ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବାଇକ୍‌କୁ ପିଟିଲା କାର, ଜଣେ ଆହତ

ସାହାଜପାଲ: ବୌଦ୍ଧ ବ୍ଲକ୍‌ ତାଳସରଡ଼ା ପଞ୍ଚାୟତର ଏନ୍‌ଏଚ୍‌ ୫୭ ସାହାଜପାଲ ଠାରେ ଏକ ବାଇକ୍‌ ଇଣ୍ଡିକା କାର ଧକ୍କା ଦେବାରୁ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନ ୧ଟା ସମୟରେ ବୌଦ୍ଧ ଆଡୁ ସୋନପୁର ଅଭିମୁଖେ ଆସୁଥିବା ଏକ ନମ୍ବର ବିହୀନ ବାଇକ୍‌କୁ ସାହାଜପାଲ ପୃଷ୍ଟି ଗ୍ୟାରେଜ ପାଖରେ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନୀତା ସିଂଙ୍କ ବଦଳି ହୋଇଛି। ବଦଳି ବାତିଲ ନେଇ ବାରମ୍ବାର ସ୍କୁଲ ଶିକ୍ଷା କମିଟି ଓ ଗ୍ରାମବାସୀ ଉଚ୍ଚଅଧିକାରୀଙ୍କୁ ଜଣାଇ ଆସୁଥିଲେ।…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ଟିଟିଲାଗଡ଼: ବୁଧବାର ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ର ଝାରଦେବନ୍ଧ ଶିବ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଯାଇଛି। ଏଥିରେ ଲଇତରା ଗାଁର ପୃଥୀରାଜ ମହାନନ୍ଦ (୩୪) ଓ ତ୍ରିନାଥ ମହାନନ୍ଦ (୫୦) ଗୁରୁତର ଆହତ ହୋଇଛି। ସେମାନଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ…
ଅଧିକ ଖବର ଦେଖନ୍ତୁ...

ଆଲୋକର ପର୍ବରେ ଘୋଟିଲା ଅମା ଅନ୍ଧକାର

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିର ମାତ୍ର ଦିନକ ପୂର୍ବରୁ ରାଜ୍ୟର ତିନିଟି ସ୍ଥାନ ବାଲେଶ୍ୱରର ବାହାବଳପୁର, ରାଉରକେଲା ଓ ପିପିଲିରେ ଭୟଙ୍କର ବାଣ ବିସ୍ଫୋରଣ ଘଟି    ଅନ୍ୟୂନ ୯ ଜଣଙ୍କ ମୃତ୍ୟୁ ଘଟିଛି ଓ ବହୁସଂଖ୍ୟକ ଲୋକ ପୋଡ଼ିଯାଇ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଭାବେ ଚାଲିଥିଲା କାରଖାନା

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ଓ ପୁରୀ ଜିଲ୍ଲା ପିପିଲି ବିଲିପଡ଼ା ବାଣ ବିସ୍ଫୋରଣ ଘଟଣାକୁ ଗୁରୁତ୍ୱର ସହିତ ନେଇଛି ରାଜ୍ୟ ଅଗ୍ନିଶମ ବିଭାଗ। ଏ ନେଇ ଏକ୍ସପ୍ଲୋସିଭ୍‌ ଆକ୍ଟରେ ଅଗ୍ନିଶମ ବିଭାଗ ନିଜ ଆଡୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ବିଭାଗ ପକ୍ଷରୁ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ବାଣ ନେଲା ୯ ଜୀବନ

ବାଲେଶ୍ୱର/ଭୁବନେଶ୍ୱର : ଦୀପାବଳି ପୂର୍ବରୁ ଆଜି ରାଜ୍ୟର ତିନିଟି ସ୍ଥାନରେ ହୋଇଥିବା ବାଣ ବିସ୍ଫୋରଣ ଯୋଗୁଁ ୯ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୯ ଜଣ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି। ତେବେ ସବୁଠାରୁ ବଡ଼ ଦୁର୍ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଉଛି ଲଘୁଚାପ : ୨୧ ଯାଏଁ ବର୍ଷିବ

ଭୁବନେଶ୍ୱର : ଲଘୁଚାପ ସ୍ପଷ୍ଟ ଚିହ୍ନିତ ହେବା ପରେ ଆଜି ସକାଳେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ଗତି କରିଛି। ତେବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଗୋଟିଏ ସ୍ଥାନରେ ସ୍ଥିର ରହିଛି। ଇଆଡ଼େ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ଖେଳି ପ୍ରବଳ ବର୍ଷାର ଆଶଙ୍କା ସୃଷ୍ଟି କରୁଥିବା ବେଳେ ସିଆଡ଼େ…
ଅଧିକ ଖବର ଦେଖନ୍ତୁ...

ସୁଦୃଢ଼ ହେବ ସରକାରୀ ବିଦ୍ୟାଳୟ : ଶିକ୍ଷକ, କର୍ମଚାରୀଙ୍କୁ କ୍ୟାମ୍ପସରେ ମିଳିବ ଘର

ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକ, ଶିକ୍ଷକ /ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଏଣିକି କ୍ୟାମ୍ପସରେ ରହିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ। ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ…
ଅଧିକ ଖବର ଦେଖନ୍ତୁ...

‘କଟକ’ ଜିଲ୍ଲାରେ ପଶିଲେ ମାଓବାଦୀ

କଟକ/ନରସିଂହପୁର : କଟକ ଜିଲ୍ଲାରେ ପ୍ରଭାବ ବିସ୍ତାର ପାଇଁ ଯୋଜନା ଆରମ୍ଭ କରିଛି ଲାଲବାହିନୀ। ଆତଙ୍କ ସୃଷ୍ଟି କରିବା ପାଇଁ ଆରମ୍ଭ କରିଛି ପ୍ରୟାସ। ଗତକାଲି ରାତିରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ନରସିଂହପୁର ବ୍ଲକ୍‌ ରେଗେଡ଼ା ପଞ୍ଚାୟତର କୁଶଖଳି ଗ୍ରାମରେ ଦୀର୍ଘ ୪ଘଣ୍ଟା ଧରି ଗ୍ରାମସଭା…
ଅଧିକ ଖବର ଦେଖନ୍ତୁ...

ଅଲିଭ ରିଡଲେ ସୁରକ୍ଷା ପାଇଁ ସାମୁଦ୍ରିକ ପାଟ୍ରୋଲିଂ କଡ଼ାକଡ଼ି ହେବ

ଭୁବନେଶ୍ୱର :୨୦୧୬-୧୭ରେ ଓଡ଼ିଶା ସାମୁଦ୍ରିକ ତଟରେ ଅଣ୍ଡା ଦେବା ପାଇଁ ୯.୭୫ଲକ୍ଷ ଅଲିଭ୍‌ ରିଡଲେ କଇଁଛ ଆସିଥିବାବେଳେ ୨୦୧୭-୧୮ରେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ତେଣୁ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ସମସ୍ତ…
ଅଧିକ ଖବର ଦେଖନ୍ତୁ...