Advertisment
Latest Posts
Advertisment
ଜିଲ୍ଲା
ଏବେ ବି ବଞ୍ଚିଛନ୍ତି ଶହ ଶହ ରେବତୀ; ଆଉ ନଜଳନ୍ତୁ ନିର୍ଯାତନା ନିଆଁରେ !
ନିର୍ଯାତନା, ଶୋଷଣ, ଦୁଷ୍କର୍ମ ଆଉ କ’ଣ କ’ଣ ସହିବ ନାରୀ? ସେଦିନ ବ୍ୟାସକବି ଫକିର ମୋହନ ସେନାପତୀଙ୍କ ‘ରେବତୀ’ ଗପର ଝିଅଟିଏ ଆଜି ବି ବଞ୍ଚିଛି। ଏଇ ସମାଜରେ ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ଜଳି ଜଳି ମରୁଛି।
Gallery
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ସବୁଠି ବିଦ୍ରୋହର ନିଆଁ, ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ନେଇ ସାଧାରଣ ଜନତା, ବିରୋଧୀ ଦଳର ନେତା, ବୁଦ୍ଧିଜୀବୀ ପ୍ରମୁଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟ ପଟରେ ରାଜ୍ୟ ସରକାର ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ବାଣିଜ୍ୟ
ଭାରତରେ ଟେସଲା କାର ମୂଲ୍ୟ କେତେ ?
ଏଲନ ମସ୍କଙ୍କ କମ୍ପାନି ଟେସଲା ଭାରତୀୟ ବଜାରରେ ପ୍ରବେଶ କରିସାରିଛି । କମ୍ପାନି ପକ୍ଷରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ସୋରୁମ ଖୋଲିଛି । ଏବେ କମ୍ପାନିର ଓ୍ବାଇ ମଡେଲ କାର ମୁମ୍ବାଇରେ ଲଞ୍ଚ୍ ହୋଇଛି ।
ଅପରାଧ
ଯୌତୁକ ନିର୍ଯାତନାର ଶିକାର ହୋଇ ଦୁବାଇରେ ଜୀବନ ହାରିଲେ କେରଳୀ ମହିଳା
ନିର୍ଯାତନାର ଶିକାର ହୋଇ ମହିଳାମାନଙ୍କ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। କେଉଁଟି ନା କେଉଁଟି ନିର୍ଯାତିତ ହୋଇ ନାରୀଟିଏ ଜୀବନ ହରାଉଛି। ନିକଟରେ ଜଣେ କେରଳୀ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇ ନିଜ ହାତରେ ନିଜ ଜୀବନ ନେଇଥିବା ଅଭିଯୋଗ ହୋଇଛି।
ମନୋରଞ୍ଜନ
ପୁନଶ୍ଚ ପୃଥିବୀ
ଜଳବାୟୁ ପରିବର୍ତ୍ତନ କମାଉଛି ଖାଦ୍ୟର ଗୁଣବତ୍ତା!
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଏବଂ ବର୍ଦ୍ଧିତ ତାପମାତ୍ରାର ମିଶ୍ରିତ ପ୍ରଭାବରୁ ଖାଦ୍ୟ ଫସଲର ପୁଷ୍ଟିକର ଗୁଣବତ୍ତା ହ୍ରାସ ହେଉଛି ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଏହି ପରିବେଶଗତ ପରିବର୍ତ୍ତନ ଆଲୋକ ସଂଶ୍ଳେଷଣ ଓ ବୃଦ୍ଧି ହାର ଠାରୁ ଆରମ୍ଭ କରି ଫସଲରେ....