Latest Posts
ରାଜ୍ୟ
ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କର: ନବୀନ
ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ବିଜେପି ସରକାର ବିଫଳ ହୋଇଛି। ଏ ସରକାର ଶହେ ଦିନ ପୂରଣ କରିସାରିଲାଣି।
ଜିଲ୍ଲା
ଗୁହାରିଆ ପଡି ଶେଷରେ ଜୀବନ ଦେଲେ ଅବସର ପ୍ରାପ୍ତ ଶିକ୍ଷକ
ମନ୍ଦିରରେ ଗୁହାରିଆ ପଡି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଜୀବନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବେଠୁଆର ଗାଁ ଘୋଡାଦେବୀ ମନ୍ଦିର ସେଡ ଘର ପାର୍ଶ୍ୱରେ ଏଭଳି ଅଭାବନୀୟ ଘଟଣା ଘଟିଛି...
ଖେଳ
କୋହଲିଙ୍କୁ ଦେଖିବାକୁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଲେ କୁନି ଫ୍ୟାନ
ବିରାଟ କୋହଲିଙ୍କ ଜଣେ କୁନି ପ୍ରଶଂସକଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି, ଯିଏ କୋହଲିଙ୍କୁ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇବା ପରେ ଗ୍ରୀନ୍ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି।
ରାଜନୀତି
ନିଶା ଓ ଅପରାଧ ନେଇ ଏସ୍ପିଙ୍କୁ ଦାବିପତ୍ର ଦେଲା ଜିଲ୍ଲା କଂଗ୍ରେସ
ଏବେ ରାଉରକେଲା ଅବରାଧଙ୍କ ଚରାଭୂଇଁ ପାଲଟିଛି। ନିଶାଦ୍ରବ ଖୁଲମ୍ଖୁଲା ବିକ୍ରି ହେଉଛି। ବିନାଲାଇସେନ୍ସରେ ଶହ ଶହ ମିନି ବାର୍ ଚାଲିଛି। ଯେଉଁଠି ନାବାଳକ ଓ ନାବାଳିକା ବସି ନିଶାସେବନ କରୁଛନ୍ତି। ପପ୍ଡ୍ୟାନ୍ସରେ ସାମିଲ ହେଉଛନ୍ତି। ନିଶାସେବନ କରିବା ପରେ ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛାଉନାହାନ୍ତି।
ଅପରାଧ
ୟୁପି ସ୍କୁଲରେ ନରବଳି!
ଗତ ସେପ୍ଟେମ୍ବର ୨୨ ତାରିଖରେ ରସଗମ୍ବା ଅଂଚଳରେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଥିବା ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।
ମନୋରଞ୍ଜନ
ଟେଲିଭିଜନ ଧାରାବାହିକରେ ଲିପଲକ ଚୁମ୍ବନ ଦୃଶ୍ୟ ଦେଖି ଦର୍ଶକ ଅସନ୍ତୋଷ
ଟେଲିଭିଜନ ସୋ’ ‘କାବ୍ୟା-ଏକ ଜଜବା, ଏକ ଜୁନୁନ’ ରେ ଅଭିନେତା ମିସକତ ବର୍ମା ଓ ଅଭିନେତ୍ରୀ ପଙ୍ଖୁଡ଼ି ଗିଡ଼ବାନିଙ୍କ ଲିପଲକ ଚୁମ୍ବନ ଦୃଶ୍ୟ ଦେଖି ଅସନ୍ତୋଷ ଥିବା ଦର୍ଶକ ପ୍ରତିକ୍ରିୟା ଦେଇ କହିଥିଲେ, ‘ଏହା ଗ୍ରହଣୀୟ ନୁହେଁ।’