Advertisment
Latest Posts
Advertisment
ଜିଲ୍ଲା
ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା: କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତ୍ତିସ୍ଥିତ ସ୍ବାମୀ ଅରୂପାନନ୍ଦ କଲେଜରେ ଚଳିତବର୍ଷ ଜାନୁଆରିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଓ ଅଶାଳୀନ ବ୍ୟବହାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି...
Gallery
ବାଣିଜ୍ୟ
ରାଜ୍ୟରେ ୬ ନୂଆ ବୟନ ପାର୍କ: କମ୍ପାନି ସିଧା ଆସି କାରଖାନା କରିବେ, ୨୫ରେ ‘ଓଡ଼ିଶା ଟେକ୍ସ ୨୦୨୫’
ରାଜ୍ୟ ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି। ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ବୟନ କ୍ଷେତ୍ରର କମ୍ପାନିଗୁଡ଼ିକ ସିଧାସଳଖ ଆସି ସେହି ପାର୍କଗୁଡ଼ିକରେ ନିଜ କାରଖାନା ବସାଇପାରିବେ।
ଅପରାଧ
୧୦ ବର୍ଷ ପରେ ମାଆର ଅପମାନକାରୀର ହତ୍ୟା କଲା ପୁଅ
ଆପଣ ହୁଏତ ସିନେମାରେ ଏଭଳି ଅନେକ କାହାଣୀ ଆଗରୁ ଦେଖିଥିବେ। ଜଣେ ମାଆର ଅପମାନକୁ ମନେ ରଖି ଦୀର୍ଘ ବର୍ଷ ପରି ପ୍ରତିଶୋଧ ନିଏ ପୁଅ। ଏପରି କାହାଣୀ କେବଳ ଯେ ଫିଲ୍ମରେ ଦେଖିବାକୁ ମିଳେ ତାହା ନୁହେଁ। ନିକଟରେ ଏପରି ଏକ ଘଟଣା ଘଟିଛି; ଯାହା କୌଣସି କାହାଣୀଠାରୁ କମ୍ ନୁହେଁ।
ମନୋରଞ୍ଜନ
ଅଭିନୟକୁ ଫେରିବା ପଛର କାରଣ କହିଲେ ସ୍ମୃତି
ଖୁବଶୀଘ୍ର ସ୍ମୃତି ଇରାନୀଙ୍କ ସୋ ‘କ୍ୟୁଁକି ଶାସ୍ ଭି କଭି ଥି’ର ଦ୍ୱିତୀୟ ସିଜନ୍ ରିଲିଜ୍ ହେବାକୁ ଯାଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିନୟ ଜଗତକୁ ପୁଣି ଫେରିବା ପଛରେ ତାଙ୍କର କାରଣ କ'ଣ ତାହା ପ୍ରକାଶ କରିଛନ୍ତି।
ପୁନଶ୍ଚ ପୃଥିବୀ
ବିପଦ ବଢ଼ାଉଛନ୍ତି ପରଦେଶୀ ଉଦ୍ଭିଦ
ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।