Advertisment
Latest Posts
Advertisment
ରାଜ୍ୟ
‘ରଜ’ରେ ଲଜ୍ଜ୍ୟା: ଦୁଷ୍କର୍ମକାରୀ ଅଭିଯୁକ୍ତକୁ କାଦୁଅରେ ଗୋଡ଼େଇ ଧରିଲା ପୁଲିସ
ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ୧୨ ଦିନ ତଳେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ନେଇ ଚର୍ଚ୍ଚା ଜାରି ଥିବା ବେଳେ ପୁଣି ସମାନ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି
ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ ।
ରାଜନୀତି
ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯିବ: ବିଜେପି
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ କୁଡୁମୀ ଭବନ ଠାରେ ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେପି ସରକାର କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ନେଇ ଏହାର ଉତ୍କର୍ଷ ଓ ସଫଳତାର ପର୍ଯ୍ୟାଲୋଚନାର ସମୟ ଆସିଛି।
ଅପରାଧ
‘ରଜ’ରେ ଲଜ୍ଜ୍ୟା: ଦୁଷ୍କର୍ମକାରୀ ଅଭିଯୁକ୍ତକୁ କାଦୁଅରେ ଗୋଡ଼େଇ ଧରିଲା ପୁଲିସ
ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ୧୨ ଦିନ ତଳେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ନେଇ ଚର୍ଚ୍ଚା ଜାରି ଥିବା ବେଳେ ପୁଣି ସମାନ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି।
ମନୋରଞ୍ଜନ
ଅଚାନକ ସିନେମା ହଲ୍ରେ ପହଞ୍ଚିଲେ ‘ଅନନ୍ତା’; ପ୍ରବଳ ଭିଡ଼ ଲଗାଇଲେ ଦର୍ଶକ
ରଜ ଉପଲକ୍ଷେ ଶୁଭମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନନ୍ତା’କୁ ସିନେମାପ୍ରେମୀମାନେ ବହୁତ ପ୍ରଶଂସା କରୁଛନ୍ତି। ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଅନନ୍ତା’ ଦେଖିବା ପାଇଁ ସିନେମା ହଲ୍ରେ ନାହିଁନଥିବା ଭିଡ଼ ରହୁଛି।