Advertisment
Latest Posts
Advertisment
ଜିଲ୍ଲା
ଶିମିଳି ଗଛ ପଡ଼ି ଭାଙ୍ଗିଗଲା ୨ ଶହ ବର୍ଷର ତାରିଣୀ ମନ୍ଦିର
ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଖରଡ଼ି ପଞ୍ଚାୟତ ବରଡ଼ି ଗାଁରେ ଏକ ବଡ଼ ଶିମିଳି ଗଛ ଉପୁଡ଼ି ପଡ଼ିବାରୁ ୨ ଶହ ବର୍ଷର ତାରିଣୀ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୨୫ ଫୁଟ ଉଚ୍ଚତା ମୁଖ୍ୟ ମନ୍ଦିର ଓ ମୁଖଶାଳା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
Gallery
ବାଣିଜ୍ୟ
ଏସବୁ ଦେଶରେ ଟେଲିଗ୍ରାମ ବ୍ୟବହାର କରିବାକୁ ଅପରାଧ ବୋଲି ଧରାଯାଏ
ଟେଲିଗ୍ରାମର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ, ଅନ୍ୟପଟେ କିଛି ଦେଶ ଏହି ଆପ୍ କୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରିଛନ୍ତି। ଏହି ଦେଶଗୁଡ଼ିକ ବିଶ୍ୱାସ କରନ୍ତି ଯେ ଟେଲିଗ୍ରାମ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦ ହୋଇପାରେ।
ଅପରାଧ
ନେପାଳ ହିଂସା: ହନ୍ତସନ୍ତ ହେଉଛନ୍ତି ସୋନାଗାଛିର ଦେହଜୀବୀ
ନେପାଳରେ ଚାଲିଥିବା ଅଶାନ୍ତିର ପ୍ରଭାବ ଏବେ କୋଲକାତାର ସୋନାଗାଛିରେ ଅନୁଭୂତ ହେଉଛି। ସୋନାଗାଛି ଏସିଆର ସର୍ବବୃହତ୍ ରେଡଲାଇଟ୍ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ନେପାଳୀ ବଂଶୋଦ୍ଭବ ଯୌନ କର୍ମୀ ବସବାସ କରନ୍ତି।
ମନୋରଞ୍ଜନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରିବେ ବିବେକ ଓବେରୟ
ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କର ୭୫ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ବଲିଉଡ ଅଭିନେତା ବିବେକ ଓବେରୟ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସବୁଠାରୁ ବଡ଼ ରକ୍ତଦାନ ଶିବିର ଆୟୋଜନ କରିବେ।
ପୁନଶ୍ଚ ପୃଥିବୀ
କେବଳ ବନୀକରଣ ଯଥେଷ୍ଟ ନୁହେଁ
ଜଳବାୟୁ ବିଭ୍ରାଟକୁ ଏଡ଼ାଇବା ପାଇଁ ଗଛ ଲଗାଇବାକୁ ପ୍ରାଥମିକତା ଦିଆଯାଉଛି, ମାତ୍ର ଅଙ୍ଗାର ନିର୍ଗମନକୁ ଦମନ କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।