Advertisment
Latest Posts
Advertisment
ରାଜ୍ୟ
ନବୀନଙ୍କ ଅସ୍ତ୍ରୋପଚାର ସଫଳ
ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର ହୋଇଛି। ସର୍ଭିକାଲ୍ ଆଥ୍ରାଇଟ୍ସରେ ପୀଡ଼ିତ ନବୀନଙ୍କର ଅସ୍ତ୍ରୋପଚାର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହୋଇଥିଲା।
ଜିଲ୍ଲା
ସୁପର ଭାଇଜରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ: ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଲେ କଣ୍ଡକ୍ଟର
ଲକ୍ଷ୍ମୀବସରେ ପୁର୍ବରୁ କାର୍ଯ୍ୟ କରୁଥିବା ଜଣେ କଣ୍ଡକ୍ଟରକୁ ଲକ୍ଷ୍ମୀବସର ସୁପରଭାଇଜର ମାନସିକ ନିର୍ଯାତନା ଦେବା ସହିତ କାର୍ଯ୍ୟରୁ ବାହାର କରିଥିବା ପ୍ରତିବାଦରେ ବସ୍ କଣ୍ଡକ୍ଟର ଜଣଙ୍କ ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି...
ଖେଳ
ବୁମ୍ରାଙ୍କ ୫ ୱିକେଟ୍ ଦେଲା ୬ ରନ୍ ଅଗ୍ରଣୀ
ଭାରତର ଅମୋଘ ଅସ୍ତ୍ର ତଥା ବରିଷ୍ଠ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଯାଦୁ ଲିଡ୍ସ ଲଢ଼େଇରେ ବି ଦେଖିବାକୁ ମିଳିଛି। ବୁମ୍ରାଙ୍କ ପାଞ୍ଚ ୱିକେଟ୍ ସଫଳତା ପାଇଁ ଏକଦା ଦୃଢ଼ ସ୍ଥିତିରେ ଥିବା ଘରୋଇ ଇଂଲଣ୍ଡ ୪୬୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି।
ରାଜନୀତି
ବଡ଼ସାହି ବିଧାୟକ ଶୁଣିବେ ଜନସାଧାରଣଙ୍କ ଅଭିଯୋଗ
ବଡ଼ସାହି ବିଧାୟକ ସନାତନ ବିଜୁଳି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ଏକାଧିକ ବିଧାୟକ ନିଜ କାର୍ଯ୍ୟକାଳ ପୂରଣ କରି ଚାଲି ଯାଇଥିବାବେଳେ ପ୍ରଥମ ଥର ପାଇଁ ବିଧାୟକ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତା ହଟିବ....
ଅପରାଧ
ପୁଲିସ ଇନ୍ଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା
ମାଓବାଦୀ ବିରୋଧୀ ଅଭିଯାନ ଜୋର୍ଦାର ହେବା ପରେ ହିଂସ୍ର ହୋଇ ଉଠିଛନ୍ତି ନକ୍ସଲ। ଛତିଶଗଡ଼ ବିଜାପୁର ଜିଲ୍ଲା ପାମେଡ଼ ଥାନା ସେଣ୍ଡ୍ରାବର ଗ୍ରାମର ସାମାୟା ସୁନମ ଏବଂ ଆମାପୁର ଗ୍ରାମର ବେକୋ ଦେବାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।