ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଯୁବକଙ୍କୁ କଟୁରିରେ ହାଣି, ତେଣ୍ଟାରେ ଭୁସି ହତ୍ୟା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରେଣୀ ପଞ୍ଚାୟତ ନାରାୟଣଚନ୍ଦ୍ରପୁର ଗ୍ରାମରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଫଡ଼ି ନାଏକ(୪୦)ଙ୍କୁ କରୁରି ଓ ତେଣ୍ଟାରେ ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ଯେ ଧାନ ବିଲ ତଳିକୁ ନେଇ ଏପରି ବୀଭତ୍ସ କାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲାର ସମସ୍ତ କଲେଜର ହେବ ରୂପାନ୍ତରୀକରଣ

ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ସୋମବାର ଦିନ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଏକାଧିକ କାର୍ଯ୍ୟକ୍ରମ​ରେ ଯୋଗ ଦେଇଛନ୍ତି। ସେ ଆଜି ସକାଳେ ପ୍ରଥମେ ତାଳଚେର ହିଙ୍ଗୁଳା ମନ୍ଦିର ଦର୍ଶନ କରିବା ସହ ଏହାର…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ କାଠ ନେଇ ଆସୁଥିବାବେଳେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ

ଅନୁଗୁଳ: ଜଙ୍ଗଲରୁ କାଠ ନେଇ ଆସୁଥିବାବେଳେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି | ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଥିବା ଏକ ମଠ ନିକଟରେ ଏଭଳି ଘଟଣା ଘଟିଛି | ତେବେ ଏହି ଘଟଣାରେ ଆଉ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ପାଇଁ ଦୋଛକିରେ ବବିତା, ସ୍ବାମୀଙ୍କ ମୃତ୍ୟୁ ପରେ ବେସାହାରା

ପାଳଲହଡ଼ା : ଅନ୍ୟ ଜାତିରେ ପ୍ରେମବିବାହ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ନା ଶାଶୂଘର ଆପଣାଉଛନ୍ତି, ନା ବାପଘରକୁ ଫେରି ପାରୁଛନ୍ତି। ଏଭଳି ଅବସ୍ଥାରେ ବନ ସରଂକ୍ଷଣ ସମିତି ଘରେ ୨ଦିନ ହେଲା ପଡ଼ି ରହିଛନ୍ତି ପାଳଲହଡ଼ା ବ୍ଲକ୍‌ ଶିଗଡ଼ ପଞ୍ଚାୟତ କମ୍ପରକଳା ଗାଁର…
ଅଧିକ ଖବର ଦେଖନ୍ତୁ...

୪୦ ବର୍ଷରେ ‌ରେଙ୍ଗାଳି, ୧୩ ବର୍ଷରେ ନବୀନଙ୍କ ଘୋଷଣା: କ୍ଷତିପୂରଣ ପାଇବାରୁ ଆଜି ବି ବଞ୍ଚିତ

ପାଳଲହଡ଼ା : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିବ ରେଙ୍ଗାଳି ବୁଡ଼ି ଅଞ୍ଚଳ ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜାସଂଘ। ସଂଘର ସଭାପତି ଡ. ସନ୍ତୋଷ ଦେହୁରୀ ଏନେଇ ‘ସମ୍ବାଦକୁ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜାଙ୍କୁ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ: ପୁରୁଣା ଲଢ଼େଇ ଦେଖିବ ଅନୁଗୁଳ!

ଅନୁଗୁଳ,  (ପତିତପାବନ ସାହୁ): ଅନୁଗୁଳ ବିଧାନସଭା କ୍ଷେତ୍ର। ୨୦୦୦ ମସିହାରୁ ବିଜେଡି ହାତରେ ରହିଥିଲା​ବେଳେ ୨୦୦୪ରୁ ଲଗାତାର ଭାବେ ରଜନୀକାନ୍ତ ସିଂହ ବିଧାୟକ ଭାବେ ଜିତି ଆସୁଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରତାପ ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଅଳ୍ପକେ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରୁ ପୁଣି ବାହାରିଲା ନକଲି ଔଷଧ: ପାଣ୍ଟୋସିଡ୍ ଡିଏସ୍‌ଆର୍‌ ନାଁରେ ବାଣ୍ଟୁଥିଲେ ବିଷ

ଅନୁଗୁଳ : ଅନୁଗୁଳ ମାର୍କେଟ୍‌ରେ ପୁଣି ନକଲି ଔଷଧ। ରୋଗୀ ପାଇଁ ସଞ୍ଜୀବନୀ ବଦଳରେ ବଣ୍ଟାଯାଉଛି ବିଷ। ଅନୁଗୁଳର ଖୋଦ୍‌ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏ ନକଲି ଔଷଧର ଶିକାର ହେବା ପରେ ଘଟଣା ପଦାକୁ ଆସିଛି। ଡ୍ରଗ୍‌ସ କଣ୍ଟ୍ରୋଲ୍‌ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଅନୁଗୁଳ ସହରରେ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରୁ ପୁଣି ବାହାରିଲା ନକଲି ଔଷଧ

ଅନୁଗୁଳ : ଅନୁଗୁଳ ମାର୍କେଟ୍‌ରେ ପୁଣି ନକଲି ଔଷଧ। ରୋଗୀ ପାଇଁ ସଞ୍ଜୀବନୀ ବଦଳରେ ବଣ୍ଟାଯାଉଛି ବିଷ। ଅନୁଗୁଳର ଖୋଦ୍‌ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏ ନକଲି ଔଷଧର ଶିକାର ହେବା ପରେ ଘଟଣା ପଦାକୁ ଆସିଛି। ଡ୍ରଗ୍‌ସ କଣ୍ଟ୍ରୋଲ୍‌ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଅନୁଗୁଳ ସହରରେ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ବାଘ ଆକ୍ରମଣ​​ରେ ୨ ଗୁରୁତର

ବଡ଼କେରା : ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ କଲରାପତିଆ ବାଘ ଆକ୍ରମଣରେ ଜଣେ ଲୋକ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ମାଣିକଯୋଡ଼ି ପଞ୍ଚାୟତ କୃଷ୍ଣଚକ୍ରଗଡ଼ ଗାଁର ଜନକ ବେହେରା ଓ ନେଙ୍କୁରୀ ବେହେରା ଗୁରୁବାର ଦିନ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ବିଲରେ ହଳ କରୁଥିଲେ ଡ୍ରାଇଭର, ମୁକୁଳା କୂଅ ଭିତରକୁ ମାଡ଼ିଗଲା ଟ୍ରାକ୍ଟର

ଅନୁଗୁଳ: ଅଗୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଚାଷ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅ ଭିତରକୁ ଟ୍ରାକ୍ଟର ମାଡ଼ିଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଟ୍ରକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ…
ଅଧିକ ଖବର ଦେଖନ୍ତୁ...