Latest Posts
ରାଜ୍ୟ
ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ: ପଞ୍ଚାୟତିରାଜ ମନ୍ତ୍ରୀ
ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ସର୍ଫରାଜ୍ ଖାନ୍ଙ୍କ ଶତକ: ୩୦୦ ସ୍କୋର୍ ପାର୍ କଲା ଭାରତ
ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ବେଙ୍ଗାଲୁୁରୁରେ ଖେଳାଯାଉଛି। ଆଜି ମୁକାବିଲାର ୪ର୍ଥ ଦିନ। ଭାରତୀୟ ଟିମ୍ ଦ୍ବିତୀୟ ପାଳିବେ ବ୍ୟାଟିଂ କରୁଛି। ଏବେ ଋଷଭ ପନ୍ଥ ଓ ସର୍ଫରାଜ୍ ଖାନ୍ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଟିମ୍ର ରନ୍ ସ୍କୋର୍ ୩୦୦ ପାର୍ ହୋଇସାରିଛି।
ରାଜନୀତି
ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି
ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ୬୮ ଆସନରେ ଲଢିବ ।ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ ।
ଅପରାଧ
ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ: ୨ ଯୁବତୀ ଉଦ୍ଧାର, ଜଣେ ଯୁବକ ଅଟକ
ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ। ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୁଲିସ ଚଢାଉ କରିଛି। ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି ।
ମନୋରଞ୍ଜନ
ଓଡ଼ିଆ ସିନେମାରେ ପୁଣି ସୌମ୍ୟା
ଏବେ ଓଲିଉଡ୍କୁ ପୁଣି ଜଣେ ଅଣଓଡ଼ିଆ ନାୟିକା ଫେରୁଥିବା ଜଣାଯାଇଛି। ୨୦୨୩ ରଜବଜାରରେ ମୁକ୍ତିଲାଭ କରିଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ସେ ନାୟିକା ଭୂମିକାରେ ନଜର ଆସିଥିଲେ।