ମୁମ୍ବାଇରେ ଭୋଟ ପାଇଁ ଷ୍ଟକ୍ ମାର୍କେଟ ବନ୍ଦ

ମୁମ୍ବାଇ,: ମୁମ୍ବାଇରେ ଆଜି ସାଧାରଣ ନିର୍ବାଚନ ‌ପାଇଁ ମତଦାନ ହେଉଥିବାରୁ ଷ୍ଟକ ମାର୍କେଟ ସମେତ ମୁଦ୍ରା ବିନିମୟ ବଜାର ମଧ୍ୟ ବନ୍ଦ ରହିଛି। ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ବନ୍ଦ ରହିଛି। ମଙ୍ଗଳବାର ବଜାର ଖୋଲା ରହିବ। କିନ୍ତୁ ବୁଧବାର ମହାରାଷ୍ଟ୍ର ଦିବସ ପାଇଁ ବଜାର ପୁଣି ବନ୍ଦ ରହିବ।

ସମ୍ବନ୍ଧିତ ଖବର