ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ନାରାୟଣପୁରରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା

ନାରାୟଣପୁର: ଛତିଶଗଡ଼ର ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛତିଶଗଡ଼ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଅଜଣା ବ୍ୟକ୍ତି । ସୋମବାର ରାତି ପ୍ରାୟ ୯ଟାରେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ବିଲ୍‌ବୋର୍ଡ ପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ପ୍ରଥମ ବର୍ଷା ପଡ଼ିଛି। ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି ମିଳିଛି, କିନ୍ତୁ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଧୂଳି ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ଝଡ଼ରେ ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଭୋଟରଙ୍କ ବୁର୍ଖା ଖୋଲି ପରିଚୟ ଯାଞ୍ଚ କଲେ ମାଧବୀଲତା

ନୂଆଦିଲ୍ଲୀ: ହାଇଦ୍ରାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେ ମାଧବୀଲତାଙ୍କ ବିରୋଧରେ ସୋମବାର ନିର୍ବାଚନ କର୍ତ୍ତୃପକ୍ଷ ଏକ ମାମଲା ରୁଜୁ କରିଛନ୍ତି। ମାଧବୀ ଏକ ଭୋଟିଂ ବୁଥ୍‌ରେ କିଛି ମହିଳା ମୁସଲମାନ ଭୋଟରଙ୍କ ବୁର୍ଖା ଖୋଲି ସେମାନଙ୍କ ପରିଚୟ ଯାଞ୍ଚ କରିଥିଲେ। ଏହାର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ ଭୋଟିଂ ବୁଥ୍‌ରେ ବିଧାୟକ-ଭୋଟର ମାଡ଼ପିଟ୍‌

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଏକ ଭୋଟିଂ ବୁଥ୍‌ରେ ଆଜି ତୁମୁଳକାଣ୍ଡ ହୋଇଛି। ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବିଧାୟକ ଶିବ କୁମାର ବୁଥ୍‌ରେ ଜ‌ଣେ ଭୋଟରଙ୍କୁ ଚାପୁଡ଼ା ମାରିଛନ୍ତି। ଭୋଟରମାନେ ଭୋଟ୍‌ ଦେବାପାଇଁ ଧାଡ଼ିରେ ଠିଆ ହୋଇଥିବା ‌ବେଳେ ବିଧାୟକ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସରିଲା ୩୮୧ ଆସନରେ ମତଦାନ: ଦକ୍ଷିଣ ରାଜ୍ୟ ଉପରେ ନଜର

ନୂଆଦିଲ୍ଳୀ: ଚତୁର୍ଥ ପର୍ଯ୍ୟାୟ ମତଦାନ ସହିତ ଲୋକସଭାର ମୋଟ୍ ୫୪୩ ଆସନ ମଧ୍ୟରୁ ୩୮୧ ଆସନ‌ରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ପରବର୍ତ୍ତୀ ତିନିଟି ପର୍ଯ୍ୟାୟରେ ଆଉ ଅବଶିଷ୍ଟ ୧୬୨ଟି ଆସନରେ ଭୋଟ ଗ୍ରହଣ କରାଯିବ। ଲୋକସଭାର ଅର୍ଦ୍ଧାଧିକ ଆସନରେ ମତଦାନ ଶେଷ ହୋଇଯାଇଥିବାରୁ କେନ୍ଦ୍ରରେ ନୂଆ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ ପର୍ଯ୍ୟାୟ‌ରେ ୬୩.୦୪% ଭୋଟ୍‌; ଆନ୍ଧ୍ର, ପଶ୍ଚିମବଙ୍ଗରେ ହିଂସା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ଆନ୍ଧ୍ରପ୍ରଦେଶ (୨୫) ଓ ତେଲେଙ୍ଗାନା (୧୭)ର ସମସ୍ତ ଲୋକସଭା ଆସନ ସହ ବିହାର (୫), ଝାଡ଼ଖଣ୍ଡ (୪), ମଧ୍ୟପ୍ରଦେଶ (୮), ମହାରାଷ୍ଟ୍ର (୧୧),…
ଅଧିକ ଖବର ଦେଖନ୍ତୁ...

‘ଖୁବ୍‌ଶୀଘ୍ର ବିବାହ କରିବାକୁ ପଡ଼ିବ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ତାଙ୍କ ବିବାହକୁ ନେଇ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ୫୩ ବର୍ଷୀୟ ରାହୁଲ କହିଥିଲେ, ‘ଏବେ ମତେ ଖୁବ୍‌ଶୀଘ୍ର ବିବାହ କରିବାକୁ ପଡ଼ିବ’। କିନ୍ତୁ ଗତବର୍ଷ ଜୟପୁରର ମହାରାଣୀ…
ଅଧିକ ଖବର ଦେଖନ୍ତୁ...

୪୦୦ ପାର୍‌ ଏବେ ବାସ୍ତବତା: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣମାଧ୍ୟମରେ ସାକ୍ଷାତକାର ଦେଇ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଲୋକସଭା ନିର୍ବାଚନରେ ୪୦୦ ଆସନ ଟପିବ ବୋଲି ପୁଣି ଥରେ ଦୃଢ଼ୋକ୍ତି ବାଢ଼ିଛନ୍ତି। ମୋଦୀ କହିଛନ୍ତି '୪୦୦ ପାର୍‌' କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏବେ ବାସ୍ତବତାରେ ପରିଣତ…
ଅଧିକ ଖବର ଦେଖନ୍ତୁ...

ନେହୁରା ହେଲା ମାଳଦ୍ୱୀପ

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିର୍ଦ୍ଦେଶକ୍ରମେ ୭୬ ଜଣ ଭାରତୀୟ ସାମରିକ କର୍ମଚାରୀ ମାଳଦ୍ୱୀପ ଛାଡ଼ିବାର କିଛିଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ଘସାନ ମୌମୁନ ସ୍ୱୀକାର କରିଛନ୍ତି ଯେ ମାଳଦ୍ୱୀପ ସେନା ପାଖରେ ଏବେ ବି ଭାରତ ଦ୍ୱାରା ଦାନ କରାଯାଇଥିବା ତିନିଟି ବିମାନ ଚଳାଇବା…
ଅଧିକ ଖବର ଦେଖନ୍ତୁ...

ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଖାରଜ

ରାଞ୍ଚି: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ ମିଳିବା ପରେ ଉତ୍ସାହିତ ହୋଇପଡ଼ିଥବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉତ୍ସାହରେ ଭଟ୍ଟା ପଡ଼ିଛି। ରାଞ୍ଚିର ଏକ ସ୍ୱତନ୍ତ୍ର ମନିଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅଦାଲତ ସୋମବାର ତାଙ୍କ ଜାମିନ ଆବେଦନକୁ ଖାରଜ…
ଅଧିକ ଖବର ଦେଖନ୍ତୁ...