Advertisment
Latest Posts
Advertisment
ରାଜ୍ୟ
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏନେଇ କୌଣସି ସାଲିସ କରାଯିବ ନାହିଁ: ରାଜସ୍ବ ମନ୍ତ୍ରୀ
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏଥିସହ କୌଣସି ସାଲିସ କରାଯିବ ନାହିଁ। ଆଜି କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଜିଲ୍ଲା
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ଖେଳ
ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ହୋଇପାରନ୍ତି ଶ୍ରେୟସ ଆୟର
ପଞ୍ଜାବ କିଙ୍ଗ୍ସକୁ ଆଇପିଏଲ ଟାଇଟଲ୍ ଜିତାଇବାରୁ ଅଳ୍ପକେ ବର୍ତ୍ତିଗଲେ ଶ୍ରେୟସ ଆୟର । ଗତ ସିଜିନ୍ରେ ୧୦ ବର୍ଷ ପରେ କୋଲକାତା ନାଇଟ୍ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ । ଖାଲି ସେତିକି ନୁହେଁ, ୨୦୨୦ରେ ତାଙ୍କରି ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍ରେ ପହଞ୍ଚିଥିଲା ।
ରାଜନୀତି
ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ ବୋଲି କହିଲେ ମାଲ୍ୟା
ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇପାରେ ।
ଅପରାଧ
ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଡିନୋ ମୋରିଆଙ୍କ ଘରେ ଇଡି ଚଢ଼ଉ
୬୫ କୋଟି ଟଙ୍କାର ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ମୁମ୍ବାଇ ଏବଂ କେରଳର ୧୫ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ତଲାସ କରାଯାଇଥିବା ସ୍ଥାନ ମଧ୍ୟରେ ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘର ବି ରହିଛି।
ମନୋରଞ୍ଜନ