ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଜୀବିତ ଭାବି ମହିଳାଙ୍କୁ କୋକେଇରୁ ଉଠାଇ ଡାକ୍ତରଖାନା ନେଲେ ପରିବାର ଲୋକେ

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଭତାପଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ବି ଜୀବିତ ଥିବା ସନ୍ଦେହ କରି ପରିବାର ଲୋକେ ପୁଣି ତାଙ୍କୁ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ସକାଳେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଲଘୁଚାପ ଏବେ ଗଙ୍ଗାନଗର, ନାରନୌଲ, ଗଓ୍ଵାଲିୟର, ସିଦ୍ଧି, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିଛି ଏବଂ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

୧୦ ହଜାର ଟଙ୍କାରେ ପୁଅକୁ ବିକିଲା ମା’!

ଟିଟିଲାଗଡ଼ : ଅଢ଼େଇ ବର୍ଷର ଶିଶୁପୁତ୍ରକୁ ମା’ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁର ନିବାସୀ ଅକ୍ଷୟ ପୁଟେଲ ବରଗଡ଼ର ବଦ୍ରି ବାଗଙ୍କ ଝିଅ ମାନସୀଙ୍କୁ ପ୍ରେମବିବାହ…
ଅଧିକ ଖବର ଦେଖନ୍ତୁ...

ବିଙ୍ଗ୍‌ ହ୍ୟୁମାନ୍ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ଚାଷୀଙ୍କ ଜମିରେ ଶ୍ରମଦାନ କଲେ…

ବଲାଙ୍ଗୀର : କାରଗିଲ ବିଜୟ ଦିବସ ଅବସରରେ ଜୟ ଯବାନ ଜୟ କିଷାନ ନାରାଦେଇ ସହିଦଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛି ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ। ଚାଷ ଜମିରେ ଚାଷୀଭାଇଙ୍କ ସହ ଶ୍ରମଦାନ କରି ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବୀର ଯବାନମାନଙ୍କ ପରି ଦିନରାତି ଖଟି ସାରା ଦେଶକୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଜବତ, ଯୁବତୀ ଗିରଫ

ତୁଷୁରା : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଇଁଲାପାଲି ରାସ୍ତାରେ ଜଣେ ଯୁବତୀଙ୍କ ପାଖରୁ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରାଯାଇଛି। ଗିରଫ ଯୁବତୀ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର ଜନନୀ ବାଗ ବୋଲି ଜଣାପଡ଼ିଛି। ପୁଲିସର ସୂଚନା ଅନୁସାରେ ଜନନୀ ଏକ ବ୍ୟାଗରେ ଗଞ୍ଜେଇ ଧରି ବସ୍‌କୁ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ପୁଣି ଲଭ୍‌-ସେକ୍ସ-ଧୋକା: ପୀଡ଼ିତା ଥାନାର ଦ୍ବାରସ୍ଥ

ବଲାଙ୍ଗୀର : ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଓ ପରେ ଛାଡ଼ି ଦେଇ ଫେରାର ହୋଇଯାଇଥିବା ଘଟଣା ଏବେ ପୁଣି ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ତାଲପାଲି ପଡ଼ାର ଘନଶ୍ୟାମ ସାହୁଙ୍କ ନାମରେ ପୀଡ଼ିତା ଥାନାରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଥିବାରୁ ରାଜ୍ୟରେ ଆସନ୍ତା ୩୦ ତାରଖରୁ ବର୍ଷାର ବିସ୍ତୃତି ବଇବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ…
ଅଧିକ ଖବର ଦେଖନ୍ତୁ...

ପରିଚୟ ହରାଇଛନ୍ତି ସାଗରପଡ଼ାର ୩୦ ପରିବାର, ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ

ବଲାଙ୍ଗୀର : ବଲାଙ୍ଗୀର ପୁଇନ୍ତଲା ବ୍ଲକ୍‌ ମଲମଣ୍ଡା ପଞ୍ଚାୟତ ସାଗରପଡ଼ାରେ ରହୁଥିବା ୩୦ ପରିବାରର ପ୍ରାୟ ୧୫୦ ଲୋକ ତାଙ୍କ ପରିଚୟ ହରାଇଛନ୍ତି। ସେମା‌ନଙ୍କ ପାଖରେ ନା ଅଛି ଆଧାର କାର୍ଡ ନା ଅଛି ଭୋଟର୍‌ ପରିଚୟପତ୍ର। ଏଠାରେ ରହୁଥିଲେ ମଧ୍ୟ ମତଦାନରେ ସାମିଲ ହୋଇ ପାରୁନାହାନ୍ତି। ୩୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ,ଟ୍ରକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର: କିଛି ଦିନର ବ୍ୟବଧାନ ପରେ ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡ଼ିଛି। ବୁଧବାର ସନ୍ଧ୍ୟାରେ ସହର ଉପକଣ୍ଠ ମାଧିଆପାଲି ନିକଟରେ ଏକ ଟ୍ରକ୍‌ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପର ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି (ବୁଧବାର) ଆହୁରି ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ରହିଛି। ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...