ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ରାୟଗଡ଼ା ଜିଲ୍ଲା: ବିଜେଡିର ସବୁ ପ୍ରାର୍ଥୀ କୋଟିପତି

ରାୟଗଡା: ରାୟଗଡ଼ା ଜିଲ୍ଲାରେ ୩ ବିଜେଡି ବିଧାୟକ ପ୍ରାର୍ଥୀ କୋଟିପତି। ସତ୍ୟପାଠ ଅନୁସାରେ ବିଜେଡି ରାୟଗଡ଼ା ପ୍ରାର୍ଥୀ ଅନୁସୂୟା ମାଝୀଙ୍କ ମୋଟ ୧କୋଟି ୭୦ଲକ୍ଷ ୧୬ହଜାର ୯୪୨ ଟଙ୍କା (ସ୍ଥାବର ଓ ଅସ୍ଥାବର)ର ସଂପତ୍ତି ରହିଛି। ତାଙ୍କ ସ୍ବାମୀ ନାଁରେ ୫୭ଲକ୍ଷ ୫୦ହଜାର ୬୬ଟଙ୍କାର ଋଣ ରହିଥିବା ସେ…
ଅଧିକ ଖବର ଦେଖନ୍ତୁ...

ମେ’ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ମେ’ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ରାୟଗଡା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ତେବେ ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏନେଇ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ୫ ତାରିଖ କିମ୍ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମିଶ୍ରଣ ପର୍ବ ପୂର୍ବରୁ ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି: ପାଣି ମାଗିବାରୁ ପିଟିଲେ

ରାୟଗଡ଼ା/ମୁନିଗୁଡା/ଅମ୍ବାଦଳା: ପାଣି ମାଗିବାରୁ ଗୋଡ଼ାଇଗୋଡ଼ାଇ ପିଟିଲେ। ମୋବାଇଲ୍‌ ବି ଭାଙ୍ଗିଦେଲେ। ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀ ଅଧୀନ ମୁନିଗୁଡ଼ା ବ୍ଲକ୍‌ ରଘୁବାରୀ ଗାଁ’ରେ ବିଜେଡି ନେତା ଏମିତି ଗୁଣ୍ଡାଗର୍ଦ୍ଦି କରିଛନ୍ତି। ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ…
ଅଧିକ ଖବର ଦେଖନ୍ତୁ...

ଜଳୁଛି ଗୁମ୍ମା ସଂରକ୍ଷିତ ଜଙ୍ଗଲ: ପାହାଡ଼ରୁ ପାହାଡ଼କୁ ବ୍ୟାପୁଛି ନିଆଁ

ରାୟଗଡ଼ା: ଜଳୁଛି ଗୁମ୍ମା ସଂରକ୍ଷିତ ଜଙ୍ଗଲ। ଏକର ଏକର ଅଞ୍ଚଳରେ ଲାଗିଛି ନିଆଁ। ଆୟତ୍ତ କରିବାରେ ବନ ବିଭାଗ ବିଫଳ ହେବାରୁ ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡ଼କୁ ବ୍ୟାପୁଛି ନିଆଁ। ଫଳରେ ମୂଲ୍ୟବାନ ଗଛ ଜଳିପୋଡ଼ି ପାଉଁଶ ହେବା ସହ ବହୁ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରୁ ମିଳିଲା ୨୫୦ବର୍ଷ ତଳର ତମ୍ବାଫଳକ

ଭୁବନେଶ୍ବର: ରାୟଗଡ଼ାରୁ ୨୫୦ବର୍ଷରୁ ଅଧିକ ପୁରୁଣା ଏକ ତମ୍ବାଫଳକ ଉଦ୍ଧାର ହୋଇଛି। ଏହି ଫଳକଟି ସୂର୍ଯ୍ୟଶଙ୍କର ରାଜବଂଶର ମହାରାଜା ରାମଚନ୍ଦ୍ର ଦେବ ଦ୍ବିତୀୟଙ୍କ ସମୟର ବୋଲି କୁହ‌ାଯାଉଛି। ଏଥିରେ ଓଡ଼ିଆ ସମେତ ସଂସ୍କୃତ ଭାଷାରେ ଲେଖା ରହିଛି। ରାୟଗଡ଼ା ଜିଲ୍ଲାରୁ ପୂର୍ବରୁ ଏଭଳି ପୁରାତନ…
ଅଧିକ ଖବର ଦେଖନ୍ତୁ...

ମିଲେଟ୍ ମିସନରେ ମହାଦୁର୍ନୀତି: କର୍ଣ୍ଣାଟକରୁ ଆସୁଛି ମାଣ୍ଡିଆ, ରାୟଗଡ଼ା ଚାଷୀଙ୍କ ନାଁରେ ବିକ୍ରି

ରାୟଗଡ଼ା: ଟ୍ରକ୍‌ ଟ୍ରକ୍ ମାଣ୍ଡିଆ ଆସୁଛି କର୍ଣ୍ଣାଟକ ଓ ଆନ୍ଧ୍ରରୁ। ମଣ୍ଡିରେ ବିକ୍ରି ହେଉଛି ରାୟଗଡ଼ା ଚାଷୀଙ୍କ ନାଁରେ। ଉତ୍ପାଦନ ନଥିବା ସତ୍ତ୍ବେ ତଞ୍ଚକତା କରି ମଣ୍ଡି ଅର୍ଥ ହଡ଼ପ କରୁଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ। କାଗଜପତ୍ରରେ ମିଛ ଚାଷୀଙ୍କ ନାଁ ଦର୍ଶାଇ ପ୍ରତି ବର୍ଷ ହଡ଼ପ ଚାଲିଛି…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ହାହାକାର: ସରୁନି ୬୦୦ କୋଟିର ପ୍ରକଳ୍ପ

ରାୟଗଡ଼ା: ୨୦୨୩ରୁ ସରିଲାଣି ନିର୍ମାଣ ଅବଧି। ଅଥଚ ସରିପାରୁନି ବୃହତ୍ ପାନୀୟ ଜଳପ୍ରକଳ୍ପ। ୬୦୦ କୋଟିର ୪ ପ୍ରକଳ୍ପ ଅଧୁରା ଅବସ୍ଥାରେ ରହିଛି। ତେଣୁ ଗ୍ରୀଷ୍ମରେ ପାଣି ଟୋପାଏ ପାଇଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି। ଗ୍ରୀଷ୍ମ ପ୍ରକୋପରେ ଜଳଉତ୍ସ ଶୁଖିବା ପରେ ଜିଲ୍ଲାରେ ସୃଷ୍ଟି ହୋଇଛି…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ପଡ଼ିଲା ଗଛ: ଏର୍ଣ୍ଣାକୁଲମ-ଟାଟା, ବୋକାରୋ ଏକ୍ସପ୍ରେସ୍ ଘଣ୍ଟାଏ ବିଳମ୍ବ

ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରାୟଗଡ଼ା-ବିଜୟନଗରମ୍‌ ରେଳ ଲାଇନରେ ଗଛ ପଡ଼ି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରିଲିଫ୍ ଟ୍ରେନ୍ ରେଳଧାରଣା ଓ ବିଦ୍ୟୁତ୍ ତାର ଉପରୁ ଗଛ ଡାଳକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଆଜି ଅପରାହ୍‌ଣରେ ହଠାତ୍ ବର୍ଷା ସହ ପବନ ହୋଇଥିଲା। ଏହାର…
ଅଧିକ ଖବର ଦେଖନ୍ତୁ...

ପୁରୀ-ଗୁଣପୁର ଏକ୍ସପ୍ରେସ୍‌ରେ ନିଆଁ

ରାୟଗଡ଼ା: ଗଜପତି ଜିଲ୍ଲା କାଶୀନଗର ରେଳ ଷ୍ଟେସନରେ ଆଜି ରାତି ପ୍ରାୟ ୧୦ଟାରେ ପୁରୀ-ଗୁଣପୁର ଏକ୍ସପ୍ରେସ୍‌ ଟ୍ରେନ୍‌ର ଗୋଟିଏ ଏସି ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରେଳ ବିଭାଗ ପକ୍ଷରୁ ମରାମତି କାମ ଜାରି ରହିଛି। ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆଜି…
ଅଧିକ ଖବର ଦେଖନ୍ତୁ...

ରୋଗ ଭଲ ପାଇଁ କୁକୁଡ଼ା, ପାରା ବଳି: ଡାକ୍ତର ନୁହେଁ, ବେଜୁଣୀ ଭଲ କରୁଛି ବେମାର

ରାୟଗଡ଼ା: ଡାକ୍ତର ନୁହେଁ, ପୂଜାର୍ଚ୍ଚନା ମାଧ୍ୟମରେ ବେଜୁଣୀ (ଗୁଣିଆ) ଭଲ କରୁଛନ୍ତି ଜ୍ବର। ଖାଲି ମଣିଷ ନୁହେଁ ଗୃହପାଳିତ ପ୍ରାଣୀ ଓ ଫସଲରେ ହୋଇଥିବା ରୋଗ ଭଲ କରିବାକୁ ମଧ୍ୟ ବେଜୁଣୀ ଉପରେ ଭରସା କରୁଛନ୍ତି ଲୋକ। ଅତ୍ୟାଧୁନିକ ଡାକ୍ତରୀ ସେବା ଏଠି ତୁଚ୍ଛ ହୋଇଛି। ଅନ୍ଧ ବିଶ୍ବାସର…
ଅଧିକ ଖବର ଦେଖନ୍ତୁ...