ଦୈନିକ ଟ୍ରେନ୍ 

ରାଇରଙ୍ଗପୁର: ଝାଡ଼ଖଣ୍ଡର ଟାଟାନଗରରୁ ମୟୂରଭଂଜ ଜିଲ୍ଲା ବାଦାମପହାଡ଼ ସନ୍ଧ୍ୟା ସମୟରେ ୬ ଟାରେ ଟ୍ରେନ୍‌ ଯିବାକୁ ଦୀର୍ଘଦିନ ଧରି ଦାବି କରାଯାଇଥିଲା। ବହୁ ବର୍ଷ ପରେ ରେଳ ପ୍ରଶାସନ ତରଫରୁ ଏହି ଦାବିକୁ ଗ୍ରହଣ କରି ସନ୍ଧ୍ୟା ସମୟ ୬ଟାରେ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହା…
ଅଧିକ ଖବର ଦେଖନ୍ତୁ...

ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନର ବ୍ୟବହାର ନେଇ ସ୍ପଷ୍ଟୀକରଣ ମାଗିଲେ ଭାରତୀୟ ନିର୍ବାଚନ କମିସନ

ନୂଆଦିଲ୍ଲୀ/ଭୁବନେଶ୍ବର: ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନର ବ୍ୟବହାର ନେଇ ଭାରତୀୟ ନିର୍ବାଚନ କମିସନ ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ସ୍ପଷ୍ଟୀକରଣ ମାଗିଛନ୍ତି। ଆସନ୍ତା ମାର୍ଚ୍ଚ ୨ ତାରିଖ (ଶନିବାର) ସନ୍ଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟୀକରଣ ରଖିବାକୁ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ତାଗିଦ୍…
ଅଧିକ ଖବର ଦେଖନ୍ତୁ...

୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି। ଆଜି କଳିଙ୍ଗ ଷ୍ଟାଡିୟମ୍‌ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳିଜାଳି ଦେବା ଘଟଣା: ଅଭିଯୁକ୍ତ ପ୍ରେମିକ ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ବଲିପାଲି ଗ୍ରାମରେ ସନ୍ଦେହ କରି ନିଜ ପ୍ରେକିକାକୁ ପ୍ରଥମେ ତଣ୍ଟିଚିପି ହତ୍ୟା ଓ ପରେ ପ୍ରମାଣ ନଷ୍ଟ ପାଇଁ ପୁଣି ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।…
ଅଧିକ ଖବର ଦେଖନ୍ତୁ...

ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି: ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଇଡିର ଅଧିକାରୀମାନେ ଶ୍ରୀ ସାମଲଙ୍କୁ ଦୀର୍ଘ ୮ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ଏହି ଜେରା ସମୟରେ…
ଅଧିକ ଖବର ଦେଖନ୍ତୁ...

ଅଜଣା ରୋଗରେ ୨ ଯୁବକଙ୍କର ମୃତ୍ୟୁ; ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌

ରାୟଗଡ଼ା: ରାୟଗଡା ବ୍ଲକ ଅନ୍ତର୍ଗତ ଗାଜିଗାଁ ପଞ୍ଚାୟତର ବିଲେସୁ ଗ୍ରାମରେ ଅଜଣା ରୋଗର ଆତଙ୍କ। ଲୋକଙ୍କୁ ଜ୍ବର ହେବା ସହ ପେଟ ବ୍ୟଥା ଓ ବାନ୍ତି କରି ଗୁରୁତର ହୋଇ ମୃତ୍ୟୁବରଣ କରୁଥିବା ଜଣାପଡିଛି। ଖବର ପାଇ ମେଡିକାଲ ଟିମ ବିଲେସୁ ଗ୍ରାମରେ ପହଞ୍ଚିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ଦୁଇ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଭବନରେ ବୈଠକ ପରେ ନବୀନ ନିବାସ ଗଲେ ଦୁଇ ବିଧାୟକଙ୍କ ସହିତ ବିଜେଡି ସାଂଗଠନିକ ସମ୍ପାଦକ

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀକୁ ନେଇ ଦୁଇ ବିଧାୟକଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନବୀନ ନିବାସରେ ପହଞ୍ଚିଛି। ସ୍ଥାନୀୟ ଶଙ୍ଖ ଭବନର ଆୟୋଜିତ ବୈଠକ ପରେ ବିଧାୟକ ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମାଙ୍କ ସହିତ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନବୀନ ନିବାସକୁ ଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...