Advertisment
Latest Posts
Advertisment
ରାଜ୍ୟ
ଅବଦୁର ରହେମାନଠୁ ମହମ୍ମଦ ୟୁସୁଫ ଯାଏଁ... ୧୦ ବର୍ଷରେ ଧରାପଡ଼ିଲେଣି ୧୦ ଭଡ଼ାଟିଆ
କଟକ ସହରରେ ଗଲା ୧୦ ବର୍ଷ ଭିତରେ ଘରଭଡ଼ା ନେଇ ରହୁଥିବା ଏମିତି ୧୦ ଜଣ ଧରାପଡିଛନ୍ତି, ଯେଉଁମାନଙ୍କ ଭିତରେ ଅଛନ୍ତି ଅଲ୍-କଏଦା ଆତଙ୍କବାଦୀ ସ˚ଗଠନର ସଦସ୍ୟଙ୍କ ଠାରୁ ଆରମ୍ଭ କରି....
ଜିଲ୍ଲା
୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଓଡ଼ିଶା ଭିଜିଲାନ୍ସ କୁଜଙ୍ଗା ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଆକାଉଣ୍ଟାଣ୍ଟଙ୍କୁ ଜଣେ ସ୍କୁଲ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି...
ଖେଳ
ଆଇପିଏଲରେ ଧମାକାଦାର ପ୍ରଦର୍ଶନର ମିଳିଲା ପୁରସ୍କାର
ଦକ୍ଷିଣଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ୍ ଡେୱାଲ୍ଡ ବ୍ରେଭିସ୍ ଆଇପିଏଲ ୨୦୨୫ରେ ଚମତ୍କାର ବ୍ୟାଟିଂ କରିଥିଲେ। ଯାହାର ସେ ଏବେ ଲାଭ ପାଇଛନ୍ତି। ବ୍ରେଭିସ୍ ଦକ୍ଷିଣ ଆଫ୍ରିକାର ଟି-୨୦ ଦଳରେ ପ୍ରବେଶ କରିଛନ୍ତି।
ରାଜନୀତି
ବିଜେପି ରାଜ୍ୟ ସଂପାଦକଙ୍କୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ! ଫିଙ୍ଗିଲେ ବୋମା
ବିଜେପି ରାଜ୍ୟ ସମ୍ପାଦକଙ୍କ ବାସଗୃହକୁ ବୋମାମାଡ଼ ହୋଇଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ୍ଙ୍କ ରାଇରଙ୍ଗପୁରସ୍ଥ ଅରବିନ୍ଦ ଲ୍ୟାନ୍ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବାସଗୃହ ଉପରେ ବୋମାମାଡ଼ ହୋଇଥିଲା।
ଅପରାଧ
ଜାମିନ ସର୍ତ୍ତ ଖିଲାପ କରି ବନ୍ଧାହେଲା ଚିଟ୍ଫଣ୍ଡ ଠକେଇ ଅଭିଯୁକ୍ତ: ୧୦କୋଟି ଠକେଇ ମାମଲାରେ ଜେଲ୍ରୁ ମୁକୁଳିଥିଲେ
ଆଇଭିକ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ନାଁରେ ଜମାକାରୀଙ୍କଠାରୁ ୧୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗରେ ଅର୍ପଣ ପଟେଲ ଗିରଫ ହୋଇଥିଲେ। ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।
ମନୋରଞ୍ଜନ
ଦିଲଜିତ ଦୋସାଞ୍ଜଙ୍କ ପାଇଁ ଆଶ୍ବସ୍ତିର ଖବର, ପାକିସ୍ତାନରେ ରିଲିଜ ହେବ 'ସର୍ଦ୍ଦାରଜୀ ୩'
ପଂଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ ଭାରତରେ ନୁହେଁ ପାକିସ୍ତାନରେ ରିଲିଜ ହେବ | ବିବାଦ ମଧ୍ୟରେ, ଜୁନ୍ ୨୭ ତାରିଖରେ 'ସର୍ଦ୍ଦାରଜୀ ୩' ପାକିସ୍ତାନରେ ରିଲିଜ୍ ହେବାକୁ ଯାଉଥିବା ଖବର ଆସିଛି।