Advertisment
Latest Posts
Advertisment
ଜିଲ୍ଲା
କୋଡିଏ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ସିବିଆଇ ହାତରେ ଧରା ପଡ଼ିଲେ ରାମପୁର ସବ ଏରିଆ ମ୍ୟାନେଜର
ମହାନଦୀ କୋଲ କମ୍ପାନି ଅନ୍ତର୍ଗତ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଓରିଏଣ୍ଟ କୋଇଲା କ୍ଷେତ୍ର ରାମପୁର ସବଏରିଆ ମ୍ୟାନେଜର ଅସିତ କୁମାର ନିଜ କାର୍ଯ୍ୟଳୟରେ ଲାଞ୍ଚ ନେବା ସମୟରେ ସିବିଆଇ ହାତରେ ଧରା ପଡିଛନ୍ତି । ତାଙ୍କ ବିରୁଦ୍ଧରେ କୋଡିଏ ହଜାର ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଛି...
Gallery
ହାତୀ ମାଗୁଛି ହକ୍
ଓଡ଼ିଶା ଏକଦା ହାତୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବିକାଶ ପାଇଁ ଦ୍ରୁତ ଶିଳ୍ପାୟନ, ବେଧଡ଼କ ଜଙ୍ଗଲ କାଟିବା ଏବଂ ମାନବ ବସତି ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା ହ୍ରାସ ପାଇବାରେ ଲାଗିଛି...
ବାଣିଜ୍ୟ
ଟଙ୍କା ଲାଗୁଥିବା ଗେମ୍ ନିଷିଦ୍ଧ ହେବ: ବର୍ଷକୁ ୪୫ କୋଟି ଲୋକ ହରାଉଛନ୍ତି ୨୦,୦୦୦ କୋଟି
ଡ୍ରିମ୍୧୧, ୱିଞ୍ଜୋ, ଗେମ୍ସକ୍ରାଫ୍ଟ ଆଦି ଲୋକପ୍ରିୟ ଗେମ୍ ଆଗକୁ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯେକୌଣସି ପ୍ରକାରରେ ହେଉ, ଟଙ୍କା ଲାଗୁଥିବା ଅନ୍ଲାଇନ୍ ଗେମ୍ ନିଷିଦ୍ଧ ହେବ।
ଅପରାଧ
ଭଞ୍ଜବିହାରରେ ଛାତ୍ର-ଅଣଛାତ୍ର ମୁହାଁମୁହିଁ: ପ୍ରାଣାନ୍ତକ ଆକ୍ରମଣରେ ଛାତ୍ର ଗୁରୁତର
ଭଞ୍ଜବିହାର କ୍ୟାମ୍ପସ୍କୁ ଫେରିଛି ହିଂସା। ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ପତିଆରା ଜାହିର ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି। ଆହତ ଛାତ୍ରଜଣଙ୍କ ବ୍ରହ୍ମପୁର ସିଟି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ମନୋରଞ୍ଜନ
ଶେଫାଲିଙ୍କ ସ୍ବପ୍ନକୁ ମଉଳିବାକୁ ଦେଇ ନାହାନ୍ତି ପରାଗ
ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶେଫାଲି ଜାରିୱାଲାଙ୍କ ମୃତ୍ୟୁ ପରେ ଅଭିନେତ୍ରୀଙ୍କ ସ୍ୱାମୀ ପରାଗ ତ୍ୟାଗୀ ନିଜ ମନକୁ ବୁଝାଇ ସ୍ତ୍ରୀଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।
ପୁନଶ୍ଚ ପୃଥିବୀ
‘ପରିବେଶ ବଞ୍ଚାଇବାକୁ ଆଦିବାସୀଙ୍କୁ ଏକାଠି ହେବାକୁ ପଡ଼ିବ’
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବଣ୍ଡା, ଡିଡାୟୀ, କୋୟା, ଦୁରୁଆ, କନ୍ଧ ଜନଜାତି ବସବାସ କରୁଛନ୍ତି। ଏମାନେ ପ୍ରକୃତିର ପୂଜକ। ଦିନ ଥିଲା ଏମାନେ ଜଙ୍ଗଲକୁ ସୁରକ୍ଷା ଦେବାରେ ହେଳା କରୁନଥିଲେ। ଏବେ କିନ୍ତୁ ମାନସିକତାରେ ପରିବର୍ତ୍ତନ ହୋଇଛି।