Advertisment
Latest Posts
Advertisment
ରାଜ୍ୟ
ରାଜଧାନୀରେ ମଦମୃତ୍ୟୁ: ୨ ଯୁବକ ମୃତ, ୩ ଗୁରୁତର, ସିଲ୍ ହେଲା ମଦଦୋକାନ
କିଛି ମାସ ତଳେ ଚିକିଟି ମଦମୃତ୍ୟୁକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଆଜି ଖୋଦ୍ ରାଜଧାନୀରେ ବିଷାକ୍ତ ମଦପିଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଯୁବକଦ୍ବୟ ହେଲେ ଲକ୍ଷ୍ମୀସାଗର ଥାନା ଲେଙ୍କାସାହିର ବିଶ୍ବଜିତ ବେଉରା(୨୬) ଓ ସନ୍ତୋଷ ନାୟର(୩୮)।
ଜିଲ୍ଲା
ବଜ୍ରପାତରେ ଦୁଇ ମହିଳା ମୃତ, ଜଣେ ଗୁରୁତର
ଶେଷ ରଜ ଉପଲକ୍ଷେ ସ୍ଥାନୀୟ ମିଲ ଢ଼େପସାହିର ପ୍ରାୟ ୪୦ ଜଣ ଏକ ବଣଭୋଜିର ଆୟୋଜନ କରିଥିଲେ। ବଣଭୋଜି ପରେ ଘରକୁ ଫେରିବା ସମୟରେ ଗୁଡାରି ନିକଟସ୍ଥ ବାଟିଆବିଲ ଠାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା....
ଖେଳ
ରାଜନୀତି
ଜି-୭ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନିଜକୁ ଏବଂ ଦେଶକୁ ଅପମାନିତ କରିଛନ୍ତି: ସଞ୍ଜୟ ରାଉତ
ପ୍ରଧାନମନ୍ତ୍ରୀ ମୋଦୀ କାନାଡାରେ ଜି-୭ ସମ୍ମିଳନୀରେ ଯୋଗଦେବା ବିଷୟରେ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଆମ ପ୍ରଧାନମନ୍ତ୍ରୀଙ୍କୁ ଶେଷରେ ନିମନ୍ତ୍ରଣ କରାଯାଇଥିଲା, ତଥାପି ସେ ଯାଇଛନ୍ତି। ସେ ତାଙ୍କର ନିଜର ସମ୍ମାନ ନୁହେଁ, ଦେଶର ସମ୍ମାନ ବିଷୟରେ ଚିନ୍ତା କରିବା ଉଚିତ୍ ଥିଲା....
ଅପରାଧ
ଭିଣୋଇଙ୍କୁ ନେଇ ଶାଳୀ ଫେରାର: ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ସ୍ତ୍ରୀ ଥାନାରେ
ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ, ଜଣେ ଯୁବକ ତାଙ୍କ ଶାଳୀଙ୍କୁ ପ୍ରେମ କରି ତାଙ୍କ ସହିତ ଫେରାର ହୋଇଯାଇଛନ୍ତି। ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡି ଘର ଛାଡି ପଳାଇଛନ୍ତି। ସେ ମାତ୍ର ଗୋଟିଏ ମାସ ପୂର୍ବରୁ ବିବାହ କରିଥିଲେ। ପୀଡିତା ପତ୍ନୀ ପୁଲିସ ଥାନାରେ ଏନେଇ ଅଭିଯୋଗ କରିଛନ୍ତି...