ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଲୁଟ୍‌

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଫଳଶାପଦର ଗାଁ ରାସ୍ତାରେ ଅସିତ ହୋତା ନାମକ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ମାଡ଼ମାରି ଟଙ୍କା ଲୁଟ୍‌ କରିଛନ୍ତି। ଏନେଇ ସେ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସର ସୂଚନା ଅନୁସାରେ, ବଲାଙ୍ଗୀରର ଅସିତ ହୋତା ତାଙ୍କ ଭ୍ୟାନ୍‌ରେ ଗାଁ ଗାଁ…
ଅଧିକ ଖବର ଦେଖନ୍ତୁ...

ସୁକତେଲ ଅଞ୍ଚଳକୁ ଲୋକଙ୍କ ସୁଅ, ଡ୍ୟାମ୍‌ ଦେଖିବାକୁ ଉତ୍ସାହ ବଢ଼ୁଛି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କହାଯାଉଥିବା ଲୋୟର ସୁକତେଲ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଜଳଭଣ୍ଡାରକୁ ବର୍ଷାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଜଳଭଣ୍ଡାରର ପାଣି ଡ୍ୟାମ୍‌ରେ ଥିବା ଦୁଇଟି ସ୍ଲୁଇସ୍‌ ଗେଟ ଦେଇ ନିଷ୍କାସିତ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ଅଣ ଓସାରିଆ ରାସ୍ତାରେ ଓଲଟିଲା ସାର ବୋଝେଇ ଟ୍ରକ୍‌

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଦୁନ୍ଦେଲ ଗ୍ରାସ ନିକଟରେ ଏକ ସାର ବୋଝେଇ ଟ୍ରକ ଓଲଟି ଥିବା ଜଣାପଡିଛି। ତେବେ ସାର ବୋଝେଇ ଟ୍ରକ୍‌ ଅଣ ଓସାରିଆ ରାସ୍ତରେ ଯାଉଥିବା ନଜରକୁ ଆସିଥିବା ବେଳେ ଏହାର କଳାବଜାରୀ ଉଦ୍ଦେଶ୍ୟରେ ନିଆ ଯାଉଥିବା ନେଇ ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଛତୁ ଖାଇ ୫ ଛାତ୍ରଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସର୍ଗିଗୁଡ଼ା ଟିଟିଡୁଙ୍ଗୁରି ପଡ଼ାରେ ରହୁଥିବା ୫ ଜଣ ଛାତ୍ରଛାତ୍ରୀ ଛତୁ ଖାଇ ଗୁରୁତର ହେବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ସ୍କୁଲ ଛୁଟିଥିବା ଯୋଗୁଁ ଏହି ଛାତ୍ରଛାତ୍ରୀମାନେ ଟିଟିଡୁଙ୍ଗୁରି…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ଅସୁସ୍ଥ

ବଲାଙ୍ଗୀର : ପଦ୍ମଶ୍ରୀପ୍ରାପ୍ତ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତା ଅସୁସ୍ଥ ହୋଇପଡ଼ିଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦେଶକ୍ରମେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଡ.…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବି ନେଇ ଆଦିବାସୀ ସଂଘର ‌‌ଶୋଭାଯାତ୍ରା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଆଦିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା କରାଯାଇଥିଲା। ପରେ ୧୩ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ସହକାରୀ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ଆଦିବାସୀ ସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ପାଟଣାଗଡ଼…
ଅଧିକ ଖବର ଦେଖନ୍ତୁ...

ସୂତାକଳ ପ୍ରତିଷ୍ଠା ଓ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବି, କିଷାନ କଂଗ୍ରେସର ରାସ୍ତାରୋକ

ବଲାଙ୍ଗୀର: ଦେଓଗାଁସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ଓ ଜିଲ୍ଲାରେ ଏକ ସୂତାକଳ ପ୍ରତିଷ୍ଠା ଦାବି କରିଛି ଜିଲ୍ଲା କିଷାନ କଂଗ୍ରେସ। ଏନେଇ ସ୍ଥାନୀୟ ପଥରଚେପାଠାରେ କିଷାନ କଂଗ୍ରେସ ଶୁକ୍ରବାର ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଫଳରେ ବଲାଙ୍ଗୀର-…
ଅଧିକ ଖବର ଦେଖନ୍ତୁ...

ଜୀବିତ ଭାବି ମହିଳାଙ୍କୁ କୋକେଇରୁ ଉଠାଇ ଡାକ୍ତରଖାନା ନେଲେ ପରିବାର ଲୋକେ

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଭତାପଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ବି ଜୀବିତ ଥିବା ସନ୍ଦେହ କରି ପରିବାର ଲୋକେ ପୁଣି ତାଙ୍କୁ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ସକାଳେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଲଘୁଚାପ ଏବେ ଗଙ୍ଗାନଗର, ନାରନୌଲ, ଗଓ୍ଵାଲିୟର, ସିଦ୍ଧି, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିଛି ଏବଂ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

୧୦ ହଜାର ଟଙ୍କାରେ ପୁଅକୁ ବିକିଲା ମା’!

ଟିଟିଲାଗଡ଼ : ଅଢ଼େଇ ବର୍ଷର ଶିଶୁପୁତ୍ରକୁ ମା’ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁର ନିବାସୀ ଅକ୍ଷୟ ପୁଟେଲ ବରଗଡ଼ର ବଦ୍ରି ବାଗଙ୍କ ଝିଅ ମାନସୀଙ୍କୁ ପ୍ରେମବିବାହ…
ଅଧିକ ଖବର ଦେଖନ୍ତୁ...