Advertisment
Latest Posts
Advertisment
ରାଜ୍ୟ
ଏହି ଗାଁରେ ନାହିଁ ବିଦ୍ୟାଳୟ-ଅଙ୍ଗନବାଡ଼ି, ରୋଗୀ-ଗର୍ଭବତୀଙ୍କୁ ଖଟିଆ ଭରସା
ସରକାରୀ ଯୋଜନା ପହଞ୍ଚିପାରୁ ନାହିଁ। ଗାଁର ଗୋଟିଏ ବି ପରିବାରରେ ନାହିଁ ପାଇଖାନା। ବିଦ୍ୟୁତ ଓ ମୋବାଇଲ ନେଟୱର୍କ ସାତସପନ ପାଲଟିଛି। ସ୍କୁଲ ଦୂରର କଥା। ଗାଁର ପିଲା ମାଡିପାରୁ ନାହାନ୍ତି ଅଙ୍ଗନୱାଡି କେନ୍ଦ୍ର। ବହୁ ଶିଶୁ ଓ ଗର୍ଭବତୀ ଅପପୃଷ୍ଟିର ଶିକାର।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ଆଇପିଏଲ୍-୨୦୨୫: ମହଙ୍ଗା ଖେଳାଳି ହେଲେ ଋଷଭ ପନ୍ତ, କିଣିଲା ଲକ୍ଷ୍ନୌ
ସାଉଦୀ ଆରବରେ ଆଜି ପ୍ରଥମ ଦିନରେ ଆୟାଜକ ଟିମ୍ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣୁଛନ୍ତି। ଆଗାମୀ ଆଇପିଏଲ୍ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ ନେଇଛି।
ରାଜନୀତି
ପ୍ରକୃତ ଉଡ଼ାଣ ବାକି ଅଛି: ଫଡନାଭିସ୍ଙ୍କ ଭିଡିଓ ଭାଇରାଲ
ମହାରାଷ୍ଟ୍ରରେ ମହାୟୁତିର ବିଜୟ ପରେ, ବର୍ତ୍ତମାନ ସିଏମ୍ ଚେହେରାକୁ ନେଇ ଚର୍ଚ୍ଚା ଚାଲିଛି। ଫଡନିସଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ ନା ଏକନାଥ ସିନ୍ଦେଙ୍କୁ ପୁଣି ଥରେ ସିଏମ ପଦର ଦାୟିତ୍ୱ ଦିଆଯିବ? ଏବେ ଦେବେନ୍ଦ୍ର ଫଡନାଭିସ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...
ଅପରାଧ
ଧରାପଡ଼ିଗଲେ ୟୁପି ଗଞ୍ଜେଇ ମାଫିଆ: ବାଟରୁ ମଦ କିଣିବା ମହଙ୍ଗା ପଡ଼ିଲା
ଭୁବନେଶ୍ବର: ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ମାଫିଆ। କିନ୍ତୁ ବାଟରେ କାର୍ ଅଟକାଇ ମଦ କିଣିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଗାଡ଼ି ନମ୍ବରକୁ ସନ୍ଦେହ କରି ପୁଲିସ ଯାଞ୍ଚ କରୁକରୁ ମାଫିଆଦ୍ବୟ ଧରାପଡ଼ିଯାଇଛନ୍ତି।
ମନୋରଞ୍ଜନ
ପୋଷ୍ଟ ଡିଲିଟ ପାଇଁ ଏ ଆର୍ ରେହମାନଙ୍କ ଚେତାବନୀ
ବିବାହର ୨୯ବର୍ଷ ପରେ ନଭେମ୍ବର ୧୯ରେ ଛାଡ଼ପତ୍ର ଘୋଷଣା ପରେ ସୋସିଆଲ ମିଡିଆରେ ଏ ଆର୍ ରେହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୋଙ୍କୁ ନେଇ ଘୁରି ବୁଲୁଛି ବିଭିନ୍ନ ପ୍ରକାର ଗୁଜବ ଖବର।