Advertisment
Latest Posts
Advertisment
ଜିଲ୍ଲା
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା । ଗତ ରାତିରେ ମୃତକ ନମିତା ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ ଯାଇଥିଲେ...
Gallery
ପ୍ରେମ, ବିପ୍ଳବ ଏବଂ ତ୍ୟାଗର ଏକ ରହସ୍ୟମୟ କାହାଣୀ: ଟାଇପିଷ୍ଟଙ୍କ ପ୍ରେମରେ ପଡ଼ିଥିଲେ ନେତାଜୀ
ସ୍ୱାଧୀନତା ପୂର୍ବରୁ ଭାରତର ଅସ୍ଥାୟୀ ସରକାର ଗଠନ କରିଥିବା ନେତାଜୀଙ୍କ ପ୍ରେମ ଏବଂ ବିବାହର ଅନନ୍ୟ କାହାଣୀ ବେଶ୍ ରୋଚକ। ଅନେକ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିବା ନେତାଜୀ ଜଣେ ଟାଇପିଷ୍ଟଙ୍କ ପ୍ରେମରେ ପଡ଼ିଥିଲେ...
ବାଣିଜ୍ୟ
ବେଆଇନ ଛଟେଇ ମାମଲା: ବଡ଼ ଏୟାରଲାଇନ୍ସ ଉପରେ ୯୦ ନିୟୁତ ଡଲାର ଜରିମାନା
କ୍ୱାଣ୍ଟାସ୍ ଆଉଟସୋର୍ସିଂ ମାମଲାରେ ଅଷ୍ଟ୍ରେଲିଆର ଫେଡେରାଲ୍ କୋର୍ଟ ୨୦୨୦ ମସିହାରେ ୧୮୦୦ କର୍ମଚାରୀଙ୍କୁ ବେଆଇନ ଛଟେଇ କରିବା ପାଇଁ କ୍ୱାଣ୍ଟାସ୍ ଏୟାରଲାଇନ୍ସକୁ ୯୦ ନିୟୁତ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି...
ଅପରାଧ
ସ୍ବାମୀକୁ ହତ୍ୟା କରି ଡ୍ରମରେ ଭର୍ତ୍ତି କଲା, ଲୁଣ ପକାଇ ଉପରେ ପଥର ଚାପିଦେଲା ସ୍ତ୍ରୀ
ମିରଟ ପରେ ଏବେ ରାଜସ୍ଥାନ। ଘଟଣା ସମାନ ହେଲେ ରାଜ୍ୟ ଅଲଗା। ମିରଟରେ କିଛି ମାସ ତଳେ ସ୍ବାମୀକୁ ହତ୍ୟା କରି ନୀଳ ଡ୍ରମରେ ଭର୍ତ୍ତି କରିଥିଲା ସ୍ତ୍ରୀ। ହତ୍ୟା ପରେ ଅଭିଯୁକ୍ତ ସ୍ତ୍ରୀ ପ୍ରେମିକ ସହ ବୁଲିବାକୁ ଚାଲିଯାଇଥିଲା। ଏବେ ରାଜସ୍ଥାନର ଅଲୱରରେ ସମାନ ଘଟଣା ଘଟିଛି।
ମନୋରଞ୍ଜନ
ଏଲଭିଶଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ 'ଭାଉ ଗ୍ୟାଙ୍ଗ' ନିଜକୁ କଲା ଦାୟୀ
ଏଲଭିଶ ଯାଦବଙ୍କ ବାପା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।
ପୁନଶ୍ଚ ପୃଥିବୀ
ପରିବେଶ ପାଇଁ ସୈନିକ ଭଳି ଲଢ଼ିବାକୁ ହେବ: ଉପବାଚସ୍ପତି
ପୁନଶ୍ଚ ପୃଥିବୀ। ଏହି ଛଅଟି ଶବ୍ଦର ଉଚ୍ଚାରଣ ମାତ୍ରକେ ଆମକୁ ଚେତାଇ ଦେଉଛି ଯେ ବଞ୍ଚିବା ପାଇଁ ଆମେ ଯେଉଁ ପୃଥିବୀ ପାଇଛୁ, ତାହା ଆମ ସଚେତନତାର ଅଭାବ ଓ ବେପରୁଆ ମନୋଭାବ ଯୋଗୁ ଉଜୁଡ଼ି ଗଲାଣି।