Latest Posts
ରାଜ୍ୟ
ବାତ୍ୟା ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି: ମୁଖ୍ୟମନ୍ତ୍ରୀ
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆମ ପାଖରେ ଯାହା ସୂଚନା ରହିଛି, ବାତ୍ୟା ‘ଦାନା’ ପିକ୍ ସମୟରେ ସ୍ଥଳ ଭାଗରେ ଘଣ୍ଟା ପିଛା ୧୧୦ରୁ ୧୨୦ କିମି ବେଗରେ ଯିବା ସମ୍ଭାବନା ରହିଛି। ବାତ୍ୟା ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଅକ୍ଟୋବର ୩୧ମଧ୍ୟରେ ଏହି ବଡ଼ ଘୋଷଣା କରିବେ ଧୋନି
ମହେନ୍ଦ୍ର ସିଂହ ଧୋନି ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ଆଇପିଏଲ୍ର ଭବିଷ୍ୟତ ବିଷୟରେ କିଛି ସୂଚନା ଆସୁ ନଥିବାରୁ ପ୍ରଶଂସକମାନେ ମଧ୍ୟ ଅପେକ୍ଷାରେ ଅଛନ୍ତି।
ରାଜନୀତି
ମନ୍ତ୍ରୀ ହେବା ମାତ୍ରେ ରାତିଅଧରେ ବିଦ୍ୟୁତ୍ ବିଲ୍ ପୈଠ କଲେ ଅନିଲ ବିଜ୍
ଅନିଲ ବିଜ୍ ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଅନିଲ ବିଜ୍ଙ୍କୁ ଶକ୍ତି, ପରିବହନ ଏବଂ ଶ୍ରମ ମନ୍ତ୍ରଣାଳୟ ମିଳିଛି...
ଅପରାଧ
ଡକାୟତି ହୋଇଥିବା ଟଙ୍କା ମୁଖ୍ୟ କନଷ୍ଟେବଳଙ୍କ ଘରୁ ହେଲା ଜବତ
ଦିଲ୍ଲୀପୁଲିସ ଡକାୟତିର ଏକ ଘଟଣାରେ ଉତ୍ତରପ୍ରଦେଶ ପୁଲିସର ମୁଖ୍ୟ କନଷ୍ଟେବଳଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ କନଷ୍ଟେବଳଙ୍କ ଘରୁ ଡକାୟତି ହୋଇଥିବା ଟଙ୍କାକୁ ପୁଲିସ ଜବତ କରିଛି।
ମନୋରଞ୍ଜନ
ନିର୍ବନ୍ଧ ପରେ ଆରମ୍ଭ ହେଲା ଶୋଭିତା-ଚୈତନ୍ୟଙ୍କ ବିବାହ କାର୍ଯ୍ୟକ୍ରମ
ସାଉଥ୍ ଅଭିନେତା ନାଗା ଚୈତନ୍ୟ ଖୁବ୍ ଶୀଘ୍ର ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବେ। ଆଜିଠୁ ତାଙ୍କର ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶୋଭିତା ହଳଦୀ କୁଟୁଥିବା ଭାଇରାଲ ଫଟୋରେ ଦେଖାଯାଇଛି।