ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ପର୍ଶୁରାମଙ୍କ ଫଟୋଚିତ୍ର ହଟାଇବା ଘଟଣା: ଅଗଷ୍ଟ ୩ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର: ପଟଣାଗଡ଼ ବ୍ରହ୍ମପୁରା ଛକଠାରେ ଥିବା ପର୍ଶୁରାମଙ୍କ ଫଟୋଚିତ୍ରକୁ ହଟାଇ ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଘଟଣାକୁ ତୀବ୍ର ବିରୋଧ କରାଯାଇଛି। ଏହାର ବିରୋଧରେ ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଆସନ୍ତା ଅଗଷ୍ଟ ୩ ତାରିଖ ଦିନ ବଲାଙ୍ଗୀର ବନ୍ଦ ଡାକରା…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ଶ୍ରମିକରୁ ଉଦ୍ୟୋଗୀ; ଯାଜ୍ଞସେନୀଙ୍କ ଜୟଯାତ୍ରା

ଟିଟିଲାଗଡ଼: ଦିନେ ଦିନମଜୁରିଆ କାମ କରୁଥିଲେ। ଏବେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ଖୋଲାଣ ପଞ୍ଚାୟତର ଯାଜ୍ଞସେନୀ ପୁଟେଲ। ଏକଦା ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଆସୁଥିବା ଯାଜ୍ଞସେନୀ ଏବେ ନିଜ ଗାଁର ଅନେକ ମହିଳାଙ୍କୁ ତାଲିମ ଓ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ଅଟକି ରହିଲା ଇସ୍ପାତ ଏକ୍ସପ୍ରେସ

ଦେଓଗାଁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ହେଲା ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ। ରେଳବାଇର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ସୂଚନା ଅନୁଯାୟୀ, ଆଜି ସକାଳେ ଠିକ୍ ସମୟରେ ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ରୁ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଲୁଟ୍‌

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଫଳଶାପଦର ଗାଁ ରାସ୍ତାରେ ଅସିତ ହୋତା ନାମକ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ମାଡ଼ମାରି ଟଙ୍କା ଲୁଟ୍‌ କରିଛନ୍ତି। ଏନେଇ ସେ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସର ସୂଚନା ଅନୁସାରେ, ବଲାଙ୍ଗୀରର ଅସିତ ହୋତା ତାଙ୍କ ଭ୍ୟାନ୍‌ରେ ଗାଁ ଗାଁ…
ଅଧିକ ଖବର ଦେଖନ୍ତୁ...

ସୁକତେଲ ଅଞ୍ଚଳକୁ ଲୋକଙ୍କ ସୁଅ, ଡ୍ୟାମ୍‌ ଦେଖିବାକୁ ଉତ୍ସାହ ବଢ଼ୁଛି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କହାଯାଉଥିବା ଲୋୟର ସୁକତେଲ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଜଳଭଣ୍ଡାରକୁ ବର୍ଷାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଜଳଭଣ୍ଡାରର ପାଣି ଡ୍ୟାମ୍‌ରେ ଥିବା ଦୁଇଟି ସ୍ଲୁଇସ୍‌ ଗେଟ ଦେଇ ନିଷ୍କାସିତ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ଅଣ ଓସାରିଆ ରାସ୍ତାରେ ଓଲଟିଲା ସାର ବୋଝେଇ ଟ୍ରକ୍‌

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଦୁନ୍ଦେଲ ଗ୍ରାସ ନିକଟରେ ଏକ ସାର ବୋଝେଇ ଟ୍ରକ ଓଲଟି ଥିବା ଜଣାପଡିଛି। ତେବେ ସାର ବୋଝେଇ ଟ୍ରକ୍‌ ଅଣ ଓସାରିଆ ରାସ୍ତରେ ଯାଉଥିବା ନଜରକୁ ଆସିଥିବା ବେଳେ ଏହାର କଳାବଜାରୀ ଉଦ୍ଦେଶ୍ୟରେ ନିଆ ଯାଉଥିବା ନେଇ ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଛତୁ ଖାଇ ୫ ଛାତ୍ରଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସର୍ଗିଗୁଡ଼ା ଟିଟିଡୁଙ୍ଗୁରି ପଡ଼ାରେ ରହୁଥିବା ୫ ଜଣ ଛାତ୍ରଛାତ୍ରୀ ଛତୁ ଖାଇ ଗୁରୁତର ହେବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ସ୍କୁଲ ଛୁଟିଥିବା ଯୋଗୁଁ ଏହି ଛାତ୍ରଛାତ୍ରୀମାନେ ଟିଟିଡୁଙ୍ଗୁରି…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ଅସୁସ୍ଥ

ବଲାଙ୍ଗୀର : ପଦ୍ମଶ୍ରୀପ୍ରାପ୍ତ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତା ଅସୁସ୍ଥ ହୋଇପଡ଼ିଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦେଶକ୍ରମେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଡ.…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବି ନେଇ ଆଦିବାସୀ ସଂଘର ‌‌ଶୋଭାଯାତ୍ରା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଆଦିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା କରାଯାଇଥିଲା। ପରେ ୧୩ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ସହକାରୀ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ଆଦିବାସୀ ସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ପାଟଣାଗଡ଼…
ଅଧିକ ଖବର ଦେଖନ୍ତୁ...

ସୂତାକଳ ପ୍ରତିଷ୍ଠା ଓ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବି, କିଷାନ କଂଗ୍ରେସର ରାସ୍ତାରୋକ

ବଲାଙ୍ଗୀର: ଦେଓଗାଁସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ଓ ଜିଲ୍ଲାରେ ଏକ ସୂତାକଳ ପ୍ରତିଷ୍ଠା ଦାବି କରିଛି ଜିଲ୍ଲା କିଷାନ କଂଗ୍ରେସ। ଏନେଇ ସ୍ଥାନୀୟ ପଥରଚେପାଠାରେ କିଷାନ କଂଗ୍ରେସ ଶୁକ୍ରବାର ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଫଳରେ ବଲାଙ୍ଗୀର-…
ଅଧିକ ଖବର ଦେଖନ୍ତୁ...